ବନ୍ଧୁଗଣ ଭଗବାନ ଶ୍ରୀ କୃଷ୍ଣ ବାସ୍ତୁ ଶାସ୍ତ୍ର ର ବିଶେଷ ଜ୍ଞାନ ରଖୁଥିଲେ । ଭଗବାନ କୃଷ୍ଣ ସମୟ କ୍ରମେ ଧର୍ମରାଜ ଯୁଧିଷ୍ଠିର ଙ୍କୁ ବାସ୍ତୁ ଶାସ୍ତ୍ରର ଜ୍ଞାନ ଦେଇଥିଲେ । ଏଗୀ ଜ୍ଞାନ ମାନବ ସମାଜ ପାଇଁ ଅତ୍ୟନ୍ତ କଲ୍ୟାଣକାରୀ ମାନା ଯାଇଛି । ଭଗବାନ କୃଷ୍ଣ ଏମିତି ୫ଟି ଗଛ ବିଷୟରେ କହିଛନ୍ତି ଯାହାର ଗୃହର ସୀମାରେ ରହିବା ଦୁଖର କାରଣ ହୋଇଥାଏ । ଏହି ଗଛ ଘର ଆଗରେ ରହିଲେ ସେହି ଘରର ଲୋକଙ୍କର ଉନ୍ନତି କେବେ ହୁଏ ନାହି । ସେମାନଙ୍କୁ ସର୍ବଦା ପରାଜୟ ଓ ନିରାଶର ସମାନ କରିବାକୁ ପଡିଥାଏ । ଆଜି ଆମେ ଆପଣଙ୍କୁ ସେହି ସବୁ ଗଛ ବିଷୟରେ କହିବାକୁ ଯାଉଛୁ ।
୧- ଘରର ମୁଖ୍ୟ ଦ୍ଵାରକୁ ସର୍ବଦା ସୁସଜିତ କରି ରଖିବା ଉଚିତ ଫୁଲ ଓ ଗଛ ଦ୍ଵାରା । ମୁଖ୍ୟ ଦ୍ଵାରା ଏତିକି ସୁନ୍ଦର ହେବେ ଘରର ଉନ୍ନତି ସେତେ ଅଧିକ ହେବ । କିନ୍ତୁ କୌଣସି ଗଛର ଛାଇ ଘର ଉପରେ ପଡିବ ଅନୁଚିତ । ନଚେତ ପରିବାରର ସମସ୍ଯା ଦେଖା ଯାଇଥାଏ ।
୨- ଘରର ଅଗ୍ନି କୋଣରେ କୌଣସି ପ୍ରକାରର ଗଛ ଲଗାଇବା ଶୁଭ ନୁହେଁ । ଏହି ଗଛ ଜଲ୍ଦି ସୁଖୀ ଯାଇଥାଏ ଓ ଅଶୁଭ ପରିଣାମ ପ୍ରାପ୍ତି ହୋଇଥାଏ ।
୩- ଘରର ଉତ୍ତର ଦିଗରେ ଆମ୍ବ ଓ କନକ ଚମ୍ପାର ଗଛ ଲଗାଇବା ଦ୍ଵାରା ଧନରେ ବୃଦ୍ଧି ହୋଇଥାଏ । ଯଦି ଘରର ମୁଖିଆ ବ୍ୟାପାର କରୁଛନ୍ତି ଘରର ସୀମାରେ ନିମ ଓ ବେଲ ଗଛ ରୋପଣ କରି ପାଳନପୋଷଣ କରିବା ଉଚିତ ।
୪- ଘରର ପରିସରରେ ଉପରକୁ ଉଠିବା ଗଛ ଲଗାଇବା ବହୁତ ଶୁଭ ପରିଣାମ ମିଳିଥାଏ । କିନ୍ତୁ ଲଟା ତଳ ଆଡକୁ ଆସିଲେ ଦୁଖ ଭୋଗ କରିବାକୁ ପଡିଥାଏ । ଘରେ ମନି ପ୍ଳାଣ୍ଟ ଲଗାଇଲେ ବହୁତ ଶୁଭ ସଫଳ ମିଳିଥାଏ ।
୫- ଘର ପାଇଁ କଦଳୀ ଗଛ ବହୁତ ଶୁଭ ମାନା ଯାଇଥାଏ । କିନ୍ତୁ ଏହାକୁ ଘରର ପଛରେ ଲାଗିବା ଉଚିତ । ଘର ଆଗରେ ଲଗାଇଲେ ତୁଳସୀ ଗଛ ପାଖରେ ଲଗାଇ ପାରିବେ ।
୬- ଘରର ପରିସରରେ କଣ୍ଟା ଜାତୀୟ ଗଛ ଲଗାଇବା ଅନୁଚିତ । ଏହା ଦ୍ଵାରା ମାନସିକ ଚାପ ବଢିବା ସହ ପରିବାରରେ କ୍ଲେଶ ଦେଖାଯାଏ ।
୭- ଭବନ ପରିସରରେ ବର ଗଛ ଲାଇବା ଅଶୁଭ ହୋଇଥାଏ । ଏହା ଦ୍ଵାରା ଘରର ଶତ୍ରୁ ଅଧିକ ହୋଇଥାନ୍ତି । ବାବୁଲ ଗଛ ଘରର ଆଖ ପାଖରେ ଲଗାଇବା ଅନୁଚିତ । ଏହି ଗଛର ଛାଇ ବି ଘର ଉପରେ ପଡିବା ଅନୁଚିତ ।
୮- ଘର ବାହାରେ ପିପଲ ଗଛ ଲଗାଇବା ଦ୍ଵାରା ଧନ ହାନି ହୋଇଥାଏ । ଏହା ସହ କ୍ଷୀର ଜାତୀୟ ଗଛ ମଧ୍ୟ ଘରର ପରିସରରେ ଲଗାଇବା ଉଚିତ ନୁହେଁ ।
୯- ବଟ ବୃକ୍ଷ ଘରର ପଶ୍ଚିମ ଦିଗରେ ରହିଲେ ଘରେ ଶୋକର ଛାୟା ରହିଥାଏ । ଦକ୍ଷିଣ ଦିଗରେ ତୁଳସୀ ଗଛ ରହିଲେ ସନ୍ତାନକୁ ପୀଡା ସହିବାକୁ ଅଡିଥାଏ ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।