ଗୋଟିଏ ଫଳରେ ଅନେକ କଣ୍ଟା ପାଚିଲା ଖାଇଲେ ହାତରେ ଅଠା ? ଏହା ସହ ଆହୁରି 18 GK Questions & Answers

ଆଜି ପର୍ଯ୍ୟନ୍ତ ଆପଣ ଆପଣଙ୍କର ଜୀବନରେ ଅନେକ ପରୀକ୍ଷା ଦେଇଥିବେ କିନ୍ତୁ ଆଜି ଯେଉଁ ପରୀକ୍ଷା ବିଷୟରେ ଆମେ କହିବାକୁ ଯାଉଛୁ ତାହା ଆଇଏଏସ ପରୀକ୍ଷା ଏହା ଦେଶର ସବୁଠାରୁ କଠିନ ପରୀକ୍ଷା ବୋଲି କୁହାଯାଇ ଥାଏ ,କାରଣ ଏହାକୁ ପାସ କରିବା ବହୁତ କଷ୍ଟ ହୋଇଥାଏ, ଯଦି କେହି ପାସ ବି କରିଯାଏ ତା ପରେ ଆଇଏଏସ ଇନ୍ଟରଭିଉ ରେ ସେ ପାସ କରିବା ସେମିତି କିଛି ଗ୍ୟାରେଣ୍ଟି ନଥାଏ ।

ଏଥିରେ ପାସ କରିବା ପାଇଁ ଆପଣଙ୍କ ପାଖେ କିଛି ଖାସ ଟ୍ୟାଲେଣ୍ଟ ଥିବା ଦରକାର । ଏହି ପରୀକ୍ଷାରେ ଜରୁରୀ ନୁହେଁ କି ଆପଣଙ୍କ ପାଖରେ ଖାଲି ଜ୍ଞାନ ଥିବା, ଜ୍ଞାନ ସହିତ ଏହି ପରୀକ୍ଷାରେ ଆପଣଙ୍କ ବ୍ୟକ୍ତିତ୍ଵ ବି ପରୀକ୍ଷା କରାଯାଇଥାଏ ।

ପ୍ରଶ୍ନ : କେଉଁ କୁଆ ଉଡି ପାରେ ନାହିଁ ?

ଉତ୍ତର : ଠେକୁଆ

ପ୍ରଶ୍ନ : କେଉଁ ବଏ ଚାଲେ ନାହିଁ ?

ଉତ୍ତର : ଲାଇଫବଏ

ପ୍ରଶ୍ନ : କେଉଁ ଦ୍ବୀପ ଜଳେ ନାହିଁ ?

ଉତ୍ତର : ପାରାଦ୍ବୀପ

ପ୍ରଶ୍ନ : କେଉଁ ଗାଡି ଚାଲେ ନାହିଁ ?

ଉତ୍ତର : ଅଗାଡି

ପ୍ରଶ୍ନ : କେଉଁ ଚେର କୃକ୍ଷ ଲତାରେ ନାହିଁ ?

ଉତ୍ତର : ତାଳଚେର

ପ୍ରଶ୍ନ : କେଉଁ ପୁରୀ ଖାଇ ହୁଏ ନାହିଁ ?

ଉତ୍ତର : ପୁରୀ ଜିଲ୍ଲା

ପ୍ରଶ୍ନ : କେଉଁ ହାଣ୍ଡିରେ ଭାତ ନାହିଁ ?

ଉତ୍ତର : କଳାହାଣ୍ଡି

ପ୍ରଶ୍ନ : କେଉଁ କେଲା ଖାଇ ହୁଏ ନାହିଁ ?

ଉତ୍ତର : ରାଉରକେଲା

ପ୍ରଶ୍ନ : କେଉଁ ଲାଇଟ ଜଳେ ନାହିଁ ?

ଉତ୍ତର : ସନ୍ ଲାଇଟ

ପ୍ରଶ୍ନ : କେଉଁ ନାଳରେ ପାଣି ନାହିଁ ?

ଉତ୍ତର : ଢେଙ୍କାନାଳ

ପ୍ରଶ୍ନ : କେଉଁ ଗୋଳାରେ କାଠ ନାହିଁ ?

ଉତ୍ତର : ରସଗୋଳା

ପ୍ରଶ୍ନ : କେଉଁ ଟେବୁଲର ଗୋଡ଼ ନାହିଁ ?

ଉତ୍ତର : ଭେଜିଟେବଲ୍

ପ୍ରଶ୍ନ : ନ ଦେଖି ସୁନ୍ଦରୀ କିଏ ?

ଉତ୍ତର : ସ୍ଵର୍ଗର ଅପସରା

ପ୍ରଶ୍ନ : ନ ଧରି ଟାଣୁଆ କିଏ ?

ଉତ୍ତର : ବଜ୍ର

ପ୍ରଶ୍ନ : ନ ଚାଖି ମିଠା କଣ ?

ଉତ୍ତର : ଅମୃତ

ପ୍ରଶ୍ନ : ଗୋଟିଏ ଫଳରେ ଅନେକ କଣ୍ଟା ପାଚିଲା ଖାଇଲେ ହାତରେ ଅଠା ?

ଉତ୍ତର : ପଣସ

ପ୍ରଶ୍ନ : ଆସିଲା ବଡ ଚଢେଇ, ବସିଲା ଡେଣା ମେଲାଇ ଧଇଲା ମାଛ, ଖାଇଲା ନାହିଁ ?

ଉତ୍ତର : ଜାଲ

ପ୍ରଶ୍ନ : କହିଲ ଦେଖି କେଉଁ ଫଳର ଆଖି ତିନୋଟି ?

ଉତ୍ତର : ନଡ଼ିଆ

ପ୍ରଶ୍ନ : ଗୋଟିଏ ଗୁମ୍ଫାରେ ବତିଶ ଚୋର, ଦିନରେ କରନ୍ତି କାମ, ରାତିହେଲେ ସିଏ ଆରାମ କରନ୍ତି, କୁହ ତେବେ ତାଙ୍କ ନାମ ?

ଉତ୍ତର : ଦାନ୍ତ

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *