ବନ୍ଧୁଗଣ ଏପ୍ରିଲ 14 ରେ ପଡୁଛି ପବିତ୍ର ପଣା ସଙ୍କ୍ରାନ୍ତି । ଏହା ସହ ହନୁମାନ ଜୟନ୍ତୀ ମଧ୍ୟ ଅଡୁଛି । ଏହାକୁ ମହାବିଷୁବ ସଙ୍କ୍ରାନ୍ତି ମଧ୍ୟ କୁହାଯାଏ । ଏହି ଦିନ ପ୍ରଭୁ ହନୁମାନ ତାଙ୍କ ଭକ୍ତ ମାନଙ୍କର ଦୁଖକୁ ସହ ମୋଚନ କରିବାକୁ ପ୍ରୟାସ କରିଥାନ୍ତି । ଭାରତୀୟ ଜ୍ଯୋତିଷ ଅନୁସାରେ ସୂର୍ଯ୍ୟଙ୍କର ଗୋଟେ ରାଶିଙ୍କୁ ଅନ୍ୟ ରାଶିକୁ ସ୍ଥାନାନ୍ତରକୁ ସଙ୍କ୍ରାନ୍ତି କୁହା ଯାଇଥାଏ । 12ଟି ରାଶି ଅନୁସାରେ 12ଟି ସଙ୍କ୍ରାନ୍ତି ରହିଛି । ମକର ସଙ୍କ୍ରାନ୍ତିରୁ କ୍ରମଶ ସୂର୍ଯ୍ୟ ପୃଥିବୀରେ ବିଷୁବ ରେଖା ଆଡକୁ ଗତି କରନ୍ତି । ଯେବେ ସୂର୍ଯ୍ୟ ମେଷ ରାଶିକୁ ପ୍ରବେଶ କରନ୍ତି ସେଦିନକୁ ମହାବିଷୁବ ସଙ୍କ୍ରାନ୍ତି କୁହାଯାଏ । ଏହି ସଙ୍କ୍ରାନ୍ତିରେ କିଛି ରାଶି ହେବାକୁ ଯାଉଛନ୍ତି ଧନବାନ ଆସନ୍ତୁ ଜାଣିବା ବିସ୍ତାର ଭାବେ ।
ବୃଷ ରାଶି : ଏହି ରାଶିର ବ୍ୟକ୍ତିଙ୍କ ପାଇଁ ରାଜଯୋଗର ସମୟ ଆସୁଛି । ଲମ୍ବା ସମୟ ଧରି ଯେଉଁ ଅସୁବିଧାର ସମୁଖିନ୍ନ ହୋଇ ଆସୁଥିଲେ ଏବେ ତାହା ଦୁରିଭୁତ ହେବ । ଆପଣଙ୍କୁ ନୂଆ ଅବସର ପ୍ରାପ୍ତ ହେବ । ଉନ୍ନତି ମିଳିବ । ଏହି ଯୋଗ ବନିବା ପରେ ଆପଣ ନୂଆ ନୂଆ ଲୋକଙ୍କ ସହ ସାକ୍ଷାତ କରିବେ । ଯାହା ସଠିକ ଦିଗ ଦେଖାଇବ । ଧନର ବର୍ଷା ହେବାର ଯୋଗ ଅଛି ।
ସିଂହ ରାଶି : ଏହି ରାଜଯୋଗ ସିଂହ ରାଶିର ବ୍ୟକ୍ତିଙ୍କ ପାଇଁ ଖୁବ ଭଲ ରହିବାର ଅଛି । ଆପଣଙ୍କର ଭାଗ୍ଯର ଦ୍ଵାର ଖୋଲିଯିବ । ଆପଣଙ୍କର ଶୁଭ ସମୟର ଆରମ୍ଭ ହେବାକୁ ଯାଉଛି । ଆପଣଙ୍କର କିଛି ନୂଆ ଯୋଜନା ହେବାରେ ଅଛି । ତାହା ଉପରେ କାମ କରିବା ଆରମ୍ଭ କରି ଦିଅନ୍ତୁ । ମା ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ବର୍ଷିବ । ଚାକିରି କ୍ଷେତ୍ରରେ ଥିବା ବ୍ୟକ୍ତି ଙ୍କର ପ୍ରମୋଶନ ହୋଇପାରେ । ଏହା ସହ ବେତନରେ ବୃଦ୍ଧି ହୋଇପାରେ । ସମାଜରେ ମାନ ସମାନ ପ୍ରାପ୍ତ ହେବ ।
କନ୍ୟା ରାଶି : ଏହି ରାଶିର ଲୋକଙ୍କ ପାଇଁ ବା ଧନ ଲାଭର ଯୋଗ ଅଛି । ବ୍ୟାପାରୀଙ୍କ ପାଇଁ ବ୍ୟାପାର କ୍ଷେତ୍ରରେ ଧନ ଲାଭର ଯୋଗ ଅଛି । ଯେଉଁ କାମ କରୁଥିବେ ସେଥିରେ ସଫଳତା ପ୍ରାପ୍ତ କରିବେ । ଏହି ଯୋଗ ପରେ ଆପଣଙ୍କର ଟଙ୍କାର ଅଭାବ ରହିବ ନାହି । ଭାଗ୍ୟର ସଂପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ । ଯେଉଁ କାରଣରୁ ଆପଣ ସବୁ କ୍ଷେତ୍ରରେ ସଫଳତା ପ୍ରାପ୍ତ କରିବେ ।
ତୁଳା ରାଶି : ଏହି ରାଶିର ଲୋକଙ୍କ ଉପରେ ପ୍ରଭୁ ହନୁମାନ ଓ ମା ଲକ୍ଷ୍ମୀଙ୍କ ବିଶେଷ କୃପା ବର୍ଷିବାକୁ ଯାଉଛି । ଯାହା ଫଳରେ ଗୋଟେ ପଟେ ଅଟକିଥିବା କାମ ପୂରଣ ହେବ । ଅନ୍ୟ ପଟେ ଘରକୁ ନୂଆ ବାହନ ଆସିପାରେ । ଫାଲତୁ ଜିନିଷରେ ପଇସା ଖର୍ଚ୍ଚ କରିବା ଠାରୁ ଆପଣ ଦୂରେଇ ରୁହନ୍ତୁ । ଏହା କରିଲେ କୁବେର ମହାରାଜ ଆପଣଙ୍କ ଉପରେ କୃପା ଦ୍ରୁଷ୍ଟି ଦୂରେଇ ପାରନ୍ତି । ଆଗାମୀ ସମୟ ଖୁସିପୂର୍ଣ୍ଣ ରହିବ । କେବେ ବି ଆପଣଙ୍କ ପାଖରେ ଧନର ଅଭାବ ରହିବ ନାହି । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ନିଶ୍ଚୟ କମେଣ୍ଟ ଜରିଆରେ ଜଣାନ୍ତୁ, ଧନ୍ୟବାଦ ।