ବର୍ତ୍ତମାନ ସମୟରେ ବହୁତ ଯୁବ ପିଢି ପ୍ରେମରେ ପଡି ପଥ ଭ୍ରଷ୍ଟ ହେଉଛନ୍ତି, ପ୍ରେମ ପାଇଁ ଅନେକ ଭୁଲ କାମ କରିବାକୁ ପଛାଉ ନାହାନ୍ତି । ଆମ ମତରେ ପ୍ରେମ କିଛି ଭୁଲ ନୁହେଁ , ହେଲେ ପ୍ରେମରେ ପଡିବା ପରେ ଆଜିର ଯୁବ ସମାଜ ଯେଉଁ ଭୁଲ କାମ ସବୁ କରୁଛି ତାହା କୌଣସି ମତରେ ଠିକ ମଧ୍ୟ ନୁହେଁ । ଆପଣ ଜାଣି ଆସ୍ଚର୍ଯ୍ୟ ହେବେ ଭାରତରେ ପ୍ରତି ବର୍ଷ 10,000 ରୁ ବି ଅଧିକ ପିଲା ପ୍ରେମ ପାଇଁ ଆତ୍ମ ହତ୍ୟା କରୁଛନ୍ତି । ଯାହାକି ସାରା ବିଶ୍ବ ସ୍ତରରେ ଭାରତକୁ ବହୁତ ନିନ୍ଦିତ କରୁଅଛି । ଆଜିର ଏହି ପୋଷ୍ଟରେ ଆମେ ଏମିତି ଏକ ପ୍ରେମି ଯୁଗଳଙ୍କ ବିଷୟରେ କହିବୁ, ଯିଏ ନିଜ ପ୍ରେମ ପାଇଁ କରି ଦେଲେ ଏହି ବଡ କାମ ।
ଘଟଣାଟି ଉତ୍ତର ପ୍ରଦେଶର ବଖରାଓ ଗାଁର ଅଟେ । ସେହି ଗ୍ରାମର ଜଣେ 19 ବର୍ଷ ଜୁବତୀ ,ଯିଏକି ପାଖରେ ଥିବା ଏକ କଲେଜ ରେ ଯୁକ୍ତ 2 ଛାତ୍ର ଥିଲା । ମିଳିଥିବା ରିପୋଟ ଅନୁସାରେ ଝିଅଟି ମେଧାବି ମଧ୍ୟ ଥିଲା ହେଲେ କଲେଜରେ ପଢିବା ସମୟରେ ତାକୁ ତାଙ୍କରି ଗ୍ରମ ଗୋଟିଏ ପୁଅ ସହିତ ପ୍ରେମ ସମ୍ପର୍କ ଗଢି ଉଠି ଥିଲା । ଦୁଇ ଜଣ , ଦୁଇ ଜଣଙ୍କପ ବହୁତ ଭଲ ପାଉଥିଲେ । ପ୍ରତି ଦିନ ବହୁତ ସମୟ କଥା ମଧ୍ୟ ହୁଅନ୍ତି ।
ପୁଅଟି ସେହି ଏକା କଲେଜ ରେ ଯୁକ୍ତ 3 ପ୍ରଥମ ଶ୍ରେଣୀର ଛାତ୍ର ଥିଲା । ତାଙ୍କ କଲେଜର ପଛରେ ଗୋଟିଏ ଭଙ୍ଗା ଘର ଥାଏ, ଯେଉଁଠି ପ୍ରତି ଦିନ ଝିଅ ପୁଅ ବସି ଗପ ସପ ହୁଅନ୍ତି । ଏମିତି କିଛି ଦିନ ସବୁ ଠିକ ଚାଲିଥିଲା , ହେଲେ ଦିନ ଝିଅଟିର ଘର ଲୋକ , ଝିଅର ପ୍ରେମ ସମ୍ପର୍କ ବିଷୟରେ ଜାଣି ଦେଲେ ଏବଂ ଝିଅର କଲେଜ ଆସିବା ପୁରା ପୁରି ବନ୍ଦ କରିଦେଲେ । ଝିଅଟି କଲେଜ ନ ଆସିବାରୁ ପୁଅଟି ପାଗଳ ଭଳି ହୋଇ ଯାଇଥିଲେ । ଯେବେ ପରୀକ୍ଷା ସମୟ ଆସିଲା ଝିଅର ଘର ଲୋକ ଝିଅକୁ ପରୀକ୍ଷା ଦେବା ପାଇଁ ଝିଅକୁ କଲେଜକୁ ପଠାଇଲେ , ଝିଅ କଲେଜ ଆସିବା ପରେ କରି ଦେଲା ଏମିତି କିଛି, କଲେଜର ସବୁ ଚକିତ ହୋଇ ରହିଗଲେ ।
ପରୀକ୍ଷା ଦେବାକୁ ଆସି ଝିଅ ପୁଅ ସେହି ଭଙ୍ଗା ଘରକୁ ଚାଲିଗଲେ ଏବଂ ଦୁଇ ଜଣ ପ୍ରଥମ ଗୋଟିଏ ସେଲଫି ନେଇ ସମସ୍ତଙ୍କୁ ପଠାଇଲେ ଏବଂ ଦୁଇ ଜଣ ଯାକ ଫାସି ଦେଇ ମରିଗଲେ । ଯୁବ ପିଢଙ୍କ ଏଭଳି ମାନ ସିକତା କେତେ ଦୁର ଠିକ ଆମକୁ କମେଣ୍ଟରେ ନିଶ୍ଚୟ ଜଣାନ୍ତୁ । ପ୍ରେମ କର ଠିକ ଅଛି , ହେଲେ ପ୍ରେମରେ ଏଭଳି ଭୁଲ କାମ କରିବା କେବେବି ଠିକ ନୁହେଁ । ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କୁ ଜଣାନ୍ତୁ , ଯେମିତି ଆଗକୁ ଆଉ କେହି ଏମିତି ଭୁଲ କରିବେନି ।