7 ଦିନ ଏହାକୁ ସେବନ କରନ୍ତୁ, ଆଁଠୁ ଗଣ୍ଠି ବିନ୍ଧା, କିଡନୀ, ଡାଇବେଟିସ, କୋଲେଷ୍ଟ୍ରୋଲ, ମୋଟାପଣ ସମସ୍ଯା ଦୂର ହେବ…

ବନ୍ଧୁଗଣ ଜୀବନ ଥିବା ଯାଏଁ କେବେ ବି ହେବନି ଅଣ୍ଟା ବିନ୍ଧା, ଆଁଠୁ ବିନ୍ଧା, ପଥରି, ମୋଟାପଣ ହେବ ସବୁ ଦିନ ପାଇଁ ଦୂର । ଆଜି ଆମେ ଜାଣିବା ଏମିତି ଏକ ଔଷଧୀୟ ପତ୍ର ବିଷୟରେ ଯାହାକୁ ଆମେ ଆୟୁର୍ବେଦିକରେ ବରଦାନ ବୋଲି କହିଥାଉ । କାରଣ ଶରୀର ସହ ଜଡିତ 30ରୁ ଅଧିକ ରୋଗ ଏହି ପତ୍ର ଦ୍ଵାରା ଠିକ ହୋଇଥାଏ । ବିଭିନ୍ନ ପ୍ରକାରର ବ୍ୟଞ୍ଜନରେ ଏହି ପତ୍ରର ବ୍ୟବହାର କରାଯାଏ । ଏହି ପତ୍ର ହେଉଛି ତେଜପତ୍ର । ଆଜି ଆମେ ଜାଣିବା ତେଜପତ୍ରର କିଛି ଫାଇଦା ବିଷୟରେ ।

ଏହି ରେମେଡି ଥରେ ବନାଇବା ପାଇଁ 3ରୁ 4ଟି ତେଜପତ୍ର ନିଅନ୍ତୁ । ଏକ ପ୍ୟାନରେ 3ରୁ 4 ଗ୍ଳାସ ପାଣି ନେଇ ଏହି ପତ୍ରକୁ ଛିଡାଇ ପକାନ୍ତୁ । ଏବେ 30 ମିନିଟ ଯାଏଁ ସେମିତି ଭିଯାଇ ରଖନ୍ତୁ । ଶରୀରରେ ଯେଉଁ ଜାଗାରେ ଫୁଲା ହେଉ ବା ଆଁଠୁ ଅଣ୍ଟା ବିନ୍ଧା ସମସ୍ୟାରୁ ମୁକ୍ତି ପାଇବା ପାଇଁ ତେଜପତ୍ର ପେନକ୍ଲିୟର ଭଳି କାମ କରିଥାଏ । ଏହା ଛଡା ଆଣ୍ଠୁ ଗଣ୍ଠି ଫୁଲା ହୋଇଥିଲେ ତେଜପତ୍ରରେ ଲବଙ୍ଗ ବାଟି ଏହାର ଲେପ ଲଗାଇବା ଦ୍ଵାରା ଫୁଲା କମ ହୋଇଯାଏ ।

ଏହା ସହ ଭୋକ କୁ ମଧ୍ୟ କଣ୍ଟ୍ରୋଲରେ ରଖିଥାନ୍ତି । ତେଜପତ୍ରର ପାଣି ମୋଟାପଣ କମ କରିବାରେ ସାହାର୍ଯ୍ୟ କରିବ । ତେଜପତ୍ର ର ପାଣି ପିଇବା ଦ୍ଵାରା ନିଦ ଭଲ ଆସିଥାଏ । ଡାଇବେଟିସ ପାଇଁ ମଧ୍ୟ ତେଜପତ୍ର ବହୁତ ଲାଭଦାୟକ ଅଟେ । ଯେଉଁ ମାନଙ୍କର ଅଧିକ ମୁଣ୍ଡ ବିନ୍ଧା, କାଶ, ଥଣ୍ଡା ହେଉଥାଏ ତେବେ ତେଜପତ୍ରର ପାଣି ସହାୟକ ହୋଇଥାଏ ।

କୀଡନି ସମ୍ବଧିତ ସମସ୍ଯା ପାଇଁ ତେଜପତ୍ର ପାଣି ଲାଭଦାୟକ ଅଟେ । ତେଜପତ୍ର ଭିଜିଲା ପରେ ପାଣିକୁ ଗରମ କରନ୍ତୁ । ଏହାପରେ ସେଥିରେ ଏକ ଚାମଚ ପାନମଧୁରୀ ମିଶାନ୍ତୁ । ପାନମଧୁରୀ ହଜମ ପାଇଁ ବହୁତ ଲାଭଦାୟକ ଅଟେ । ଏହା ଡାଇଜେସନ କୁ ଠିକ କରିବା ସହ ଗ୍ଯାସ ଭଳି ସମସ୍ୟାକୁ ଠିକ କରିଥାଏ ।

ଏହାକୁ ଧିମା ଆଞ୍ଚ ରେ ପାଣି ଫୁଟାନ୍ତୁ ଯେବେ ଯାଏଁ ପାଣି ଅଧା ନ ହୋଇଛି । ପାଣି ଫୁଟିବା ପରେ ଏହାକୁ ଛାଣି ନିଅନ୍ତୁ । ଏହାକୁ ହରବଲ ଟି ମଧ୍ୟ କହି ପାରିବେ । ଏହି ଡ୍ରିଂକ କୁ ଚାହା ପିଇବା ସମୟରେ ଲଗାତାର ସେବନ କରନ୍ତୁ । ତାପରେ ଦେଖିବେ ଆପଣଙ୍କର ଆଣ୍ଠୁ ଗଣ୍ଠି ରେ ହେଉଥିବା କଷ୍ଟ, ଫୁଲା ସମସ୍ଯା ଠିକ ହେବ ।

ଯେଉଁ ମାନଙ୍କୁ ଡାଇବେଟିସ, କୋଲେଷ୍ଟ୍ରୋଲ ଅଛି ସେମାନେ ଏହାର ସେବନ କରି ପାରିବେ । କୀଡନୀ ଷ୍ଟୋନ ସମାସ୍ୟା ଥିଲେ ଏହା ସେବନ କରି ପାରିବେ । ମୋଟାପଣ ଶେଷ ହେବ ଓ ଯେଉଁ ମାନଙ୍କୁ ଭୁଲିବା ରୋଗ ଅଛି ସେମାନେ ଏହାର ସେବନ କରି ପାରିବେ ।

ଦିନକୁ ଥରେ ଏହାର ସେବନ କରିବାକୁ ହେବ । 2 ସପ୍ତାହ ମଧ୍ୟରେ ଆପଣ ରେଜଲ୍ଟ ଦେଖିବାକୁ ପାଇବେ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *