ତାଙ୍କ ମନରେ ଆପଣଙ୍କ ପ୍ରତି କେଉଁ ଭାବନା ରହିଛି ? ଜାଣିବା ପାଇଁ କୌଣସି ଏକ ନମ୍ବରକୁ ହୃଦୟରୁ ବାଛି ନିଅନ୍ତୁ… Tarot card reading

ବନ୍ଧୁଗଣ ଆପଣ ଯଦି କାହାର ମନର କଥା ଜାଣିବାକୁ ଚାହୁଁଥାନ୍ତି । ତେବେ ଆପଣ ଏହି ତାରୋଟ କାର୍ଡର ରିଡିଂ ମାଧ୍ୟମରେ ଜାଣି ପାରିବେ । ଆପଣ ଯାହାଙ୍କ ମନର କଥା ଆପଣଙ୍କ ପାଇଁ କଣ ଅଛି ଜାଣିବାକୁ ଚାହୁଁଛନ୍ତି ? ତେବେ ଆପଣଙ୍କୁ ଦିଆଯାଇଥିବା 3 ଟି ନମ୍ବର ଯଥା 1, 2 ଓ 3 ମଧ୍ୟରୁ କୌଣସି ଏକ ନମ୍ବରକୁ ସେହି ଲୋକର କଥାକୁ ମନରେ ଭାବି ବାଛିବାକୁ ପଡିବ । ଯେଉଁ ଲୋକର ମନର ଭାବନା ଆପଣଙ୍କ ପାଇଁ କଣ ଅଛି ଆପଣ ଜାଣିବାକୁ ଚାହୁଁଛନ୍ତି ।

1- ଆପଣ ଯାହାଙ୍କ ମନର ଭାବନାକୁ ଜାଣିବାକୁ ଚାହୁଁଛନ୍ତି । ସେ ଲୋକ ଜଣଙ୍କ ଆପଣଙ୍କ ବିଷୟରେ ହିଁ ଅଧିକ ସମୟ ଭାବନ୍ତି । ଆପଣଙ୍କ ସହ ଦେଖା କରିବାକୁ ଚାହୁଁଛନ୍ତି । ଆପଣଙ୍କ ସହ କଥା ହେବାକୁ ଚାହୁଁଛନ୍ତି । ଆପଣଙ୍କୁ ଦେଖା କରିବାର ଏକ ବହୁତ ଭଲ ଆଗ୍ରହ ତାଙ୍କ ମନ ମଧ୍ୟରେ ଆପଣଙ୍କ ପାଇଁ ରହିଛି । ଏହି ବ୍ୟକ୍ତି ଜଣଙ୍କ ଆପଣଙ୍କୁ ବହୁତ ଅଧିକ ମିସ୍ କରୁଛନ୍ତି ।

2- ଆପଣ ଯାହାଙ୍କ ମନର ଭାବନାକୁ ଜାଣିବାକୁ ଚାହୁଁଛନ୍ତି । ସେହି ଲୋକ ଆପଣଙ୍କୁ ହୃଦୟରୁ ଖୁବ ପଶାନ୍ତ କରନ୍ତି ସତ । ହେଲେ ଆପଣଙ୍କର କିଛି କଥା ତାଙ୍କୁ ବହୁତ ଖଟକା ଲାଗିଥାଏ । ଯେପରି ଆପଣଙ୍କର କେବେକେବେ ଆଳସ୍ୟପଣ ତାଙ୍କୁ ଜମାରୁ ବି ଭଲ ଲାଗେ ନାହିଁ । ଆପଣ ଯଦି ତାଙ୍କ ସହ କେବେ ରୁଡ୍ ହୋଇକି କଥା ହୋଇଯାଇଥାନ୍ତି । ତାଙ୍କୁ ଜମାରୁ ମଧ୍ୟ ଭଲ ଲାଗେ ନାହିଁ । ସେ ଜାଣିଛନ୍ତି, ଯେ ଆପଣ ତାଙ୍କୁ ପସନ୍ଦ କରନ୍ତି । ହେଲେ ବେଳେବେଳେ ଆପଣଙ୍କର କିଛି ଗୁଣ ତାଙ୍କୁ ଟିକେ ଭଲ ଲାଗେ ନାହିଁ । ଆପଣ ତାଙ୍କର ଭଲ ବନ୍ଧୁ କି ଲଭର ମଧ୍ୟ ହୋଇଥାଇପାରନ୍ତି ।

3- ଆପଣ ଯାହାଙ୍କ ମନର କଥା ଜାଣିବାକୁ ଚାହୁଁଛନ୍ତି । ସେ ଆପଣଙ୍କ ବିଷୟରେ ଏହା ଭାବୁଛନ୍ତି । ଯେ ଆପଣ ଜଣେ ବହୁତ ଭଲ ଓ ବୁଝିଲାସୁଝିଲା ପର୍ଶନ ଅଟନ୍ତି । ଆପଣ ତାଙ୍କୁ ପସନ୍ଦ ତ କରନ୍ତି । ହେଲେ ଆପଣ ତାଙ୍କ ସାମ୍ନାରେ ବହୁତ କଥା ଯେମିତି ଲୁଚାନ୍ତି କି ତାଙ୍କ ସହ କିଛି କଥା ଶେୟାର କରିବାକୁ ଚାହାଁନ୍ତି ନାହିଁ । ଏମିତି ବେଳେବେଳେ ତାଙ୍କୁ ଆପଣଙ୍କ ବିଷୟରେ ଲାଗେ । କାରଣ ସେହି ବ୍ୟକ୍ତି ଚାହୁଁଛନ୍ତି, ଯେ ଯଦି ଆପଣ ତାଙ୍କୁ କିଛି କହିବାକୁ ଚାହୁଁଥାନ୍ତି । ତେବେ ତାଙ୍କୁ ସବୁ କଥା ଖୋଲିକି କୁହନ୍ତୁ ।

ଆଶା କରୁଛୁ । ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ । ତେବେ ଆମ ସହ ଆଗକୁ ଯୋଡି ହୋଇ ରହିବା ପାଇଁ ପେଜକୁ ଲାଇକ୍ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *