ବନ୍ଧୁଗଣ ୟୁକ୍ରେନ ଓ ଋଷିଆ ମଧ୍ୟରେ ଦୀର୍ଘ ଦିନ ଯୁଦ୍ଧ ଲାଗି ରହିଛି ଯାହା ସରିବାର ନାଁ ନେଉ ନାହି । ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି ଋଷିଆ । ଏବେ ଏକ ଭିଡିଓ ଛାଡି ସାରା ବିଶ୍ଵକୁ ଭୟଭୀତ କରାଇଛି ଋଷିଆ । ଯାହାକୁ ଦେଖି ଛାନିଆ ହୋଇଛି ୟୁକ୍ରେନ ସମେତ ୟୁରୋପ । ଏହି ଭିଡିଓ କ୍ଲିକ ୟୁକ୍ରେନ ସମେତ ସମଗ୍ର ୟୁରୋପକୁ ଡରାଇ ଦେଇଛି । ଭାଇରାଲ ହେଉଥିବା ଏହି ଭିଡିଓ ରେ ଋଷିଆ ତାର ଲାଇଟନି ହାଇପର ସୋନିକ ନିୟୁକ୍ଲିୟର କ୍ଷେପଣାସ୍ତ୍ର ଚିରକୋଣ୍ଡ ର ପରୀକ୍ଷଣ କରୁଥିବା ଦେଖା ଦେଇଛି ।
ଭିଡିଓ ସହ କ୍ଷେପଣାସ୍ତ୍ର ର ଶିକରେଟ ଫିଚର ମଧ୍ୟ ଜାଣ ପଡିଛି । ଏହି କ୍ଷେପଣାସ୍ତ୍ର କୁ ରୋକିବା ପାଇଁ ଏ ଯାଏଁ ବିଶ୍ଵ ର କୌଣସି ଶକ୍ତି ସକ୍ଷମ ନୁହେଁ ବୋଲି କୁହା ଯାଉଛି । ୱ୍ହାଇଟ ସମୁଦ୍ର ରେ ଯୁଦ୍ଧ ଜାହାଜ ଆଡମିରାଲ ବୋଷ୍ଟ କୁ ଲାଇଟନୀ ହାଇପର ସୋନିକ ନିୟୁକ୍ଲିୟର କ୍ଷେପଣାସ୍ତ୍ର ଚିରକୋଣ୍ଡ ର ପରୀକ୍ଷଣ ହୋଇଛି ।
ଯୁଦ୍ଧ ସମୟରେ ଏହି ଭିଡିଓ ଜାରି କରି ଋଷିଆ ସାରା ବିଶ୍ଵ କୁ ଚେତାଇ ଦେଇଛି କି ଯଦି ୟୁକ୍ରେନ ଓ ଋଷିଆ ଯୁଦ୍ଧ ରେ କୌଣସି ଦେଶ ହସ୍ତକ୍ଷେପ କରେ ତେବେ ଏଥିରେ ତାକୁ ଜବାବ ଦିଆଯିବ । ତେବେ ଏହି କ୍ଷେପଣାସ୍ତ୍ର ତି କେତେବଳେ ଲଞ୍ଚ ହୋଇ କେତେବେଳେ ଟାର୍ଗେଟ ଭେଦ କରେ ତାହା ଜାଣି ହୁଏ ନାହି । କେବଳ ଟାର୍ଗେଟ ରେ ବାଜିବା ପରେ ହିଁ ଏହା ଜଣାପଡି ଥାଏ ।
ନିୟୁକ୍ଲିୟର ଚିରକୁଣ୍ଡ ର ଲଂଚିଙ୍ଗ ଓ ଉଦାନକୁ କେହି ଚାହିଁଲେ ବି ଦେଖି ପାରିବେ ନାହି ବୋଲି ଯୁଦ୍ଧ ଜାଗଜର କମାଣ୍ଡର ଇଗୋର କୋଖୋମାଲ କହିଛନ୍ତି । ଏଥିରେ ଥିବା ଭାରିବିଲ ଟ୍ରାଜେକ୍ଟ ରେ ହିଁ ଏହାକୁ ଅନ୍ୟ କ୍ଷେପଣାସ୍ତ୍ର ତୁଳନାରେ ଭିନ୍ନ କରିଛି ।
ଏ ଯାଏଁ ଏହି କ୍ଷେପଣାସ୍ତ୍ର ର ଜବାବ ୟୁରୋପ ବା ସମଗ୍ର ପାଶ୍ଚାତ୍ୟ ଦେଶ ପାଖରେ ନାହି । କ୍ଷେପଣାସ୍ତ୍ର ପ୍ରତି ପ୍ରତି ଘଣ୍ଟା ୭୦୦୦ ମାଇଲ ବେଗରେ ଗତି କରୁଥିବା ବେଳେ ୯୩୦ ମାଇଲ ଦୂରରେ ଲକ୍ଷ୍ୟଭେଦ କରି ପାରୁଛି । ଲାଇଟନୀ ହାଇପର ସୋନିକ ନିୟୁକ୍ଲିୟର କ୍ଷେପଣାସ୍ତ୍ର ଜିର୍କୋଣ୍ଡ ର ପରୀକ୍ଷା କୁ ଋଷିଆ ରାଷ୍ଟ୍ରପତି ପୁଟିନ ସଫଳ ବୋଲି କହିଛନ୍ତି ।
ତେବେ ଏହି କ୍ଷେପଣାସ୍ତ୍ର କୁ ଯଦି ଋଷିଆ କୌଣସି ଦେଶ ବିରୁଦ୍ଧରେ ବ୍ୟବହାର କରେ ତେବେ ସେହି ଦେଶର ବିନାଶ ହେବା ନିଶ୍ଚିନ୍ତ ବୋଲି ଅନୁମାନ କରା ଯାଉଛି । ତେବେ ଆଗାମୀ ସମୟରେ ଋଷିଆ ଏହାର ବ୍ୟବହାର କରିବ କି ନାହି ତାହା ଦେଖିବା ବାକି ରହିଲା ।
ବନ୍ଧୁଗଣ ଆପଣ ମାନଙ୍କର ଋଷିଆ ର ଏହି କ୍ଷେପଣାସ୍ତ୍ର ବିଷୟରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।