ବନ୍ଧୁଗଣ ଆମ ନୀତିଦିନ ଜୀବନରେ କିଛି ଏମିତି ସାଧାରଣ ପ୍ରଶ୍ନ ଗୁଡିକ ରହିଛି ଯାହାକୁ ଆମେ ଜାଣିନାହୁଁ । ଯଦି ଆମକୁ ଅନ୍ୟ ବ୍ୟକ୍ତି ଜଣକ ଏହା ପଚାରି ଦେଇଥାଏ ଏବଂ ତାହାର ଉତ୍ତର ଆମକୁ ଜଣା ନଥାଏ ତେବେ ଆମେ ସେହିଠାରୁ ଉଠି ଅନ୍ୟ ସ୍ଥାନକୁ ଚାଲି ଯାଇଥାଉ । ମାତ୍ର ବନ୍ଧୁଗଣ ମନୁଷ୍ୟ ଜୀବନରେ କେତେକ ସାଧାରଣ ଜିକେ ସମ୍ବନ୍ଧିତ ବିଷୟ ରହିଛି ଯାହାକୁ ଜାଣିବା ନିହାତି ଆବଶ୍ୟକ ହୋଇଥାଏ । ଆମେ ଯଦି ସେ ଗୁଡିକ ଜାଣିଥାଉ ଅଥବା ମନେ ରଖିଥାଉ ତେବେ ଆମକୁ କାହା ସାମ୍ନାରେ ଲଜ୍ଜିତ ହେବାକୁ ପଡିନଥାଏ ।
ଆମେ ଅତି ସହଜରେ ସେହି ସବୁ ଜିକେ ସମ୍ବନ୍ଧିତ ପ୍ରଶ୍ନ ଗୁଡିକର ଉତ୍ତର ଦେଇଥାଉ । ଏହା ଫଳରେ ଅନ୍ୟ ଜଣଙ୍କ ସମ୍ମୁଖରେ ଆମେ ଜ୍ଞାନୀ ବୋଲି ପ୍ରଶଂସା ପାଇଥାଉ । ବନ୍ଧୁଗଣ ଆସନ୍ତୁ ଏବେ ସେହି ଜିକେ ସମ୍ବନ୍ଧୀୟ ପ୍ରଶ୍ନ ଗୁଡିକ ବିଷୟରେ ଜାଣିବା ।
୧- ତାହା କେଉଁ ଜୀବ ଅଟେ ଯେ କି ଗୋଟିଏ ଥର ଛୁଆ ଜନ୍ମ କରିଥାଏ ଏବଂ ତାହା ପରେ ସେ ମୃତ୍ୟୁ ବରଣ କରିଥାଏ ?
ଉତ୍ତର- ତାହା ହେଉଛି ବିଛା କାରଣ ବିଛାଟିଏ ନିଜ ପିଲାକୁ ଜନ୍ମ ଦେବା ପରେ ତା ଛୁଆ ତାକୁ ଖାଇ ଯାନ୍ତି ।
୨- ତାହା କେଉଁ ଫଳ ଅଟେ ଯାହାଠାରେ ୨୫% ପବନ ରହିଥାଏ ? ଉତ୍ତର- ତାହା ହେଉଛି ସେଉ ।
୩- ତାହା କେଉଁ ପ୍ରାଣୀ ଅଟେ ଯାହା କେବେ ମଧ୍ୟ ଡେଇଁ ପାରେ ନାହିଁ ? ଉତ୍ତର- ସେହି ପ୍ରଣିତି ହେଉଛି ହାତୀ । କାରଣ ତାହାର ଓଜନ ଏତେ ଅଧିକ ଯେ ସେ ଆଦୌ ଡେଇଁ ପାରିବ ନାହିଁ ।
୪- ରାତିର ଆକାଶରେ ସବୁଠାରୁ ଅଧିକ ଚମକିବା ଭଳି ତାର କେଉଁଟି ଅଟେ ? ଉତ୍ତର- ସେହି ତାରଟିର ନାମ ହେଉଛି ସିରିୟସ ।
୫- ତାହା କେଉଁ ପ୍ରାଣୀ ଅଟେ ଯାହା ନର ହୋଇଥିଲେ ମଧ୍ୟ ଛୁଆ ଜନ୍ମ କରିଥାଏ ? ଉତ୍ତର- ସାମୁଦ୍ରି ଘୋଡା ଯାହାକୁ ସିହର୍ଷ ବୋଲି କୁହାଯାଏ ।
୬- ଟ୍ରେନକୁ ହିନ୍ଦୀରେ କଣ କୁହାଯାଏ ? ଉତ୍ତର- ଲୋହପଥ ଗାମିନୀ ।
୭- ୱେବସାଇଡ କୁ ହିନ୍ଦୀରେ କଣ କୁହାଯାଏ ? ଉତ୍ତର- ଜାଲପତ୍ର ।
୮- ସି ଗାରେ ଟ କୁ ହିନ୍ଦୀରେ କଣ କୁହାଯାଏ ? ଉତ୍ତର- ଧୂ ମ୍ରପା ନ ତଣ୍ଡିକା ।
୯- ରେଳ ଷ୍ଟେସନକୁ ହିନ୍ଦୀରେ କଣ କୁହାଯାଏ ? ଉତ୍ତର- ଲୋହପଥ ଗାମିନୀ ବିରାମ ବିନ୍ଦୁ ।
୧୦- ଟି କୁ ହିନ୍ଦୀରେ କଣ କୁହାଯାଏ ? ଉତ୍ତର- ଦୁଗ୍ଧ ଜଳ ମିଶ୍ରିତ ଶର୍କରା ଯୁକ୍ତ ପାର୍ବତୀୟ ବୁଟ୍ଟୀ ।
୧୧- ବଟନକୁ ହିନ୍ଦୀରେ କଣ କୁହାଯାଏ ? ଉତ୍ତର- ଅସ୍ତ ବ୍ୟସ୍ତ ବସ୍ତ୍ର ନିୟନ୍ତ୍ରକ ।
୧୨- କ୍ରିକେଟ କୁ ହିନ୍ଦୀ ଭାଷାରେ କଣ କୁହାଯାଏ ? ଉତ୍ତର- ଲମ୍ବ ଦଣ୍ଡ ଗୋଲ ପିଣ୍ଡ ଧର ପକଡ ପ୍ରତିଯୋଗୀତା ।
୧୩- ଟାଇକୁ ହିନ୍ଦୀରେ କଣ କୁହାଯାଏ ? ଉତ୍ତର- କଣ୍ଠ ଲଙ୍ଗୋଟ । ବନ୍ଧୁଗଣ ଏହା ଥିଲା କିଛି ଅଜଣା ପ୍ରଶ୍ନ ଗୁଡିକର ଉତ୍ତର ଭଲ ଲାଗିଲେ ଗୋଟିଏ ଲାଇକ କରନ୍ତୁ ।