ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କହିବୁ ତୁଳସୀ ଗଛର ଉପକାରିତା ବିଷୟରେ ଯାହା ଦ୍ଵାରା ଧାନ, ସୁଖ, ସମୃଦ୍ଧିରେ ଜୀବନ ଭାରି ଯାଇଥାଏ ଓ ସବୁ ପ୍ରକାରର ସମସ୍ଯା ଦୂର ହୋଇଯାଏ । ପ୍ରତେକ ଘରେ ତୁଳସୀ ଗଛ ରହିଥାଏ କିନ୍ତୁ ସମସ୍ତଙ୍କୁ ଏହାର ଚମତ୍କାରୀ ଗୁଣ ବିଷୟରେ ଜଣା ନ ଥାଏ । ଯାହା ଦ୍ଵାରା ସେମାନେ ଏହାର ଲାଭ ଉଠାଇ ପାରନ୍ତି ନାହି । ଆଜି ଆମେ ଆପଣଙ୍କୁ ଅନେକ ଚମତ୍କାରୀ ଗୁଣ ବିଷୟରେ କହିବାକୁ ଯାଉଛୁ । ଅନେକ ଲୋକ ଭୁଲ ଦିଗରେ ତୁଳସୀ ଗଛ ଲଗାଇଥାନ୍ତି ଯାହା କାରଣରୁ ଗୃହରେ ଅଯଥା କଳହ ଓ ଅସାନ୍ତି ଦେଖା ଦେଇଥାଏ ।
ଏହା ସହ ଘରର ମୁଖିଆଙ୍କ ଆମଦାନୀ କମ ହେବ ସହ ଚାକିରି ଓ ବ୍ୟବସାୟରେ ସମସ୍ଯା ଆସିଥାଏ । ତୁଳସୀ ଗଛ ସର୍ବଦା ଉତ୍ତର-ପୂର୍ବ, ପୂର୍ବ, ଉତ୍ତର ଦିଗରେ ରହିଲେ ଶୁଭ ହୋଇଥାଏ । ଭୁଲରେ ବି ତୁଳସୀ ଗଛକୁ ପଶ୍ଚିମ ଓ ଦକ୍ଷିଣ ଦିଗରେ ରଖିବା ଅନୁଚିତ । ଏହା ଦ୍ଵାରା ଘରେ ନେଗେଟିଭ ଊର୍ଜାର ପ୍ରଭାବ ପଡିଥାଏ । ଭଗବାନ ବିଶୁଣୁ କୁହନ୍ତି କି ଯେଉଁ ବ୍ୟକ୍ତି ସ୍ଵଚ୍ଛା ମନ ଓ ଶୁଦ୍ଧପୂତ ହୋଇ ତୁଳସୀଙ୍କୁ ଭକ୍ତି କରିଥାନ୍ତି ସେମାନଙ୍କୁ ଜୀବନରେ ଧନ ଲକ୍ଷ୍ମୀର କେବେ ବି ଅଭାବ ହୁଏ ନାହି ।
ପ୍ରତିଦିନ ତୁଳସୀ ମୂଳରେ ଜଳ ଦେଲେ ଗ୍ରହ ଦୋଷ ଦୂର ହୋଇଥାଏ । ଜୀବନରେ ଗ୍ରହ ଦୋଷ ଚାଲିଥାଏ ବା ସବୁ କାର୍ଯ୍ୟରେ ବାଧା ଆସିଥାଏ ତେବେ ଏହା ନିଶ୍ଚୟ କରନ୍ତୁ । ତୁଳସୀ ଗଛ ମୂଳରେ ପାଣି ଦେଇ ୧୦୮ ଥର ପରିକ୍ରମା କରିଲେ ତୁଳସୀ ମାଙ୍କ ବିଶେଷ କୃପା ମିଳିଥାଏ । ଏହା ଦ୍ଵାରା ସବୁ କାର୍ଯ୍ୟରେ ସଫଳ ମିଳିଥାଏ । ଯଦି କୁଣ୍ଡଳୀରେ କାଳସର୍ପ ଦୋଷ ଥାଏ ତେବେ ତାର ତୁଳସୀ ମୂଳରେ ଏକ ରୂପା ମୁଦ୍ରା ପୋତି ଦିଅନ୍ତୁ । ପ୍ରତିଦିନ ସେହି ଗଛ ମୂଳରେ ପାଣି ଦିଅନ୍ତୁ । ଗଛଟି ଯେତେ ବଢିବ ସବୁ ଦୋଷ ଦୂର ହେବ ।
ତୁଳସୀ ଦେବୀଙ୍କ ସହ ମା ଲକ୍ଷ୍ମୀଙ୍କର ମଧ୍ୟ ଅଶେଷ କୃପା ମିଳିଥାଏ । ଯଦି ପରିବାରରେ କେହି କାଳ ସ୍ଵପ୍ନ ଦେଖୁଥାନ୍ତି ତେବେ ସୂର୍ଯ୍ୟାସ୍ତ ପୂର୍ବରୁ ୫ଟି ତୁଳସୀ ପତ୍ର ନେଇ ତକିଆ ତଳେ ରଖି ଶୋଇବା ଦ୍ଵାରା ଏହା ଦୂର ହୋଇଥାଏ । ପ୍ରତିଦିନ ତୁଳସୀ ମୂଳରେ ପାଣି ଦେଇ ସାରିବା ପରେ ସେହି ତୁଳସୀ ମାଟି ଆଣି ମଥା, କାନ୍ଥ ଓ ଜିଭରେ ଲାଗିବା ଦ୍ଵାରା ସୁଖ ଶାନ୍ତି ପ୍ରାପ୍ତି ହୋଇଥାଏ । ଏହା ଦ୍ଵାରା ଦୁନିଆରେ କେହି ଆପଣଙ୍କୁ ହରାଇ ପାରିବେ ନାହି ।
ମା ଲକ୍ଷ୍ମୀ ପ୍ରସନ୍ନ ହୋଇ ଚିର ସୌଭାଗ୍ୟର ଆଶିଷ ପ୍ରଦାନ କରିଥାନ୍ତି । ଏହି ପ୍ରୟୋଗ ଦ୍ଵାରା ଧନ ପ୍ରାପ୍ତି ହୋଇଥାଏ । ସୁଖ ସମୃଦ୍ଧି ମଧ୍ୟ ମିଳିଥାଏ । ପ୍ରତି ମାସରେ ଠାରେ ତୁଳସୀ ଗଛକୁ ଧୋଇ ଦେଇ ନୂଆ ବସ୍ତ୍ର ପରିଧାନ କରାଇଲେ ତୁଳସୀ ଦେବୀଙ୍କ ସହ ଭଗବାନ ବିଶୁଣୁ ଙ୍କ କୃପା ମିଳିଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।