କେଉଁ ଫଳ ମିଠା ହେଲେ ମଧ୍ୟ ବିକ୍ରି ହୁଏ ନାହିଁ ? ଏହା ସହ ଆହୁରି 9 GK Questions & Answers

ଇଉପିଏସସି ଏକ୍ସାମ ପାସ କରିବା ପରେ କ୍ୟାଣ୍ଡିଡେଟକୁ ପର୍ଶନାଲ ଡୀଟେଲସ ସହିତ ଜଡିତ କିଛି ସୂଚନାର ଫର୍ମ ଭରିବାକୁ ପଡିଥାଏ । ଇନ୍ଟରଭିଉ ଶିବିଲ ସାର୍ଭିସ ଏକ୍ସାମର ଅନ୍ତିମ ଚରଣ ହୋଇଥାଏ ଆଇଏଏସ କ୍ୟାଣ୍ଡିଡେଟ ଫେଲ ହୋଇଯାନ୍ତି ଓ ସେଥିପାଇଁ ଆସିଥିବା ଚାକିରି ହାତରୁ ପଳେଇଥାଏ ଏହାର କାରଣ ବହୁତ ଖାତରନାକ ପ୍ରଶ୍ନ ପଚରା ଯାଇଥାଏ ଇନ୍ଟରଭିଉରେ ଯେଉଁଟା ଉତର ଦେବା ବହୁତ କଷ୍ଟ ହୋଇଥାଏ ।

ଇନ୍ଟରଭିଉରେ ଏମିତି ଟ୍ରିକ ବାଲା ପ୍ରଶ୍ନ ପଚରା ଯାଇଥାଏକି କ୍ୟାଣ୍ଡିଡେଟର ଦିମଗ ଖରାପ ହୋଇଥାଏ । ସେ ପ୍ରଶ୍ନ ବହୁତ ସହଜ ହୋଇଥାଏ କିନ୍ତୁ ସଙ୍ଗେ ସଙ୍ଗେ ବୁଝିବା କ୍ୟାଣ୍ଡିଡେଟକୁ କଷ୍ଟ ହୋଇଥାଏ । ଆଜି ଆମେ ଆପଣଙ୍କୁ କିଛି ଖତରନାକ ପ୍ରଶ୍ନ ବିଷୟରେ କହିବୁ ଯାହାକୁ ସମାଧାନ କରିବାରେ ବହୁତ ମଜା ଆସିବ ।

Image Courtesy: Google

୧. ଯେତେ ଜୋରରେ ଦୌଡିଲେ ତାକୁ ଧରିବା ସେତେ କଷ୍ଟକର ହେବ । ତାହା କଣ ?

ଉତ୍ତର – ନିଶ୍ଵାସ

୨. ରଂରାଜିର କେଉଁ ଶବ୍ଦଟି ଦେଢ କିଲୋମିଟର ଲମ୍ବା ?

ଉତ୍ତର – ମିଲ

୩. ତାହା କଣ ଯାହାକୁ ଆପଣ ଅନ୍ଧାରରେ ଦେଖି ପାରନ୍ତି କିନ୍ତୁ ଆଲୋକରେ ଦେଖି ପାରନ୍ତି ନାହିଁ ?

ଉତ୍ତର – ଅନ୍ଧାର

୪. ତାହା କଣ ଯାହାକୁ ଆମେ ଦେଖି ପାରିବା କିନ୍ତୁ ଛୁଇଁ ପାରିବା ନାହିଁ ?

ଉତ୍ତର – ସ୍ଵପ୍ନ

Image Courtesy: Google

୫. କେଉଁ ଫଳ ମିଠା ହେଲେ ମଧ୍ୟ ବିକ୍ରି ହୁଏ ନାହିଁ ?

ଉତ୍ତର – ପରିଶ୍ରମର ଫଳ

୬. ଜଣେ ଡକ୍ଟର ଆପଣଙ୍କୁ ୩ଟି ବଟିକା ଦେଲେ ଏବଂ ପ୍ରତି ଅଧ ଘଣ୍ଟାରେ ଗୋଟିଏ ଖାଇବାକୁ କହିଲେ । ୩ଟି ବଟିକା ଖାଇବା ପାଇଁ ଆପଣଙ୍କୁ କେତେ ସମୟ ଲାଗିବ ?

ଉତ୍ତର – ଏକ ଘଣ୍ଟା

୭. ଆପଣ ଅନ୍ଧାରରେ ଅଛନ୍ତି । ଆପଣଙ୍କ ପାଖରେ ଗୋଟିଏ ମହମବତୀ ଏବଂ ଗୋଟିଏ ଲଂଠନ ଅଛି । ଦିଆସିଲରେ କେବଳ ଗୋଟିଏ କାଠି ଅଛି । ପ୍ରଥମେ କଣ ଜଳେଇବେ ?

ଉତ୍ତର – ଦିଆସିଲ କାଠି ।

Image Courtesy: Google

୮. ଗୋଟିଏ ବସଷ୍ଟାଶ୍ତରେ ଜଣେ ଅନ୍ଧ, ଜଣେ କାଲା ଏବଂ ଜଣେ ଛୋଟା ଛିଡା ଦୋଇଛନ୍ତି । ବସ ଆସିଲେ ପ୍ରଥମେ କିଏ ବସଟିକୁ ଅଟକାଇବ ?

ଉତ୍ତର – ବସ ଡ୍ରାଇଭର

୯. ରାମୁକୁ ସ୍ଵପ୍ନରେ ଜଣେ ଝିଅ ଚପଳରେ ମାରିଲା । ତେଣୁ ସେ ୧୦ ଦିନ ପର୍ଯ୍ୟନ୍ତ ବ୍ଯାଙ୍କ ଗଲା ନାହିଁ । କାହିଁକି ?

ଉତ୍ତର – କାରଣ ତା ବ୍ଯାଙ୍କରେ ଲେଖାଥିଲା ଆମେ ଆପଣଙ୍କ ସ୍ଵପ୍ନକୁ ସତରେ ପରିଶତ କରୁ ।

୧୦. ଜଣେ ଧନୀ ଲୋକ ଏବଂ ଜଣେ ଗରିବ ଲୋକର ଘରେ ନିଆଁ ଲାଗିଛି । ପୋଲିସ ଆସିବା ପରେ ପ୍ରଥମେ କାହଘର ନିଆଁ ଲିଭେଇବ ?

ଉତ୍ତର : କାହାର ନୁହେଁ, କାରଣ ପୋଲିସ ନିଆଁ ଲିଭାଏ ନାହିଁ ।

ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *