ମୋ ପାଦ ଗୁଡିକ ଭୁଇଁରେ ଅଛି ଏବଂ ମୋ ମୁଣ୍ଡ ଟି ତରା ମାନଙ୍କଠାରୁ ଉପରେ ଅଛି, ମୁଁ କିଏ? ଏହା ସହ ଆହୁରି 10 Gk Questions & Answers

ଦେଶର ସବୁଠୁ ପ୍ରତିଷ୍ଠିତ ପରୀକ୍ଷା ୟୁଏସସିକୁ ନେଇ ଆମେ  ଲଗାତର ଆପଣଙ୍କୁ ଅପଡେଟ ଦେଉଛୁ । ପ୍ରିଲିମ ପରେ ମୁଖ୍ୟ ପରୀକ୍ଷା ଜାନୁଆରୀରେ ହେବ । ପ୍ରସ୍ତୁତି ଚାଲୁରଖିଥିବା କ୍ୟାଣ୍ଡିଡେଟ ମାନେ ମୁଖ୍ୟ ପରୀକ୍ଷା ପରେ ଇଣ୍ଟରଭିଉର ସାମ୍ନା କରିବେ । ସବୁ ବର୍ଷ ଲକ୍ଷ ଲକ୍ଷ ପିଲା ଶିବିଲ ସର୍ବିଶେଷ ପରୀକ୍ଷା ପାସ କରି ଆଇଏଏସ ଅଧିକାରୀ ହେବାର ସ୍ଵପ୍ନ ଦେଖିଥାନ୍ତି । ଅଫିସର ହେବା ପାଇଁ ଏକ୍ସାମ ସହିତ ଇଣ୍ଟରଭିଉ କ୍ଲିୟର କରିବାବି ଜରୁରୀ ହୋଇଥାଏ ।

ୟୁଏସ ସି ଇଣ୍ଟରଭିଉରେ ଭଲ ଭଲ ମଧ୍ୟ ଫେଲ ହୋଇଯାଆନ୍ତି । ଇଣ୍ଟରଭିଉ ରେ ରିଜନିଙ୍ଗ ସହିତ ଆଉ କିଛି ପହେଲି ମଧ୍ୟ ପଚରା ଯାଇଥାଏ । ଆସନ୍ତୁ ଜାଣିବା ପ୍ରଶ୍ନ ଓ ଉତ୍ତର ।

Image Courtesy: Google

୧. ଆମେ ୧୦ରୁ ୨କୁ କେତେଥର ଫେଡି ପାରିବା ?

ଉତ୍ତର : ଥରେ ମାତ୍ର  କାହିଁକିନା ୧୦ରୁ ଆପଣ ଠାରେ ମାତ୍ର ୨ ଫେଡି ପାରିବେ କାହିଁକିନା ଠାରେ ଫେଡିବା ପରେ ଏହା ୮ ହୋଇଯିବ ତେବେ ଦ୍ଵିତୀୟ ଥର ଆପାନ ଫେଡି ପାରିବେ ନାହିଁ ।

୨. କେଉଁ ଗାଡିର ନାମକୁ ସିଧା ଲେଖିଲେ ଯାହା ଓଲଟା ଲେଖିଲେ ତାହା ?

ଉତ୍ତର : ରେସ କାର

୩. କେଉଁ ପ୍ରାଣିର ବେକରେ ହୁତପିଣ୍ଡ ଥାଏ ?

ଉତ୍ତର : ଜିରାଫ

୪. କେଉଁ ପ୍ରାଣୀ ଗଡିଯାଉଥିବା ପାଣି ପିଏ ନାହିଁ ?

ଉତ୍ତର : ମେଣ୍ଢା

Image Courtesy: Google

୫. ପାଣି ବେଙ୍ଗ କହଦ୍ଵାର ଶୁଣିପାରେ ?

ଉତ୍ତର : ଆଖି

୬. ପୃଥିବୀର ବୃହତମ କାବ୍ୟ ଗ୍ରନ୍ଥର ନାମ କଣ ?

ଉତ୍ତର : ମହାଭାରତ

୭. ପୃଥିବୀର ପ୍ରାଚୀନତମ ଭାଷାଟି କଣ ?

ଉତ୍ତର : ସଂସ୍କୃତ

୮. ସଂସ୍କୃତ ବ୍ୟାକାରଣର ରଚୟିତା କିଏ ?

ଉତ୍ତର : ପାଣିନି

Image Courtesy: Google

୯. କେଉଁ ମହାଦେଶରେ ଲୋକ ବାସ କରୁ ନାହାନ୍ତି ଏହାର ଅର୍ଥ ପୃଥିବୀ ଏମିତି ଗୋଟେ ମହାଦେଶ ଯେଉଁଠାରେ ଲୋକ ରୁହନ୍ତି ନାହିଁ ତା ନାମ କଣ ?

ଉତ୍ତର : ଆଣ୍ଟାର୍କଟୀକା ମହାଦେଶ ।

୧୦. ଯିଏ ତିଆରି କରେ ସେ କହେ ନାହିଁ । ଯିଏ ନିଏ ସେ ଜାଣେ ନାହିଁ । ଯିଏ ଜାଣେ ସେ ନିଏ ନାହିଁ । ତାହା କଣ ?

ଉତ୍ତର : ଜାଲ ନୋଟ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *