11 ବର୍ଷର Rahul କେମିତି ଖସିପଡିଲା ବୋରୱେଲ ଭିତରକୁ? ଦେଖନ୍ତୁ କଣ ସମ୍ପୁର୍ଣ୍ଣ ଘଟଣା

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ଛତିଶଗଡ ର ୧୧ ବର୍ଷର ନାବାଳକ ରାହୁଲ ସାହୁଙ୍କ ପୁରା ଘଟଣା ସମ୍ପର୍କରେ । ଦୀର୍ଘ ୩ ଦିନ ହେବ ରାହୁଲ ଏକ ବୋରୱେଲ ଭିତରେ ଫଶୀ ରହିଥିଲେ ଯାହାର ଉଧାର କାର୍ଯ୍ୟ ଅନେକ ଚେଷ୍ଟା କରିବା ପରେ ସଫଳ ହୋଇଛି । ତେବେ NDRF SDRF ଓ ଭାରତୀୟ ସେନା ବାହିନୀ ଏହି ଅପରେସନ ରେ ନିଜର ପୁରା ଉଦ୍ୟମ ଜାରି ରଖିଥିଲେ । ଯାହାର ପରିଣାମ ସ୍ୱରୂପ ରାହୁଲ ଦୀର୍ଘ ୩ ଦିନ ହବେ ଗାତ ଭିତରେ ଫଶୀ ରହିବା ପରେ ସୁରକ୍ଷିତ ଅଛନ୍ତି ଯାହା ସୂତ୍ର ରୁ ଜଣା ପଡିଛି ।

ତେବେ ରାହୁଲ ସାହୁ କିପରି ଗାତ ଭିତରକୁ ପଡିଲେ ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ । ତେବେ ସୂଚନା ଅନୁଯାୟୀ ରାହୁଲ ସାହୁ ଘର ପଛ ପଟେ ଖେଳୁଥିଲେ ଅପରାହ୍ନ ସମୟରେ । କିନ୍ତୁ ସେ ଜାଣି ନ ଥିଲା କି ବୋରୱେଲ ଆଗକୁ ରହିଛି ଯାହାର ଚିତ୍ର ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ ।

୧୧ ବର୍ଷର ରାହୁଲ ଖେଳୁ ଖେଳୁ ଯାଉଥିବା ସମୟରେ ହଠାତ ତାର ଗୋଡ ଖସି ପଡିଥିଲା ବୋରୱେଲ ଭିତରକୁ ଯାହା ଏହି ଭିଡିଓ ରେ ଦୃଶ୍ୟ ହେଉଛି । ସେହି ସମୟରେ ସେ ସମସ୍ତଙ୍କୁ ଡାକିବାକୁ ଅନେକ ଚେଷ୍ଟା ମଧ୍ୟ କରିଥିଲା କିନ୍ତୁ ଘଟଣା ଟି ହଠାତ ହୋଇଗଲା ଯେ ରାହୁଲ କିଛି ଜାଣି ପାରିଲା ନାହି ।

ତେବେ ଏହି ଭିଡିଓ ରେ ଆପଣ ମାନେ ଦେଖି ପାରିବେ ରାହୁଲ ଯେତେବେଳେ ତଳକୁ ଖସିଲା କିପରି ଭାବେ ଯାଇ ଏତେ ଗଭୀର ଗାତ ଭିତରେ ପଡିଗାଳ । ୮୦ ଫୁଟ ତଳକୁ ଖସିବା ପରେ ରାହୁଲ ହୋସ ରେ ଥିଲେ ଯାହା ସବୁଠାରୁ ବଡ କଥା । ତେବେ ତାଙ୍କୁ ଉଧାର କରିବା ପାଇଁ ଛତିଶଗଡ ମୁଖ୍ୟମନ୍ତ୍ରୀ ଓ ପ୍ରଶାସନ ପୁରା ଚେଷ୍ଟା କରି ରଖିଥିଲେ ।

ତେବେ ଦୀର୍ଘ ୫ ଦିନ ବୋରୱେଲ ରେ ରହି ସାପ ସହ ମଧ୍ୟ ସଂଘର୍ଷ କରିଛନ୍ତି ୧୧ ବର୍ଷର ନାବାଳକ ରାହୁଲ ଯାହା ସୂତ୍ର ରୁ ଜଣା ପଡିଛି । ତେବେ ରାହୁଲ ଯେପରି ଭାବେ ୮୦ ଫୁଟ ତଳକୁ ଖସି ପଶିଥିଲେ ତାହା ବହୁତ ଭୟଙ୍କର ଥିଲା ଯାହା ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ଉପରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *