ମାତ୍ର ୨ ମିନିଟରେ ପେଟ ଗ୍ୟାସ ବା ଏସିଡିଟି ପବନ ବେଗରେ ବାହାରିଯିବ, ବାସ କରନ୍ତୁ ଏହି ଛୋଟିଆ ଉପାୟ- Health Tips

ଆଜିକାଲି ଖାଦ୍ୟପେୟର ଅନିୟମିତା ଯୋଗୁ ଗ୍ଯାସ ବା ଏସିଡିଟି ଭଳି ସମସ୍ୟା ଅଧିକ ଦେଖା ଯାଉଛି । ଯାହା ପାଇଁ ଲୋକ ମାନେ ଅନେକ ଯନ୍ତ୍ରଣା ଅନୁଭବ କରୁଛନ୍ତି । ତେବେ ଏଥିପାଇଁ ଲୋକ ମାନେ ଅନେକ ପ୍ରାକାର ଔଷଧର ସେବନ କରୁଥିଲେ ମଧ୍ୟ କିଛି ମାତ୍ରା ରେ ସୁଫଳ ମିଳିଥାଏ । କିନ୍ତୁ ପରବର୍ତ୍ତୀ ସମୟରେ ପୁଣି ଗ୍ଯାସ ଭଳି ସମସ୍ଯା ଦେଖା ଯାଇଥାଏ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି ଏକ ହୋମ ରେମେଡି ନେଇ ଆସିଛୁ ଯାହାର ସେବନ କରିବା ଦ୍ଵାରା ଗ୍ଯାସ ବା ଏସିଡିଟି ସମସ୍ଯା ତୁରନ୍ତ ଦୂର ହୋଇଯିବ ।

ଏହି ରେମେଡି ପ୍ରସ୍ତୁତ କରିବା ପାଇଁ ଏକ କପ ପାଣି ନେଇ ଏହାକୁ ନଖ ଉଷୁମ ଗରମ କରନ୍ତୁ । ଏହା ପରେ ଏକ ପାତ୍ର କୁ ଗରମ ପାଣି ନିଅନ୍ତୁ । ଏହା ପରେ ଦିତୀୟ ସାମଗ୍ରୀ ଆଡ କାରଣରୁ ଏକ ବା ଦୁଇ ଚାମଚ ଲେମ୍ବୁ ରସ । ଲେମ୍ବୁ ଗ୍ଯାସ ଭଳି ସମସ୍ୟାକୁ ଦୂର କରିବା ପାଇଁ ବହୁତ ସହାୟକ ହୋଇଥାଏ ।

ଏହା ପରେ ତୃତୀୟ ସାମଗ୍ରୀର ଆବଶ୍ୟକତା ରହିଛି ବେକିଙ୍ଗ ସୋଡା ଯାହା ଆପଣ ମାନେ ରୋଷେଇ ଘରୁ ସହଜରେ ପାଇ ପାରିବେ । nବେକିଙ୍ଗ ସୋଡା ବା ମିଠା ସୋଡା ଏକ ଚାମଚ ମିଶ୍ରଣ କରନ୍ତୁ । ବେକିଙ୍ଗ ସୋଡା ପାଣିରେ ପକାଇବା ପରେ ଏଥିରେ ଧୀରେ ଧୀରେ ଫେଣ ଉଠିବାକୁ ଲାଗିବ ।

ଏହା ପରେ ଆପଣ ଏହି ପାଣିର ସେବନ କରି ପାରିବେ । ଆପଣଙ୍କୁ ଯେତିକି ସମୟ ଏହି ପାଣି ପିଇବାକୁ ଲାଗିବ ସେହି ସମୟ ମଧ୍ୟରେ ଆପଣଙ୍କର ଗ୍ଯାସ ସମସ୍ଯା ଧୀରେ ଧୀରେ ଦୂରେ ହେବାକୁ ଲାଗିବ । ଏହା ପ୍ରାକୃତିକ ଓ ବହୁ ପୁରାତନ ଘରୋଇ ଉପଚାର ଅଟେ ।

ଯାହା ପୂର୍ବରୁ ଲୋକ ମାନେ ବ୍ୟବହାର କରୁଥିଲେ । ଏହାର ସେବନ କରିବାର ୩ ରୁ ୪ ମିନିଟ ମଧ୍ୟ ରେ ଗ୍ଯାସ ଦୂର ହୋଇ ପେଟ ଭଲ ଲାଗିବ । ଆପଣ ପୂର୍ବରୁ ଯେଉଁ କଷ୍ଟ ଅନୁଭବ କରୁଥିଲେ ତାହା ତୁରନ୍ତ ଦୂରେ ହେବ । ଆପଣ ମାନେ ଥରେ ଏହି ରେମେଡି ର ବ୍ୟବହାର ନିଶ୍ଚିନ୍ତ ଭାବେ କରନ୍ତୁ । ଏଥିରେ କୌଣସି ପାର୍ଶ୍ଵ ପ୍ରତିକ୍ରିୟା ନାହି । ଲେମ୍ବୁ ଆମ ଶରୀର ପାଇଁ ବହୁତ ହିତକରକ ଅଟେ । ସାଧାରଣତ ଗରମ ପାଣି ମଧ୍ୟ ଆମେ ପ୍ରତି ଦିନ ସେବନ କରିଥାଉ ।

ଗରମ ପାଣି ସେବନ କରିବା ଦ୍ଵାରା ଆମର ପେଟ ଠିକ ଭାବେ ସଫା ହୋଇଥାଏ । ଏହା ସହ ଗ୍ଯାସ ବା ଏସିଡିଟି ସମସ୍ୟା ମଧ୍ୟ ବାରମ୍ବାର ଦେଖାଯାