ଆଜିକା ଡେଟରେ ସୋସିଆଲ ମିଡିଆରେ ୟୁଟୁବ ଏମିତି ଏକ ଜରିଆ ଯାହା ସାହାଜ୍ଯରେ ଲୋକ ଏମାନେ ଘରେ ବସି ଅନେକେ ଦେଶ ବିଦେଶ କଥା ଜାଣି ପାରୁଛନ୍ତି । ପପୁଲାର ସୋସିଆଲ ପ୍ଲାଟଫର୍ମ ଭାବେ ୟୁଟୁବ ଆଜିକା ଡେଟରେ ଜଣାଶୁଣା । ଏହା ଏକ ମନୋରଞ୍ଜନ ପ୍ଲାଟଫର୍ମ ଅଟେ ଯାହା ଲୋକ ମାନଙ୍କ ପାଇଁ ଜାରି ହୋଇଛି । କ୍ଯାରିୟରକୁ ନେଇ ଅନେକ ଲୋକ ମାନେ ୟୁଟୁବରେ ନିଜର ଚେଷ୍ଟା ଜାରି ରଖିବା ସହ ଅନ୍ୟ କେତେକ ନିଜର କ୍ଯାରିୟର କରି ସାରିଛନ୍ତି ।
ଆଜି ଆମେ ଆପଣ ମାନଙ୍କୁ ୟୁଟୁବରେ କ୍ଯାରିୟର କରିଥିବା ସେହି ବ୍ୟକ୍ତି ମାନଙ୍କର ମାସିକ ଇନକମ ବିଷୟରେ କହିବାକୁ ଯାଉଛୁ । ୧- ରାଉଣ୍ଡ୨ହେଲ : ଏହା ଏକ ୟୁଟୁବ ଚ୍ଯାନେଲର କ୍ରୀଏଟରର ନାଁ ଅଟେ । ଏହି ଚ୍ଯାନେଲରେ ନାଜିମ, ବସିମ ଓ ଜୈନ ନାମକ ତିନି ବନ୍ଧୁ ମିଶି ଏହି ଚ୍ୟାନେଲ ଚଲାଉଛନ୍ତି । ତାଙ୍କର ମାସିକ ଇନକମ ହେଉଛି ୯ଲକ୍ଷ ଟଙ୍କା ।
୨- କ୍ଯାରିମିନତି : ଏହି ଚାନେଲର କ୍ରିଏଟରର ନାଁ ହେଉଛି ଅଜୟ ନାଗର । ୨୦୧୪ ଅକ୍ଟୋବର ୩୦ରେ ଏହି ଚ୍ଯାନେଲ ଆରମ୍ଭ ହୋଇଥିଲା । ତାଙ୍କର ମାସିକ ଇନକମ ହେଉଛି ୧୦ଲକ୍ଷ ଟଙ୍କା ।
୩- ଖାନ ଜିଏସ ରିସର୍ଚ ସେଣ୍ଟର : ଏହି ଚ୍ଯାନେଲର କ୍ରୀଏଟରଙ୍କ ନାଁ ହେଉଛି ଫାଜେଲ ଖାନ ଯିଏ ଖାନ ନାଁ ରେ ପରିଚିତ ଅଟନ୍ତି । ତାଙ୍କର ମାସିକ ଆୟ ହେଇଛି ୧୫ଲକ୍ଷ ଟଙ୍କା ।
୪-ଆଶିଷ ଚଞ୍ଚଲାନି : ଆଶିଷ ୨୭ ବର୍ଷୀୟ କମେଡିୟାନ ଓ ଅଭିନେତା ଅଟନ୍ତି । ତାଙ୍କର କାମେଡି ୟୁଟୁବରେ ଫ୍ୟାମ୍ସ ହେଲା ପରେ ସେ ତାଙ୍କର କ୍ଯାରିୟର ୟୁଟୁବରେ ଆରମ୍ଭ କରିଥିଲେ । ତାଙ୍କର ମାସିକ ଆୟ ହେଉଛି ୧୬ଲକ୍ଷ ଟଙ୍କା ।
୫- ଟ୍ରିଗର୍ଡ ଇନ୍ସାନ : ଏହି ଚ୍ୟାନେଲର କ୍ରୀଏଟରଙ୍କ ନାଁ ହେଉଛି ନିଶ୍ଚୟ ମଲହାନ । ତାଙ୍କର ଚ୍ୟାନେଲକୁ ଦର୍ଶକ ମାନେ ବହୁତ ପସନ୍ଦ କରିଥାନ୍ତି । ତାଙ୍କର ମାସିକ ଆୟ ହେଉଛି ୧୭ଲକ୍ଷ ଟଙ୍କା ।
୬- ମିଥଫ୍ୟାଟ : ଏହି ୟୁଟୁବ ଚ୍ଯାନେଲର କ୍ରିଏଟରଙ୍କ ନାଁ ହେଉଛି ମିଥିଲେଶ ପାଟଙ୍କର । ପୁରା ଇଣ୍ଡିଆରେ ଫନି ଭିଡିଓ କରିବା ପାଇଁ ମିଥିଲେଶ ଫ୍ୟାମ୍ସ ଅଟନ୍ତି । ତାଙ୍କର ମାସିକ ଆୟ ହେଉଛି ୧୮ଲକ୍ଷ ଟଙ୍କା ।
୭- ଏସ ଗେମିଂ : ଏହି ୟୁଟୁବ ଚ୍ଯାନେଲର କ୍ରିଏଟରଙ୍କ ନାଁ ହେଉଛି ସାହିଲ ରାଣା । ୨୦୧୬ରେ ସାହିଲ ଏହି ଚ୍ଯାନେଲ ଆରମ୍ଭ କରିଥିଲେ । ତାଙ୍କର ମାସିକ ଆୟ ହେଉଛି ୨୧ଲକ୍ଷ ଟଙ୍କା ।
୮- ଟୋଟାଲ ଗେମିଂ : ଏହି ୟୁଟୁବ ଚ୍ଯାନେଲର କ୍ରିଏଟରଙ୍କ ନାଁ ହେଉଛି ଅଜୟ ନାଗର । ୨୦୧୮ରେ ଅଜୟ ନିଜର ଚ୍ଯାନେଲ ଆରରମ୍ଭ କରିଥିଲେ । ତାଙ୍କର ମାସିକ ଆୟ ହେଉଛି ୪୫ ଲକ୍ଷ ଟଙ୍କା ।
୯- ସୌରଭ ଯୋଶୀ ବ୍ଲଗ୍ସ : ୨୧ ବର୍ଷୀୟ ସୌରଭ ଇଣ୍ଡିଆରେ ସବୁଠାରୁ ୟୁଟୁବ ଚ୍ଯାନେଲର ବ୍ଲକର ଅଟନ୍ତି । ତାଙ୍କର ମାସିକ ଆୟ ହେଉଛି ୪୭ଲକ୍ଷ ଟଙ୍କା ।
୧୦- ଟେକ୍ନୋ ଗେମର୍ଷ : ଏହି ଚ୍ୟାନେଲର କ୍ରିଏଟରଙ୍କ ନାଁ ହେଉଛି ଊଜ୍ଵାଲ ଚରାଶି । ତାଙ୍କର ମାସିକ ଆୟ ହେଉଛି ୫୫ଲକ୍ଷ ଟଙ୍କା ।
୧୧- ଅମିତ ଭଡାନା : ଏହି ଚ୍ୟାନେଲର କ୍ରିଏଟରଙ୍କ ନାଁ ହେଉଛି ଅମିତ ଭଡାନା । ତାଙ୍କର ମାସିକ ଆୟ ହେଉଛି ୩୦ଲକ୍ଷରୁ ଅଧିକ ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।