ମୋ ଭାଇ ସବୁ ଦିନ ରାତିରେ ବିଛଣା କୁ ଆସେ ଆଉ କହେ କି ବିବାହ ପରେ ତ ଏହି ସବୁ କରିବା ପାଇଁ ପଡିବ , ଆଉ ତା ପରେ

ଆଜ୍ଞା ଆଜି କାଲି ର ସମାଜ ରେ ଜଣେ ମଣିଷ କୁ ଚିହ୍ନିବା ଏବେ ପରମାଣ ରେ କଷ୍ଟ ହୋଇ ସାରିଛି ଜାହାକି ଆପଣ ଚାହିଁ ଲେ ବି ଭାବି ପାରିବେ ନି । କିଛି ଲୋକ ଏମିତି ବି ରହିଛନ୍ତି ଯେଉଁମାନେ କି ସଂମ୍ପର୍କ ର ଡୋରି ରେ ପୂରା ଆପଣ ଙ୍କୁ କେତେ ବେଳେ ଫସି ଦେଇ ପାରିବେ ତାହା ଆପଣ ବି କଳନା କରି ପାରିବେ ନାହିଁ ।

ଆଜ୍ଞା ଆମେ ଆପଣଙ୍କୁ ଖାଲି ଟାରେ ଏମିତି ରେ କହୁ ନାହୁଁ କିଛି୍ ଏମିତି ହିଁ ଘଟିଛି ହରିୟାଣା ର ବ୍ରାହ୍ମସରୋବର ରେ ଖବର ଅନୁସାରେ ଜଣା ପଡିଛି କି ଗତ 14 ତାରିଖରେ ଯେଉଁ ଝିଅ ଟି ନିଖୋଜ ରହି ଥିଲା ସେ କାଲି ଆସି ଥାନା ରେ ଦେଖା କରିଛି । ସେହି ସମୟ ରେ ଯୁବତା ଜଣଙ୍କର ଯେଉଁ ରୂପ ଥିଲା ତାହା ଦେଖି ବା ପରେ ପୋଲିସ୍ ବାବୁ ତୁରନ୍ତ ଆଶ୍ଚର୍ଯ୍ଯ ହୋଇ ଉଠିଲେ ।

ଖବର ଅନୁସାରେ ଜଣା ପଡିଛି କି ସେ ମାତ୍ର 14 ବର୍ଷ ର ହୋଇ ମଧ୍ଯ ତାଙ୍କ ର ଭାଇ ସହିତ ସେ ଶାରୀରିକ ସଂମ୍ପର୍କ ରଖୁଥିଲେ ବୋଲି । ଭାଇ ର ଏମିତି କାର୍ନାମା ରେ ବିରକ୍ତ ହୋଇ ଏହି ଯୁବତୀ ଜଣଙ୍କ ପୋଡିଶା ଘରର ପୁଅ ସହିତ ପଳାଇ ଥିଲେ ଓ ପରେ ଯବତୀ ଙ୍କ ଘର ଲୋକ ପୋଲିସ୍ ରେ ଏଫାୟାର ଦେଇ ଥିଲେ ପରେ ପୋଲିସ୍ ଦୁହିଁଙ୍କ ଉପରେ ଆରୋପ ଲଗାଇ ଥିଲା ଓ ଏବେ ଆରେଷ୍ଟ ମଧ୍ଯ କରିଛି ହରିୟାଣା ର ବ୍ରାହ୍ମସରୋବର ରେ କରୁକ୍ଷେତ୍ର ଥନା ରେ ଅକ୍ଟୋବର 14 ତାରିଖ ଅଭି ଯୋଗ ଆଣି ଥିଲେ କି ତାଙ୍କର ଝିଅ ନିଖୋଜ ହୋଇ ଜାଇଛି ।


ବୋଲି ପରେ ସେହି ଅଭିଯୋଗ କୁ ନେଇ ପୋଲିସ୍ ସବୁ ଆଡେ ଖୋଜି ବୁଲି ଥିଲା । କିନ୍ତୁ ଏପରି ବେଳେ ଯୁବତା ନିଜେ ଆସି ଥାନା ରେ ପହଁଚି ଥିଲା । ଏବେ ସେହି ଯୁବତୀ ଜଣଙ୍କ ଆସିିବା ପରେ ସେ କହିଥିଲେ କି ତାଙ୍କ ସହିତ କଣ ହୋଇ ଥିଲା ବୋଲି । ସେ କହିଥିଲେ କି ତାଙ୍କର ନିଜ ଭାଇ ପ୍ରତ୍ୟେକ ଦିନ ଆସି ତା ସହିତ ସମନ୍ଧ ରଖିଥାଏ ବୋଲି । ସେଇ ଥି ପାଇଁ ସେ ଏହି କଥା କହି ନପାରି ଘର ଛାଡି ପଳେଇବା ପାଇଁ ଚେଷ୍ଟା କରି ଥିିଲି ।

ଏହା ସହିତ ସେ କହିଥିଲେ କି ।ଯେତେ ବେଳେ ମୋ ଭାଇ ଶାରୀରିକ ସଂମ୍ପର୍କ ରଖିବା ପାଇଁ ଆସି ଥାଏ କହି ଥାଏ କି ଡରନା ବିବାହ ପରେ ତ ଏହିସବୁ କରିବାକୁ ପଡିବ ବୋଲି ତେଣୁ ପରେ ମୁଁ ଜାଣି ପାରିଲି କି ମୁଁ ଖାହା ସହିତ ସଂମ୍ପର୍କ ରଖୁଛି ବୋଲି ତେଣୁ ମୁଁ ମୋର ପଡିଶା ଘରର ଯୁବକ ସହିତ ପଳେଇ ଥିଲି । ବୋଲି ସେ କହି ଥିଲେ । ଆଜ୍ଞା ଆପଣ କୁହନ୍ତୁ କି ଜଣେ ଭଉଣୀ ଯଦି ଭାଇ ପାଖରେ ସଠିକ୍ ରହି ପାରି ବନି ତେବେ କାହା ପାଖରେ ରହିବ । ଟିକିଏ ବି କଷ୍ଟ ଲାଗି ଥିଲେ ସେୟାର ନିଶ୍ଚିତ କରନ୍ତୁ ।

Leave a Reply

Your email address will not be published. Required fields are marked *