ତୁଳସୀ ଗଛରେ ଝିଟିପିଟି ଦେଖିଲେ କେଉଁ ଲାଭ ପ୍ରାପ୍ତ ହୋଇଥାଏ! ଏହା ସହ ଆହୁରି 10+ ଆଜିର ଅନୁଚିନ୍ତା

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କିଛି ଜ୍ଞାନ ବର୍ଦ୍ଧକ ଓ ମହତ୍ଵପୂର୍ଣ୍ଣ ଅନୁଚିନ୍ତା ବିଷୟରେ କହିବାକୁ ଯାଉଛୁ । ଯାହା ଆପଣଙ୍କର ଜାଣିବା ନିତାନ୍ତ ଆବଶ୍ୟକ ଅଟେ । ୧- ଯଦି ମୂଷା ଆପଣଙ୍କ ଆଗରେ ଚାଲିଯାଏ ତେବେ ଶୁଭ ହୋଇଥାଏ । କାର୍ଯ୍ୟରେ ବାଧା ଆସିବାର ସଙ୍କେତ ପ୍ରଦାନ କରିଥାଏ ।

୨- ଘରେ ମୂଷା ମାନଙ୍କର ସଂଖ୍ୟା ବୃଦ୍ଧି ହେଲେ ଅଶୁଭ ହେବା ସହ ପରିବାରରେ ନେଗେଟିଭ ଚିନ୍ତାଧାରା ବୃଦ୍ଧି ପାଇଥାଏ ।

୩- କଳା ମୂଷା ରାତିରେ ଘରେ ପଶିବା ବା ଉତ୍ପାତ କରିବା ଅଶୁଭ ହୋଇଥାଏ । ଏହା ଦ୍ଵାରା ରୋଗ ବୃଦ୍ଧି ହେବା ସହ ଶତ୍ରୁ ବୃଦ୍ଧି ହେବାର ସୂଚନା ମିଳିଥାଏ ।

୪- ଘରୁ ବାହାରିବା ସମୟରେ ଲଗାତାର ଝାଡୁ ମାରିବା ଲୋକଙ୍କୁ ଦେଖାନ୍ତି ତେବେ ଶୁଭ ହେବା ସହ କିଛି ଦିନ ଭିତରେ ଧନବାନ ହେବାର ସଂକେତ ଦେଇଥାଏ ।

୫- ରାସ୍ତାରେ ଯାଉଥିବା ସମୟରେ କୁକୁର ରୁଟି ବା ଖାଦ୍ଯକୁ ମୁହଁରେ ଧରି ଯାଉଥିବାର ଦେଖନ୍ତି ତେବେ ଶୁଭ ସଂକେତ ହୋଇଥାଏ । ଆଗାମୀ ସମୟରେ ଧନ ପ୍ରାପ୍ତି ହେବାର ସୂଚକ ହୋଇଥାଏ ।

୬- ଘରେ ଧଳା ପେଚା ଲଗାତାର କିଛି ଦିନ ଦେଖନ୍ତି ଶୁଭ ହେବା ସହ ମା ଲକ୍ଷ୍ମୀଙ୍କ ଆଗମନର ସୂଚକ ହୋଇଥାଏ । ରାସ୍ତାରେ ଆଖୁ ଦେଖିଲେ ଶୁଭ ହେବା ସହ ଧନ ପ୍ରାପ୍ତି ହେବାର ସଂକେତ ହୋଇଥାଏ ।

୭- ସକାଳୁ ଉଠିଲା ପରେ ଶଙ୍ଖର ଧ୍ୱନି ଶୁଣିବାକୁ ମିଳିଲେ ମା ଲକ୍ଷ୍ମୀଙ୍କ ଆଗମନର ସୂଚକ ହୋଇଥାଏ । କୌଣସି ପକ୍ଷୀ ଘରେ ବସା ବାନ୍ଧିଲେ ଶୁଭ ହେବା ସହ ମାତା ଲକ୍ଷ୍ମୀଙ୍କ ଆଗମନର ଏହା ସୂଚକ ଦେଇଥାଏ । ସକାଳୁ ଉଠିଲା ପରେ ଆଇନା ଦେଖିବା ଅଶୁଭ ହୋଇଥାଏ । ଏହା ଦ୍ଵାରା ନେଗେଟିଭ ଶକ୍ତିର ପ୍ରଭାବ ରହିଥାଏ ।

୮- ସକାଳୁ ଉଠିବା ପରେ କୌଣସି ପଶୁପକ୍ଷୀଙ୍କ ନାମ ଧରିବା ଅନୁଚିତ । ଏହା ଅଶୁଭ ହୋଇଥାଏ । ସକାଳୁ ଉଠିଲା ପରେ ଛୁଞ୍ଚି ସୂତା, ତେଲପାତ୍ର ଦେଖିବା ଅଶୁଭ ହୋଇଥାଏ । ଏହା ସହ ନିଆଁ, ସୁନା, ଘାସ, ଗୋବର ଦେଖିବା ଅତ୍ୟନ୍ତ ମଙ୍ଗଳକାରୀ ହୋଇଥାଏ ।

୯- ସକାଳୁ ଉଠିବା ପରେ ଶ୍ରୀଙ୍ଗାର କରିଥିବା ନବ ବଧୂଙ୍କ ମୁଖ ଦେଖିବା ଶୁଭ ହୋଇଥାଏ । ଗାଈର ଦର୍ଶନ କରିବା ଶୁଭ ହୋଇଥାଏ । ଘରେ କେବେବି ସିଟି ବଜାଇବା ଉଚିତ ନୁହେଁ । ଏହା ଅଶୁଭ ହେବା ସହ ଧନ ହାନି ଓ ଅଜଣା ସଙ୍କଟ ଦେଖା ଦେଇଥାଏ ।

୧୦- ଜଙ୍ଗଲରେ କେବେ ବି ପରିସ୍ରା କରିବା ଅନୁଚିତ । କେବେବି ଆଙ୍ଗୁଠି ଫୁଟାଇବା ଉଚିତ ନୁହେଁ । ଏହା ଅଶୁଭ ହୋଇଥାଏ । ଶନିବାରରେ ମନ୍ଦିରରେ ଜୋତା ବା ଚପଲ ଛାଡି ଆସିଲେ ଶନିଙ୍କ ପ୍ରଭାବ କମ ହୁଏ । ୧୧- ସନ୍ଧ୍ୟାରେ କୁକୁର ପୂର୍ବ ଦିଗକୁ ମୁଖ କରି କାନ୍ଦିଲେ ଅଶୁଭ ହେବା ସହ ସଙ୍କଟ ଆସିବାର ସୂଚକ ହୋଇଥାଏ ।

୧୨- ଦୀପାବଳି ଦିନ ତୁଳସୀ ଗଛରେ ଝିଟିପିଟି ଛାଡିବାର ଦେଖନ୍ତି ତ ଅତ୍ୟନ୍ତ ଶୁଭ ହୋଇଥାଏ । ଅପାର ଧନ ସମାପ୍ତି ପ୍ରାପ୍ତ ହେବାର ସୂଚକ ହୋଇଥାଏ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବାକୁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *