Whatsapp ଆଣୁଛି ନୂଆ ଫିଚର, ପାୱାରଫୁଲ ହେବେ Admin

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ଆଜିର ଦୁନିଆରେ ଇଣ୍ଟରନେଟ ର ଭୁଲ ମାତ୍ରା ରେ ବ୍ୟବହାର କରା ଯାଉଛି । ବିଭିନ୍ନ ପ୍ରକାରର ଆପ ଗୁଡିକ ଜରିଆରେ ମଣିଷ ଘରେ ବସି ନିଜର ବ୍ୟକ୍ତିଗତ କାମ କରିବା ପାଇଁ ସକ୍ଷମ ହୋଇ ପାରୁଛି । ସେଥି ମଧ୍ୟରୁ ୱ୍ହାଟସପ ହେଉଛି ଅନ୍ୟତମ ଯାହାର ସାରା ବିଶ୍ବରେ ବହୁଳ ମାତ୍ରା ରେ ପ୍ରୟୋଗ କରା ଯାଉଛି । ଇଂଷ୍ଟା ମେସେଜିଙ୍ଗ ଆପ ଗୁଡିକ ମଧ୍ୟରେ ୱ୍ହାଟସପ ବିଷୟରେ ସବୁଠାରୁ ଅଧିକ ଲୋକପ୍ରିୟ ହୋଇ ପାରିଛି ।

ଏଥିରେ ଅନେକ ପ୍ରକାର ଫିଚର ମହଦୟା ରହିଛି । ଯାହାକୁ ବ୍ୟବହାରକାରୀ ଅତି ସହଜରେ ବ୍ୟବହାର କରି ପାରୁଛି । ତେବେ ଏଥିରେ ଆଉ ଏକ ନୂଆ ଫିଚର ଯୋଡି ହେବାକୁ ଯାଉଛି ବୋଲି ସୂଚନା ରହିଛି । ଗଣ ମାଧ୍ୟମ ରିପୋର୍ଟ ଅନୁଯାୟୀ କମ୍ପାନୀ ଏମିତି ଏକ ଅପଡେଟ ଉପରେ କାର୍ଯ୍ୟ କରୁଛି ଯେଉଁଥିରେ ଗ୍ରୁପ ଆଡମିନ ଗ୍ରୁପର ମ୍ଯାସେଜକୁ ଡ଼ିଲିଟ କରି ପାରିବ ।

ଏହି ଫିଚରା ଆସିବା ପରେ ଗ୍ରୁପ ଆଡମିନ ଯେଉଁ ମ୍ଯାସେଜକୁ ଚାହିଁବ ସେହି ମ୍ଯାସେଜକୁ ରଖିବ ନଚେତ ଡ଼ିଲିଟ କରି ପାରିବ । ଏହି ଫିଚରକୁ ନେଇ ଏବ ଠାରୁ ପରୀକ୍ଷା ଆରମ୍ଭ ହୋଇଛି । ବହୁତ ଜଲ୍ଦି ଏହା ସମତା ଉପଭୋକ୍ତାଙ୍କ ପାଖରେ ଉପଲବ୍ଧ ହେବାକୁ ଯାଉଛି । ସୂଚନା ଯୋଗ୍ୟ କି କମ୍ପାନୀ ପକ୍ଷରୁ ଏହି ଫିଚର ପାଇଁ ବିଟା ଭର୍ସନ ୨.୨୨.୧.୧ ଅପଡେଟ ଜାରି କରିଛି ।

ଯାହା ଦ୍ଵାରା ଗ୍ରୁପ ଆଡମିନ ଥିବା ବ୍ୟକ୍ତିକୁ ଗ୍ରୁପର ଅନ୍ୟ ସଦସ୍ୟ ଙ୍କ ଦ୍ଵାରା କରା ଯାଇଥିବା ମ୍ଯାସେଜୁକୁ ଡ଼ିଲଟ କରିବାର ଅନୁମତି ମିଳିଥାଏ । ଗ୍ରୁପର ସବୁ ଆଡ଼ିମିନଙ୍କ ପାଖରେ ଏହି ସୁବିଧା ଉପଲବ୍ଧ ହେବ । ମ୍ଯାସେଜ ଡ଼ିଲିଟ ପରେ ସ୍କ୍ରିନରେ ନୋଟିଫିକେସନ ରହିବ । ଯେତେବେଳେ ଗ୍ରୁପ ଆଡମିନ କୌଣସି ମ୍ଯାସେଜ ଡ଼ିଲିଟ କରିବ ସେତେବେଳେ ୱ୍ହାଟସପ ଗ୍ରୁପ ସ୍କ୍ରିନରେ ଏକ ଇଣ୍ଡିକେଟର ରହିବ ।

ଯେଉଁଥିରେ ଲେଖାଥିବ ଏହାକୁ ଜଣେ ଆଡମିନ ଡ଼ିଲିଟ କରିଛନ୍ତି । ଏହା ଦ୍ଵାରା ଗ୍ରୁପର ଆଯ ସଦସ୍ୟ ମାନେ ଜାଣି ପାରିବେ ଯେ କିଏ ଏହି ମ୍ଯାସେଜକୁ ଡ଼ିଲିଟ କରିଛି । ଅନ୍ୟ କ୍ଷେତ୍ର ରେ କମ୍ପାନୀ ପକ୍ଷରୁ ଏହି ମ୍ଯାସେଜକୁ ଅପଡେଟ କରା ଯାଉଛି । ଏହି ଫିଚର ଆସିବା ପରେ ଗ୍ରୁପ ଆଡମିନ ପକ୍ଷରେ ଅହଡିକ କ୍ଷମତା ରହିବ । କ୍ଷମତାଶାଳୀ ଗ୍ରୁପ ଆଡମିନ ଚାହିଁଲେ ଅ-ଶ୍ଳୀ-ଳ ଓ ଆପତ୍ତି ଜନକ ମ୍ଯାସେଜ ସହଜରେ ଡ଼ିଲିଟ ହୋଇ ପାରିବ ।

ବନ୍ଧୁଗଣ ଏହି ଘଟଣାକୁ ନେଇ ଆପଣ ମାନଙ୍କର ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *