ତୁଳସୀ ଗଛ ସୁଖିବା କଣ ସଂକେତ ଦିଏ, ଏହା ସହ ଆହୁରି 10ଟି ବଛା ବଛା Ajira Anuchinta

ଆମ ଜୀବନରେ ପ୍ରତେକ ଦିନ କିଛି ନା କିଛି ଘଟଣା ଘଟିଥାଏ । ଯାହାର ସମ୍ଭଧ ଆମର ନୀତି ଦିନିଆ କାର୍ଯ୍ୟ ଉପରେ ପଡିଥାଏ । ତେବେ ଏମିତି କିଛି ନିୟମ ଓ ଉପଦେଶ ରହିଛି ଯାହାର ପ୍ରାଚୀନ କାଳରୁ କୁହା ଯାଇଛି । ଏହାର ପାଲା କରିଲେ ବ୍ୟକ୍ତି ଜୀବନରେ ସୁଖ ସୁବିଧା ଆସିବା ସହ ପ୍ରତେକ ସମସ୍ୟାର ସମାଧାନ ମଧ୍ୟ ହୋଇଥାଏ । ଆଜି ଆମେ ଆପଣ ମାନଙ୍କୁ କିଛି ଅନୁଚିନ୍ତା ବିଷୟରେ କହିବାକୁ ଯାଉଛୁ ।

୧- ପ୍ରଥମଟି ହେଉଛି ମୂର୍ଖ ଲୋକଙ୍କୁ ଉପଦେଶ ଦେବା ଓ ଦୁଷ୍ଟ ସ୍ତ୍ରୀଙ୍କୁ ଭରଣପୋଷଣ କରିବା ଦ୍ଵାରା ପଣ୍ଡିତ ମଧ୍ୟ ବିଷାଦ ଗ୍ରସ୍ତ ହୋଇଥାନ୍ତି । ରାସ୍ତାରେ ଯିବା ସମୟରେ ଅଜଣା ନାରୀର ଡାକ ଶୁଣନ୍ତୁ ନାହି । ଯଦି କୌଣସି ନାରୀ ବିପଦରେ ପଡିଥାନ୍ତି ତେବେ ତାଙ୍କୁ ସାହାଜ୍ଯ କରନ୍ତୁ ।

୨- ଯଦି ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ସର୍ବଦା କଳହ ଲାଗି ରହୁଛି ତେବେ ଶୋଇବା ଘରେ ବିବାହ ଫୋଟୋ ସହ ଦୁଇଟି ମୟୁର ପର ଲଗାଇ ରକହନ୍ତୁ । ଏହା ଦ୍ଵାରା ଯେତେ ଖରାପ ସମ୍ପର୍କ ଥିଲେ ତାହା ମଧୁର ସମ୍ପର୍କରେ ବଦଳିଯିବ ।

୩- ଇତରୁ ପୁରୁଷଙ୍କୁ ପିଣ୍ଡ ଦାନା କରିବା ସମୟରେ ମିଛ କଥା କହିବେ ନାହି । ଏହା ବ୍ଯତୀତ ପାନର ସେବନ ନ କରିବା, ନଦୀ ପାର ନ ହେବା, ଅନ୍ୟ କାହା ଘରେ ଭୋଜନ ଗହଣା କରିବେ ନାହି । ଏହି ଦିନ ଦିନରେ ମାତ୍ର ଥରେ ଭୋଜନ ଖାଇବେ । ଏହା ଦ୍ଵାରା ପିତୃ ପୁରୁଷ ଆସିର୍ଦାବ ଦେଇଥାନ୍ତି ।

୪- ଗାଧୋଇବା ଘରେ ନଖ ବା ଦାଢି କାଟନ୍ତୁ ନାହି । ଏହା ଦ୍ଵାରା ଶନି ଗ୍ରହ, ଚନ୍ଦ୍ର ଓ ମା ଲକ୍ଷ୍ମୀଙ୍କ ଅସନ୍ତୁଷ୍ଟ ହୋଇଥାନ୍ତି ।

୫- ତୁଳସୀ ଗଛ ଶୁଖିଗଲେ ଏହା ଅଶୁଭ ଓ ବୃଦ୍ଧି ହେଲେ ଏହା ଅଶୁଭ ସଂକେତ ହୋଇଥାଏ । ତେଣୁ ସର୍ବଦା ତୁଳସୀ ଗଛରେ ପାଣି ଦେବା ସହ ଦୀପ ଜଳାନ୍ତୁ ।

୬- ସୋମବାର ଦିନ ଗୋରୁଗାଈ ବିକ୍ରି କରନ୍ତୁ ନାହି । ମଙ୍ଗଳବାର ଦିନ ଯାନବାହାନ ଓ ଗୁରୁବାର ଦିନ ଜମିବାଡି ଆଦି ବିକ୍ରି କରନ୍ତୁ ନାହି ।

୭- ରବିବାର ଦିନ ପାଇଁ ଖାଇବା, ସୋମବାର ଦିନ ଦର୍ପଣ ଦେଖିବା, ମଙ୍ଗଳବାର ଦିନ ମିଠା ଖାଇବା, ବୁଧବାର ଦିନ ପାନମଧୁରୀ ସେବନ, ଗୁରୁବାର ଦିନ ତୁଳସୀ ପାତ୍ର, ଶୁକ୍ରବାର ଦିନ ଖସା, ଶନିବାର ଦିନ ଅଦା ଘରୁ ବାହାରିବା ପୂର୍ବରୁ ଖାଇବା ଉଚିତ । ଏହା ଦ୍ଵାରା ଯାତ୍ରା ସଫଳ ହୋଇଥାଏ ।

୮- ମହୁ ସହ ଦହି ବର୍ଷା ଦିନରେ ଖାଇବା ଅନୁଚିତ । ଭୋଜନ ଶେଷରେ କେବେବି ଦହି ସେବନ କରିବା ଅନୁଚିତ ।

୯- ଅସଲି ମହୁ ଚିହ୍ନିବାର ଉପାୟ ହେଉଛି ସାଧା କାଗଜରେ ମହୁ ରଖିଲେ ଏହା ଚାପା ହୁଏ ନାହି, ସଳିତାରେ ଲଗାଇ ଜାଳିଲେ ଚଡଚଡ ହୁଏନି, ଆଖିରେ ଲଗାଇଲେ ପୋଡିବ ନାହି ।

୧୦- ପ୍ରତିଦିନ ସକାଳେ ଲେମ୍ବୁ ରସ ସହ ଗୋଲାପ ଜଳ ମିଶାଇ କୁଳି କରିଲେ ପାଟି ଦୁର୍ଗନ୍ଧ ଦୂର ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *