ଆମ ଦେଶରେ ପ୍ରତିବର୍ଷ IAS, IPS ଓ UPSC ଆଦି ପରୀକ୍ଷା ପାଇଁ ଲକ୍ଷ ଲକ୍ଷ ପିଲା ପ୍ରସ୍ତୁତି କରିଥାନ୍ତି । କିନ୍ତୁ ଅନେକ ସମୟରେ ପରୀକ୍ଷାରେ ପାସ କରିବା ପରେ ମଧ୍ୟ କେତେକ ପିଲା ଇଣ୍ଟରଭ୍ୟୁ ସମୟରେ ପଚରା ଯାଇଥିବା ଏକ ସାମାନ୍ୟ ପ୍ରଶ୍ନର ଉତ୍ତର ଦେଇ ନ ପାରି ଫେଲ ହୋଇଯାନ୍ତି । ତେବେ ଆପଣ ଯଦି କେଉଁ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ନିଶ୍ଚୟ ଆମ ପ୍ରଶ୍ନ ଓ ଉତ୍ତର ସବୁ ପଢନ୍ତୁ ଓ ସେଗୁଡିକୁ ନିଜ ବନ୍ଧୁମାନଙ୍କ ସହ ସେୟାର ମଧ୍ୟ କରନ୍ତୁ । ତେବେ ଆସନ୍ତୁ ଜାଣିବା କିଛି ମଜାଦାର ପ୍ରଶ୍ନ ଓ ଉତ୍ତର ବିଷୟରେ । ଯାହା ଆପଣଙ୍କର ସାଧାରଣ ଜ୍ଞାନ ଭଳି କିଛି ପ୍ରଶ୍ନ ରହିଛି ।
୧- ଲାଇଟ ଅଫ ଏସିଆ କାହାକୁ କୁହାଯାଏ ?
ଉତ୍ତର- ଗୌତମ ବୁଦ୍ଧ
୨- ଭାରତର ସବୁଠାରୁ ଥଣ୍ଡା ଜିଲ୍ଲା ର ନାମ କଣ ଅଟେ ?
ଉତ୍ତର- ଶ୍ରୀନଗର
୩- ଗାଡି ର ନମ୍ବର ପ୍ଳେଟ କେବେ ଜାରି ହୋଥିଲା ?
ଉତ୍ତର- ଫ୍ରାନ୍ସ
୪- ବିଶ୍ଵ ର ସବୁଠାରୁ ଉଚ୍ଚ ପର୍ବତ ଶିଖର କେଉଁଠାରେ ଅବସ୍ଥିତ ?
ଉତ୍ତର- ନେପାଳ
୫- ଘଡି ର ଆବିଷ୍କାର କେଉଁ ଦେଶରେ ହୋଇଥିଲା ?
ଉତ୍ତର- ଭାରତର
୬- ସାତ ପାହାଡର ନଗର କାହାକୁ କୁହାଯାଏ ?
ଉତ୍ତର- ରୋମ
୭- କେଉଁ ଦେଶରେ କୁକୁର ପାଳନ ଅପରାଧ ଅଟେ ?
ଉତ୍ତର- ଆଇସଲ୍ୟାଣ୍ଡ
୮- ଆଳୁ ର ଆବିଷ୍କାର କେଉଁ ଦେଶରେ ହୋଇଥିଲା ?
ଉତ୍ତର- ପେରୁ
୯- କେଉଁ ଦେଶରେ ଲୋକ ସବୁଠାରୁ କମ ମାଂସ ଖାଇଥାନ୍ତି ?
ଉତ୍ତର- ଭୁଟାନ
୧୦- କେଉଁ ଜିନିଷ ପାଣିରେ ବି ଜଳିଯାଏ ?
ଉତ୍ତର- ସୋଡିୟମ
୧୧- କଳା ରଙ୍ଗର ହଂସ କେଉଁଠାରେ ଦେଖିବାକୁ ମିଳିଥାଏ ?
ଉତ୍ତର- ଅଷ୍ଟ୍ରେଲିୟା
୧୨- ସୁନା ର ଆବିଷ୍କାର କିଏ କରିଥିଲେ ?
ଉତ୍ତର- ଆରୟଭଟ୍ଟ
୧୩- ଶ୍ଵଶୁର, ଜ୍ଵାଇଁ, ଶଳା, ଭିଣୋଇ କଂସା ୩ଟି କେହି କାହା ସହ ଖାଇବେ ନାହି । ଏହା କିପରି ସମ୍ଭବ ଅଟେ ?
ଉତ୍ତର- ଶ୍ଵଶୁର ଜ୍ଵାଇଁ ଆଉ ଶଳା ମିଶି ୩ ଜଣ ଅର୍ଥାତ ଶ୍ଵଶୁରର ଜ୍ଵାଇଁ ଯିଏ ଶଳା ର ଭିଣୋଇ ସିଏ
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।