ଯଦି ଆପଣଙ୍କ ପାଖରେ ଅଛି ୧ ଟଙ୍କିଆ ମୁଦ୍ରା, ତେବେ ତାକୁ ବିକ୍ରି କରିଲେ ମିଳିବ ୪ ଲକ୍ଷ ଟଙ୍କା – ଜାଣନ୍ତୁ କେମିତି ଏହାକୁ ବିକ୍ରି କରିବେ

କଣ ଆପଣଙ୍କ ପାଖେ ଅଛି କି ଏହି ମୁଦ୍ରା? ଯଦି ଅଛି ତେବେ ଖୁସି ହୋଇଯାଆନ୍ତୁ ଏହି ଖବର କେବଳ ଆପଣ ମାନଙ୍କ ପାଇଁ।  କାହିଁକି ନ ବର୍ତ୍ତମାନ ବଜାରରେ ଏହି ଭଳି ଅତି ପୁରୁଣା ମୁଦ୍ରାକୁ ବିକ୍ରି କଲେ ଲକ୍ଷ ଲକ୍ଷ ଟଙ୍କା ମିଳୁଛି। ଏହି ସବୁ ମୁଦ୍ରା ଏବେ ଆଉ ବାହାରୁ ନାହିଁ ସେଥିପାଇଁ ଏହି ପୁରୁଣା ମୁଦ୍ରା ଗୁଡିକୁ ସଂଗ୍ରହାଳୟ ମାନଙ୍କରେ ରଖିବା ପାଇଁ ଏଗୁଡ଼ିକୁ କିନା ଯାଉଛି।

ଆମେ ଜାଣିଚୁ ଅନେକ ଲୋକ ଏହାକୁ ବିଶ୍ୱାସ କରୁନଥିବେ । ମାତ୍ର ଏହା ସତ କଥା ଓ ଯଦି ଆପଣଙ୍କ ପାଖେ ଅଛି ଏହି ୧ ଟଙ୍କିଆ ମୁଦ୍ରା ତେବେ ଆପଣ ପାଇବେ ୪ଲକ୍ଷ ପର୍ଯ୍ୟନ୍ତ ଟଙ୍କା କେବଳ ସଠିକ ଜାଗାରେ ଏହାକୁ ବିକ୍ରି କରିବା ପାଇଁ ପଡିବ ଓ ଆମେ ଆଜି ଆପଣାକୁ କହିବୁ କେଉଁଠି ଏହାକୁ ବିକିବା ଦରକାର |

ହଁ ଆଜ୍ଞା ଯଦି ଆପଣଙ୍କ ପାଖରେ ଅଲଗା ଅଲଗା ମସିହାର ୧ ଟଙ୍କିଆ ମୁଦ୍ରା ଅଛି ତେବେ ଆପଣଙ୍କୁ ୪ ଲକ୍ଷ ମିଳିପାରେ । କ୍ୱିକର୍ ଯେପରି ସାଇଟ୍ ଗୁଡିକରେ ଏହି ମୁଦ୍ରା ବିକ୍ରି କରାଯାଉଛି । ଏହା ସହ ମା ବୈଷ୍ଣୋ ଦେବୀଙ୍କ ଫଟୋ ଥିବା ମୁଦ୍ରା ବି ୭୨ ହଜାରରେ ବିକ୍ରି କରାଯାଉଛି ।

ନ୍ୟୁମିସ୍ମେଟିକ୍ ସୋସାଇଟି ମୁତାବକ । ମୁଦ୍ରା ଉପରେ ତାର ଦାମ୍ ନିର୍ଭର କରିଥାଏ । ତାହା ଯେତିକି ଦୁର୍ଲ୍ଲଭ ହେବ ତାହା ମୂଲ୍ୟ ସେତେ ଅଧିକା ହେବ । ମିଳୁନଥିବା କରେନ୍ସି ପରି ଏରର୍ କରେନ୍ସି ର ବଡ ମାର୍କେଟ୍ ଅଛି । ଭାରତରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ମାନେ ୧୯୩୯ ମସିହା ରେ ୧ ଟଙ୍କିଆ ସିଲଭର୍ ମୁଦ୍ରା ଛପା ବନ୍ଦ ହୋଇଯାଇଥିଲା । ସେହି ବର୍ଷର ମୁଦ୍ରା ବହୁତ କମ୍ ଲୋକଙ୍କ ପାଖରେ ଥିବ । ଏହାର ମୁଲ୍ୟ ୨ ରୁ ୫ ଲକ୍ଷ ପର୍ଯ୍ୟନ୍ତ ଅଟେ । ସେମିତି ବି ନକଲି ମୁଦ୍ରାର ବଜାର ବହୁତ ବଡ ଅଟେ । ଏଥିପାଇଁ ନୁହେଁ କି ମୁଦ୍ରାକୁ ଦେଖି ତା ମୁଲ୍ୟ ଲଗାଇ ହେବ । ପ୍ରଦର୍ଶନୀରେ ପ୍ରାୟ ୧୦୦ ଟି ଦେଶ ନୋଟ୍ ଓ ମୁଦ୍ରାର ପ୍ରଦର୍ଶନ କରାଯାଉଛି ।

Leave a Reply

Your email address will not be published. Required fields are marked *