୪୯୯ ବର୍ଷ ପରେ ଏହି ଦୀପାବଳି ୨୦୨୦ ରେ ବନୁଛି ଦୁର୍ଲଭ ଯୋଗ, ଏହି ରାଶି ଉପରେ ପଡିବ ପ୍ରଭାବ, ଜାଣନ୍ତୁ କାହାକୁ ଲାଭ, କାହାର ହେବ କ୍ଷତି  

ଏହି ଦୀପାବଳିରେ ଗ୍ରହର ବଡ ଖେଳ ଦେଖିବାକୁ ମିଳିବ । ୪୯୯ ବର୍ଷ ପରେ ଦୁର୍ଲଭ ଯୋଗ ବନିବାକୁ  ଯାଉଛି । ତନ୍ତ୍ର ପୂଜା ପାଇଁ ଦୀପାବଳି ପର୍ବକୁ ବିଶେଷ ମନାଯାଇଥାଏ । ଏହି ବର୍ଷ ୧୪ ନଭେମ୍ବର ଶନିବାରରେ ଦୀପାବଳି ତିଥି ପଡୁଛି । ଜ୍ୟୋତିଷଙ୍କ ହିସାବରେ ଦେଖିଲେ ବର୍ଷ ୧୫୨୧ ରେ ୪୯୯ ବର୍ଷ ପରେ ଗ୍ରହର ଦୁର୍ଲଭ ଯୋଗ ଦେଖିବାକୁ ମିଳିବ ।

୧୪ ନଭେମ୍ବରକୁ ଦେଶ ସାରା ଦୀପାବଳିରେ ଗୁରୁ ଗ୍ରହ ନିଜର ରାଶି ଧନୁରେ ଓ ସନି ନିଜ  ରାଶି ମକରରେ ରହିବ । ଶୁକ୍ର ଗ୍ରହ କନ୍ୟା ରାଶିର ସେଶ ଭାଗରେ ରହିବ । ଏହି ତିନି ଗ୍ରହର ଏହି ଦୁର୍ଲଭ ଯୋଗ ବର୍ଷ ୨୦୨୦ ପୂର୍ବରୁ ବର୍ଷ ୧୫୨୧ରେ ୯ ନଭେମ୍ବରରେ ଦେଖିବାକୁ ମିଳିଥିଲା ।

Image Courtesy: Google

ସେହି ଦିନ ଏହି ବର୍ଷ ଦୀପାବଳି ମନା ଯାଇଥିଲା । ୧୪ ନଭେମ୍ବରକୁ ଚତୁର୍ଦସୀ ତିଥି ପଡୁଛି ଯାହା ୧।୧୬ ପର୍ଯ୍ୟନ୍ତ ରହିବ । ଏହା ପରେ ଅମାବାସ୍ୟା ତିଥିର ଆରମ୍ଭ ହୋଇ ୧୫ ନଭେମ୍ବର ସକଳ ୧୦ ପର୍ଯ୍ୟନ୍ତ ରହିବ । ୧୫ ତାରିଖରେ କେବଳ ସ୍ନାନ ଓ ଦାନର ଅମାବାସ୍ୟା କରାଯିବ । ଲକ୍ଷ୍ମୀ ପୂଜା ସନ୍ଧ୍ୟାକାଳ କି ରାତ୍ରି ସମୟରେ ଦୀପାବଳିରେ କରାଯାଇଥାଏ ।

ଦୀପାବଳିରେ କେବଳ ମହାଲକ୍ଷ୍ମୀଙ୍କର ନୁହେଁ ଏହା ସହିତ ଭଗବାନ ବିଷ୍ଣୁଙ୍କ ପୂଜା ଅର୍ଚନାବି ଶ୍ରଦ୍ଧା ପୂର୍ବକ କରାଯିବ ଉଚିତ । ଏହା ଦ୍ଵାରା ମା ପ୍ରସନ୍ନ ହୋଇଥାନ୍ତି । ଏହାଛଡା ଏହି ଦିନରେ ଯମରାଜ, ଚିତ୍ରଗୁପ୍ତ, କୁବେର, ଭୈରବ, ହନୁମାନ, କୁଳ ଦେବତା ଓ ପିତୃ ପୁରୁଷର ମଧ୍ୟ ଶ୍ରଦ୍ଧା ପୂର୍ବକ ପୂଜା କରାଯାଏ ।

Image Courtesy: Google

ଦୀପାବଳି ପୂଜନ ବିଧି

ପୂଜା କରିବା ପାଇଁ ଗୋଟେ ପିଢା ନିଅନ୍ତୁ ଓ ସେଥିରେ ସଫା କପଡା ବିଛାଇ ମା ଲକ୍ଷ୍ମୀ, ସରସ୍ଵତୀ ଓ ଗଣେଶଙ୍କ ପ୍ରତିମାକୁ ବସାନ୍ତୁ ।

