ଆପଣ ମାନେ ଜାଣିଥିବେ ବର୍ତ୍ତମାନ ବିବାହର ସିଜିନ ଚାଲିଛି । ଏଥିପାଇଁ ବଲିଉଡର ଅନେକ କଳାକାର ମାନେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ବଲିଉଡରେ ଏମିତି କିଛି ଅଭିନେତା ଓ ଅଭିନେତ୍ରୀ ମାନେ ଅଛନ୍ତି ଯେଉଁ ମାନେ ସି-କ୍ରେ-ଟ ଭାବେ ମ୍ୟାରେଜ କରି ସାରିଛନ୍ତି । କିନ୍ତୁ ୨୦୨୨ ରେ ଏମିତି କିଛି ବଲିଉଡ ସେଲିବ୍ରେଟି ମାନେ ସି-କ୍ରେ-ଟ ଭାବେ ମ୍ୟାରେଜ କରିବାକୁ ଯାଉଛନ୍ତି । ତେବେ ଆସନ୍ତୁ ଜାଣିବା ସେମାନେ କିଏ ଅଟନ୍ତି ।
୧- ରଣବିର କପୁର ଓ ଆଲିୟା ଭଟ୍ଟ : ବଲିଉଡ ଇଣ୍ଡଷ୍ଟ୍ରିର ମୋସ୍ଟ ପପୁଲାର କଳାକାର ରଣବିର କପୁର ଓ ଆଲିୟା ଭଟ୍ଟ ଅନେକ ଦିନ ହେବ ପରସ୍ପରକୁ ଡେଟ କରୁଛନ୍ତି । ଚଳିତ ବର୍ଷ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବାକାଉ ଯାଉଛନ୍ତି ।
୨- ବିକି କୌଶଳ ଓ କ୍ଯାଟ୍ରିନା କେଫ : ବଲିଉଡରେ ମୋସ୍ଟ ହ୍ୟାଣ୍ଡସମ ବିକି କୌଶଳ ଓ କ୍ଯାଟ୍ରିନା କେଫ ୨୦୨୨ ଡିସେମ୍ବରରେ ଗ୍ରାଣ୍ଡ ମ୍ୟାରେଜ କରିବାକୁ ଯାଉଛନ୍ତି । ବିବାହ ପାଇଁ ଦୁହେଁ ନିଜର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ।
୩- ସଲମାନ ଖାନ ଓ ଲୁଲିଆ ଭେଞ୍ଚାର : ବଲିଉଡ ଭାଇଜାନଙ୍କ ମ୍ୟାରେଜକୁ ନେଇ ସବୁବେଳେ ଚର୍ଚ୍ଚା ଲାଗିଥାଏ । ସଲମାନ ଖାନ ଲୁଲିଆଙ୍କ ସହ ଡେଟ କରୁଛନ୍ତି । ଦୁହେଁ ବହୁତ ଜଲ୍ଦି ସି-କ୍ରେ-ଟ ଭାବେ ମ୍ୟାରେଜ କରିବାକୁ ଯାଉଛନ୍ତି ।
୪- ଶ୍ରଦ୍ଧା କପୁର ଓ ରୋହନ ସରିଷ୍ଟା : ବଲିଉଡର ମୋସ୍ଟ ଗରଜେସ ଅଭିନେତ୍ରୀ ଶ୍ରଦ୍ଧା କପୁର ବହୁତ ଜଲ୍ଦି ରୋହଣ ସରିଷ୍ଟାଙ୍କ ସହ ମ୍ୟାରେଜ କରିବାକୁ ଯାଉଛନ୍ତି । ଦୁହିଙ୍କ ସମ୍ପର୍କ ବିଷୟରେ ଅଭିନେତା ବରୁଣ ଧୱନ ଖୁଲାସା କରିଥିଲେ ।
୫- ତାରା ସୂତାରିୟା ଓ ଆଦାର ଜୈନ : ବଲିଉଡ ୟଙ୍ଗ ଓ ବିୟୁଟିଫୁଲ ଅଭିନେତ୍ରୀ ତାରା ସୂତାରିୟାଙ୍କୁ ଆଦାର ଜୈନଙ୍କ ସହ ସ୍ପଷ୍ଟ କରା ଯାଇଛି । ଦୁହିଙ୍କ ସମ୍ପର୍କ ବିଷୟରେ ଖୁଲାସା ହେବା ପରେ ମ୍ୟାରେଜ କରିବାକୁ ଦୁହେଁ ରାଜି ହୋଇଛନ୍ତି ।
୬- ଟାଇଗର ଶ୍ରଫ ଓ ଦିଶା ପଟାନି : ବଲିଉଡର ସବୁଠାରୁ ହଟ ଯୋଡି ଭାବେ ଟାଇଗର ସରଫ ଓ ଦିଶା ପାତନୀ ଫ୍ୟାମ୍ସ ଅଟନ୍ତି । ଦୁହେଁ ଅଫିସିୟାଲି ମ୍ୟାରେଜ କରିବା ପାଇଁ ନିସ୍ପତି ନେଇଛନ୍ତି । ଦୁହିଙ୍କର ଗ୍ରାଣ୍ଡ ସେଲିବ୍ରେସନ ହେବାକୁ ଯାଉଛନ୍ତି ।
୭- ଅଲ୍ଲୀ ଫଜଲ ଓ ଋଚା ଚଡାନି : ମିର୍ଜାପୁରର ମୋସ୍ଟ ଟ୍ୟାଲେଣ୍ଟେଡ ଆକ୍ଟର ଅଲ୍ଲୀ ଫଜଲ ଓ ଋଚା ଚଡାନି ୨୦୨୦ରେ ମ୍ୟାରେଜ କରିବା ପାଇଁ ସ୍ଥିର କରିଥିଲେ । କିନ୍ତୁ ତାହା ସମ୍ଭବ ନ ହେବାରୁ ୨୦୨୨ ରେ ଦୁହେଁ ଗ୍ରାଣ୍ଡ ମ୍ୟାରେଜ କରିବାକୁ ଯାଉଛନ୍ତି ।
୮- ମଲ୍ଲିକା ଅରୋଡା ଓ ଅର୍ଜୁନ କପୁର : ବଲିଉଡର ଚର୍ଚ୍ଚା ଯୋଡିଙ୍କ ମଧ୍ୟରୁ ମଲ୍ଲିକା ଓ ଅର୍ଜୁନଙ୍କ ନାଁ ସାମନାକୁ ଆସିଥାଏ । ୨୦୨୨ ଲାଷ୍ଟରେ ଦୁହେଁ ବହୁତ ଜଲ୍ଦି ମ୍ୟାରେଜ କରିବାକୁ ଯାଉଛନ୍ତି ।
୯- ସିଦ୍ଧାର୍ଥ ମଲହୋତରା ଓ କ୍ୟାରା ଆଡଭାନୀ : ବଲିଉଡର ହ୍ୟାଣ୍ଡସମ ଅଭିନେତା ସିଦ୍ଧାର୍ଥ ଓ କ୍ୟାରା ଅନେକ ଦିନ ହେବ ରିଲେସନରେ ଅଛନ୍ତି । ଦୁହେଁ ବହୁତ ଜଲ୍ଦି ମ୍ୟାରେଜ କରିବା ପାଇଁ ନିସ୍ପତି ନେଇଛନ୍ତି ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।