ମା’ର ଶବକୁ ବ୍ୟାଗରେ ରଖି, 10 ମାସର ଶିଶୁକୁ ଏମିତି ଅବସ୍ଥାରେ ଛାଡି ପଳାଇଲା ବାପା, ପୁରା ଘଟଣା ଆପଣଙ୍କ ହୋସ ଉଡେଇଦେବ, ଦେଖନ୍ତୁ Video

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହାକୁ ଶୁଣିଲା ପରେ ଆପଣଙ୍କର ଛାତି ଥଋ ଉଠିବ । ମାତ୍ର ୧୦ ମାସର ଶିଶୁ ଯାହାର ନାମ ହେଉଛି ଶିବାନ୍ସ ଯିଏ ଶିବଙ୍କର ଅଂସ ଅଟନ୍ତି ତାଙ୍କ ବାପା ତାଙ୍କୁ ଗୋଶାଳାରେ ଛାଡି ଚାଲିଯାଇଛି । ବାପା ଭାବି ନ ଥିଲା ପିଲାର ଆଗକୁ କଣ ହେବ ବରଂ ନିଜର ପିଅଳକୁ ହତାଦର କରିଲା ବାପା । ତେବେ ଏହି ଘଟଣାଟି ଏହୁଛି ଗୁଜୁରାଟର ଯାହା ଆପଣଙ୍କୁ ଅନେକ କିଛି ଶିକ୍ଷା ଦେବ ।

ଗୁଜୁରାଟ ଗାନ୍ଧୀ ନଗର ପିଠାପୂର ସ୍ଵାମୀ ନାରାୟଣ ଗୋଶାଳା ଗେଟ ପାଖରୁ ଯେତେବେଳେ ଶିଶୁର କାନ୍ଦ ଶୁଭିଲା ସେତେବେଳେ ୧୦ମାସର ପିଲାଟି ରାହା ଧରି କାନ୍ଦିବାର କର୍ମଚାରିମାନେ ଦେଖିଲେ । ପିଲାର ବାପା ମା କିଏ ତାହା ଖୋଜିବାକୁ ଲୋକ ଲାଗିଲେ କିନ୍ତୁ ଫଳ ନ ମିଳିବାରୁ ପୋଲିସରେ ମାମଲା ରୁଜୁ କରାଗଲା । ସୋସିଆଲ ମିଡିଆରେ ଏହି ଭିଡିଓଟି ଭାଇରାଲ ହେବାରେ ଲାଗିଛି ।

ସୂଚନା ଅନୁଯାୟୀ ଶିବାନ୍ସର ବାପାକୁ ଖୋଜୁ ଖୋଜୁ ଏକ ବ୍ୟାଗ ପାଖରେ ପହଞ୍ଚିଥିଲା ପୋଲିସ । ସହରର ସିସିଟିଭି ଦେଖିବା ପରେ ଖେଳି ଯାଇଥିଲା ସବୁ ସତ ଆଉ ମିଳିଥିଲା ବାପାର ଠିକଣା । ଅହମଦାବାଦର ସଚିନ ଦୀକ୍ଷିତ ପର୍ଯ୍ଯନ୍ତ ଯେତେବେଳେ ପହଞ୍ଚିଥିଲା ପୋଲିସ ସେତେବେଳେ ସବୁ ସତ ବଖାଣିଥିଲା ସଚିନ ।

ରାଜସ୍ଥାନର କୋଟାରେ ଲୁଚି ରହିଥିଲା ସଚିନରର ପ୍ରଥମ ସ୍ତ୍ରୀ ଓ ୪ ବର୍ଷର ପୁଅ ବାବଦ ଗୁଜୁରାଟରେ ନିଜର ପରିବାରର ଗଢିଛି ବୋଲି ଜାଣିବା ପରେ ଆବକ ରହିଯାଇଥିଲେ ସଚିନର ପରିବାର ଓ ପୋଲିସ ମଧ୍ୟ । ତେବେ ପଚରାଉଚୁରାରୁ ଜଣା ପଡିଲା ସଚିନ ତାର ପ୍ରେମିକାକୁ ମାରି ବ୍ଯାଗରେ ଭର୍ତ୍ତି କରି ତାର ପିଲାକୁ ଛାଡିଥିଲା ଗୋଶାଳାରେ ।

ଗତ ୩ ବର୍ଷ ପୂର୍ବରୁ ପ୍ରେମିକା ମେହେନ୍ଦି ସହ ଗୁଜୁରାଟରେ ରହୁଥିଲା ସଚିନ । ଘର ଲୋକ ଯାଇଥିଲେ ସଚିନ ଗୁଜୁରାଟରେ ଚାକିରି କରି ଘରଭଡା ନେଇ ରୁହେ । କିନ୍ତୁ କେହି ବି ଜାଣିନ ଥିଲେ ଆଉ ଜଣେ ଝିଅଙ୍କ ସହ ପ୍ରେମ ନାଟକ କରି ରହିଛି । ଦୁହେଁ ଲିଭିଙ୍ଗରେ ରହିବା ପରେ ମେହେନ୍ଦି ୧୦ ମାସତଳେ ଗର୍ଭବତୀ ହୋଇଥିଲେ ।

ତେବେ ୩ବର୍ଷ ଲିଭିଙ୍ଗରେ ରହିବା ପରେ ସ୍ତ୍ରୀର ଅଧିକାର ଓ ପିଲାର ମା ହେବା ପରେ ଅଧିକାର ଚାହୁଁଥିଲା ମେହେନ୍ଦି କିନ୍ତୁ ସଚିନ ନିଜ ପ୍ରଥମ ସ୍ତ୍ରୀକୁ କହିବାକୁ ଭୟ କରୁଥିଲା । ଦିନେ ସେହି କଥାକୁ ନେଇ ଝଗଡା ହୋଇଥିଲା ଆଉ ନିଜ ଭୁଲ ଲୁଚାଇବା ପାଇଁ ମେହେନ୍ଦିର ହତ୍ୟା କରିଥିଲା ସଚିନ ।

କିନ୍ତୁ ପୁଅକୁ ଗୋଶାଳାରେ ଛାଡି ସବୁଦିନ ପାଇଁ ଖସି ଯିବାକୁ ପ୍ଳାନ କରିଥିଲା । ଆଉ ନିଜ ପରିବାର ସହ ଦୀପାବଳି ପ୍ଳାନ କରି ଫେରିବ କର୍ମ କ୍ଷେତ୍ରକୁ । ସୀବନସର ମା ଦୁନିଆରେ ନାହି ଆଉ ବାପା ଜେଲରେ । ତେବେ ମଣିଷପଣିଆ ଉପରକୁ ଭରସା ଉଠିଯାଇଛି ଏହି ଘଟଣା ସାମନାକୁ ଆସିବା ପରେ ।

ଲୋକେ ଶିବାନ୍ସକୁ ପୋଷ୍ୟପୁତ୍ର କରିବାକୁ ମଧ୍ୟ ଆଗ୍ରହୀ ଅଛନ୍ତି ।ବନ୍ଧୁଗଣ ଆପଣଙ୍କର ସଚିନଙ୍କର ଏଭଳି କାର୍ଯ୍ୟକଳାପ ଓ ଶିବାନ୍ସଙ୍କ ଅଧିକାର ବିଷୟରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।

Leave a Reply

Your email address will not be published. Required fields are marked *