ମୂର୍ତିର ମୁଖ ପୂର୍ବ କି ପଶ୍ଚିମ ଦିଗକୁ ହେବା ଉଚିତ ।

ହାତରେ ଟିକେ ଗଙ୍ଗାଜଳ ନେଇ  ତାଙ୍କ ପ୍ରତିମା ଉପରେ ଏହି ମନ୍ତ୍ର ଜପ କରି ଛିଞ୍ଚନ୍ତୁ

ଓଂ ଅପବିତ୍ରହ : ପବିତ୍ରୋ ସର୍ବାବସ୍ତା ଗତୋପି ବା । ୟଙ ସ୍ମରେତ ପୁଣ୍ଡରୀକାକ୍ଷଙ୍ଗ ସ:ବ୍ରହ୍ମାଭନ୍ତର ସୂଚୀ । ଜଳ ନିଜ ବସିବା ସ୍ଥାନରେ ଓ ନିଜ ଉପରେ ଚିଛନ୍ତୁ । ଏହାପରେ ପୃଥିବୀ ମାତାଙ୍କୁ ପ୍ରଣାମ କରିବେ ।  ଆସନ ଉପରେ ବସି ହାତରେ ଗଙ୍ଗାଜଳ ଜଳ; ନେଇ ପୂଜା କରିବାର ସଂକଳ୍ପ ନିଅନ୍ତୁ ।

Image Courtesy: Google

ଏହା ପରେ ଗୋଟେ ଜଳ ଭରା କଳସ ନିଅନ୍ତୁ ଏହାକୁ ଲକ୍ଷ୍ମୀଙ୍କ ପାଖରେ ଚାଉଳ ଉପରେ ରଖନ୍ତୁ । କଳସରେ ମୌଲି ବାନ୍ଧିକି ଉପରେ ଆମ୍ବ ପତ୍ର ରଖନ୍ତୁ । ଏହା ସହିତ ସୁପାରି, ଦୂର୍ବା, ଅକ୍ଷତ, ସିକ୍କା ରଖନ୍ତୁ ।

ଏବେ କଳସ ଉପରେ ଗୋଟିଏ ନଡିଆ ରଖନ୍ତୁ । ନଡିଆକୁ ନାଲି କପଦରେ ଏମିତି ଘୋଡାନ୍ତୁକି ତାର ଅଗ୍ରଭାଗ ଦେଖାଯିବ । ଏହି କଳସ ବରୁଣଙ୍କ ପ୍ରତୀକ ଅଟେ ।

ଏବେ ନିୟମ ଅନୁସାରେ ସର୍ବ ପ୍ରଥମେ ଗଣେଶଙ୍କର ପୂଜା କରନ୍ତୁ । ପୁଣି ଲକ୍ଷ୍ମୀଙ୍କ ଆରାଧନା କରନ୍ତୁ । ଏହା ସହିତ ଦେବୀ ସରସ୍ଵତୀ, ଭଗବାନ ବିଷ୍ଣୁ, ମା କାଳି ଓ କୁବେରଙ୍କବି ବିଧି ବିଧାନରେ ପୂଜା କରନ୍ତୁ ।

ପୂଜା କରିବା ସମୟରେ ୧୧ ନହେଲେ ୨୧ ସୋରିଷ ତେଲର ଦୀପ ଓ ଗୋଟେ ବଡ ଦୀପ ଲଗେଇବା ଉଚିତ । ଗୋଟେ ଦୀପ ଚୌକି ଡାହାଣ ପଟେ ଓ ଆଉ ଗୋଟେ ବାଁ ପାଖରେ ରଖିବା ଉଚିତ ।

ଭଗବାନଙ୍କର ବାଁ ତରଫାରେ ଘୀଅ ଦୀପ ଜଳାନ୍ତୁ, ଓ ତାକୁ ଫୁଲ, ଅକ୍ଷତ, ଜଳ ଓ ମିଠାଇ ଅର୍ପିତ କରନ୍ତୁ ।

Image Courtesy: Google

ଶେଷରେ ଗଣେଶ ଓ ଲକ୍ଷ୍ମୀଙ୍କର ଆରତୀ କରି ଭୋଗ ଲଗେଇକି ପୂଜା ସେସ କରନ୍ତୁ ।

ଲଗେଇଥିବା ୧୧ ଓ ୨୧ ଦୀପକୁ ଘରର ସବୁ ଦ୍ଵାରରେ ରାଖୀ ଦିଅନ୍ତୁ ।

ଏହି ଦିନରେ ପୁରା ଦିନ ଗୋଟେ ଘିଅର ଦୀପ ସାରା ରାତି ଜଲାଯାଇଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *