16 General Knowledge Questions: ଭାରତରେ ସୂର୍ଯ୍ୟଙ୍କର ପହିଲି କିରଣ ସର୍ବ ପ୍ରଥମେ କେଉଁ ରାଜ୍ୟରେ ପଡିଥାଏ ?

ବନ୍ଧୁଗଣ  ଆଜି ରହିଛି ଆପଣ ମାନଙ୍କ ପାଇଁ କେତେ ଗୁଡିଏ ଚତୁର ପ୍ରଶ୍ନ । ଆଶା କରୁଛୁ ଲେଖାଟି ଆପଣଙ୍କୁ ଭଲ ଲାଗିବ । ତେବେ ଯେମିତିକି ଆପଣ ଜାଣିଛନ୍ତି ବର୍ତ୍ତମାନ ଘରେ ବସି ସମସ୍ତେ ବହୁତ ବିରକ୍ତ ହେଲେଣି ।ସେଥିପାଇଁ ଆଜି ଆପଣଙ୍କ ପାଇଁ ଆଣିଛୁ ଟ୍ରିକ୍କୀ ପ୍ରଶ୍ନ, ଆଜି ଦେଖିବା ଆପଣ କେତେ ବୁଦ୍ଧିମାନ ଅଟନ୍ତି । ବହୁତ ସରଳ ପ୍ରଶ୍ନ ଅଟେ, ଆପଣଙ୍କୁ ସବୁ ପ୍ରଶ୍ନ ପାଇଁ ୧୦ ସେକେଣ୍ଡ ସମୟ ମିଳିବ ତାହା ଭିତରେ ଆପଣଙ୍କୁ ଉତ୍ତର ଦେବାକୁ ହେବ । ବିନା ଉତ୍ତର ଦେଖି ନିଜେ କୁହନ୍ତୁ ଓ ପରେ ଉତ୍ତର ଦେଖନ୍ତୁ ।

ପ୍ରଶ୍ନ :- କେଉଁ ରାଜ୍ୟରେ ପୁଅ ଝିଅ ଏକ ସାଥିରେ ବୁଲି ପରେଇବେ ନାହିଁ ?

Image Courtesy: Google

ଉତ୍ତର :- ମିଜୋରମା

ପ୍ରଶ୍ନ :-  ମନୁଷ୍ୟର ସବୁଠୁ ବଡ ଶତ୍ରୁ କେଉଁ ଜୀବ ଅଟେ ?

ଉତ୍ତର :- ମଶା

ପ୍ରଶ୍ନ :- ବିଶ୍ଵରେ ସବୁଠୁ ଜୋରରେ ଦୌଡିବା ବାଲା ମଣିଷ କିଏ ଅଟେ ?

ଉତ୍ତର :- ଉସେନ ବୋଲ୍ଟ

ପ୍ରଶ୍ନ :- ଭାରତରେ ପାଖାପାଖି କେତେ ପ୍ରତିଶତ ଲୋକ ଇମାନଦାର ଅଛନ୍ତି ?

ବନ୍ଧୁଗଣ ଏହି ପ୍ରଶ୍ନର ଉତ୍ତର ଆପଣଙ୍କୁ କମେଣ୍ଟ କରି ଦେବାକୁ ହେବ ।

ପ୍ରଶ୍ନ :- ଦୁନିଆରା ସବୁଠୁ ଛୋଟ ଦେଶ କଣ ଅଟେ ?

ଉତ୍ତର :- ବେଟିକନ ସିଟି

Image Courtesy: Google

ପ୍ରଶ୍ନ :- କେଉଁ ଦେଶରେ ଗୋଟେବୀ ଛୁଆର ଜନ୍ମ ହୁଏନି ?

ଉତ୍ତର :- ବେଟିକନ ସିଟିରେ

ପ୍ରଶ୍ନ :- ସବୁଠୁ ବୁଦ୍ଧିମାନ ମାଛ କିଏ ଅଟେ ?

ଉତ୍ତର :- ଡଲଫିନ

ପ୍ରଶ୍ନ :- ସେ କେଉଁ ଜୀବ ଅଟେ ସେ ଗୋଡି ପଥର ଖାଇ ପରେ ?

ଉତ୍ତର – ସୁତୁରମୁର୍ଗ

ପ୍ରଶ୍ନ :- ତାଜମହଲକୁ ବନେଇବା ପାଇଁ ପାଖାପାଖି କେତେ ସମୟ ଲାଗିଥିଲା  ?

ଉତ୍ତର :- ୨୨ ବର୍ଷ

ପ୍ରଶ୍ନ :- ସୁନାର ଏମିତି କେଉଁ ଜିନିଷ ଥାଏ ଯାହାକୁ ବଣିଆ ବିକି ନଥାଏ ?

ଉତ୍ତର :- ଚାରପାଇ

Image Courtesy: Google

ପ୍ରଶ୍ନ :- ଏମିତି କେଉଁ ଜିନିଷ ଥାଏ ଯାହା ସବୁବେଳେ ଓଦା ରହିଥାଏ ?

ଉତ୍ତର :- ଜିଭ

ପ୍ରଶ୍ନ :- କେଉଁ ଦେଶରେ ବହୁତ ଅଧିକ ଫିଲ୍ମ ବନାଯାଏ ?

ଉତ୍ତର :- ଭରତ

ପ୍ରଶ୍ନ :- ଏମିତି କେଉଁ ଦେଶ ରହିଛି ଯେଉଁଠି ଗୋଟେବୀ କ୍ଷେତ ନାହିଁ ?

ଉତ୍ତର :- ସିଙ୍ଗାପୁର

ପ୍ରଶ୍ନ:- ଭାରତରେ ସୂର୍ଯ୍ୟଙ୍କର ପହିଲି କିରଣ ସର୍ବ ପ୍ରଥମେ କେଉଁ ରାଜ୍ୟରେ ପଡିଥାଏ ?

ଅରୁଣାଚଳ ପ୍ରଦେଶ

ଓଡିଶା

ଜାମ୍ମୁକାଶ୍ମୀର

କେରଳ

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *