ବନ୍ଧୁଗଣ ୨୦୨୩ ମାର୍ଚ୍ଚ ପାପମୋଚିନି ଏକାଦଶୀ ବଡ ଶୁକ୍ରବାର ଦିନ ପଡୁଛି । ଯାହାକି ଶୁକ୍ରବାର ଏକାଦଶିରେ ଦେବତା ଭଗବାନ ବିଶୁଣୁଙ୍କ ବାର ହୋଇଥାଏ । ଶୁକ୍ରବାରରେ ଏକାଦଶ ଅତ୍ୟନ୍ତ ଦୁର୍ଲଭ ଓ ଶୁଭ ମାନାଯାଇଥାଏ । ଆପଣଙ୍କୁ ଜଣାଇ ଦେଇଛୁ ଏକାଦଶିର ବ୍ରତ ଗଙ୍ଗାଜଳର ବୁନ୍ଦା ଭଳି ପବିତ୍ର ମାନାଯାଏ । ଭଗବାନ ବିଶୁଣୁ ଓ ମା ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ ଏକାଦଶୀ ସବୁଠାରୁ ବ୍ରତ ମାନାଯାଏ ।
ଏହି ବ୍ରତ ଜୀବନରେ ସୁଖ ସୁବିଧା, ଉତ୍ତମ ଜୀବନ ସାଥି, କାର୍ଯ୍ୟ କ୍ଷେତ୍ରରେ ସଫଳତା ପ୍ରଦାନ କରିଥାଏ । ଭଗବାନ ବିଶୁଣୁଙ୍କର ଏହି ଏକାଦଶିର ବିଶେଷ ମହତ୍ଵ ରହିଥାଏ । 3 ମାର୍ଚ୍ଚକୁ ପଡିବାକୁ ଥିବା ଏକାଦଶିରେ ଦୁର୍ଲଭ ସଂଯୋଗ ବନୁଛି । ଏହି ଦିନ ଲୁଣର କେଉଁ ଉପାୟ କରିଲେ ଧନର ବର୍ଷା ହୋଇଥାଏ ଆସନ୍ତୁ ଜାଣିବା । ପୁରୁଣା ସମୟରୁ ଲୁଣର ବ୍ୟବହାର ହୋଇଆସୁଛି ।
ଲୁଣ ଭିତରେ ପଜେଟିଭ ଭଣ୍ଡାର ଭାରି ହୋଇ ରହିଥାଏ । ମାନାଯାଏ କି ଲୁଣ ସବୁଠାରୁ ଜଲ୍ଦି ଧନବାନ କରାଇଥାଏ । ଲୁଣକୁ ନେଇ ଏମିତି କିଛି ଉପାୟ ପ୍ରଚଳିତ ଅଛି ଯଦି କେହି ମନୁଷ୍ୟ ଉପାୟ କରନ୍ତି ସେହି ମନୁଷ୍ୟ ଗରିବକୁ ଦୂର କରି ପାରିବ । ଲୁଣର ଏହି ଉପାୟ ରାତାରାତି ଆପଣଙ୍କର ଭାଗ୍ୟ ଚମକାଇ ଦେଇଥାଏ । କୌଣସି ଦିନ ଆପଣ ଏହି ଉପାୟ କରିପାରିବେ ।
ଏହି ଉପାୟ ଆପଣଙ୍କର ସବୁ ଇଚ୍ଛା ପୂରଣ କରିବ । ୧୦୦ ଗ୍ରାମ ମୁଗ ଡାଲି, ୫୦ ଗ୍ରାମ ଚାଉଳ, ନାଲି ଲଙ୍କା, ୧୦୦ ଗ୍ରାମ ସୋରିଷ ତେଲ, ଲୁଣ ଗୋଟେ ପ୍ଯାକେଟ, ପାଣି ବୋତଲ ସବୁ ସାମଗ୍ରୀକୁ ଏକତ୍ର କରି କୌଣସି ମହିଳା ବା ପୁରୁଷଙ୍କୁ ଦାନରେ ଦିଅନ୍ତୁ । ଏହା ଦ୍ଵାରା ଭାଗ୍ୟ ଉଦୟ ହେବା ସହ ଚାକିରିରେ ଉନ୍ନତି ହେବ । ଲୁଣକୁ ପାଣିରେ ପକାଇ ପୋଛା ଲଗାଇବା ଉଚିତ । ଆପଣଙ୍କ ଶୁକ୍ର ଓ ବୃହସ୍ପତି ଗ୍ରହ ମଜବୁତ ହେବ ।
ଏହି ଉପାୟ ଅନେକ ସାରା ଲାଭ ପ୍ରଦାନ କରିଥାଏ । ଏହି ଉପାୟ କାହକି ନ କହି କରନ୍ତୁ । ଆପଣଙ୍କୁ କରଜରୁ ମୁକ୍ତି ମିଳିଯିବ । ଲୁଣକୁ ଯଦି ଆପଣ ଷ୍ଟିଲ ବା ଲୁହ ପାତ୍ରରେ ରଖୁଛନ୍ତି ତେବେ ଚନ୍ଦ୍ର ଓ ଶନିଙ୍କ ମିଳନ ହେବ । ଯାହାକି ବହୁତ ଘାତକ ସିଦ୍ଧ ହୋଇଥାଏ । ଆପଣ ଲାଙ୍ଗଳ ବି ହୋଇପାରନ୍ତି । ଲୁଣକୁ ସର୍ବଦା କାଚ ପତ୍ରରେ ରଖିଲେ ଶୁଭ ମାନାଯାଏ । ଉଧାରରେ ଆଣି ଲୁଣ ଖାଇବା ଅନୁଚିତ ।
କାହାର ଲୁଣ ଖାଇ ଭୁଲି ଯାଇଛନ୍ତି ତେବେ ଶନିଙ୍କ କୋପ ପଡିଥାଏ । ସନ୍ଧ୍ୟା ସମୟରେ କାହା ଠାରୁ ଲୁଣ ନେବା ବା ଦେବା ଅନୁଚିତ । ଆଉ ଏକ ଉପାୟ ହେଉଛି ଅଳ୍ପ ଲୁଣ, ଅଟା, ନାଲି ଲଙ୍କା, ଗୋଟେ ଖଣ୍ଡ କୋଳି, ହଳଦୀ କୁ ଏକାଠି କରି କାଗଜରେ ବାନ୍ଧି ଦିଅନ୍ତୁ । ଯାହାକୁ ନଜର ଲାଗିଯାଇଛି ତା ମୁଣ୍ଡ ଉପରେ ୭ ଥର ବୁଲାଇ ଚୁପଚାପ ଏହାକୁ ନିଆଁରେ ଜଳାଇ ଦିଅନ୍ତୁ । ଦେଖିବେ ସବୁ ନଜର ଦୋଷ ଦୂର ହୋଇଯିବ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।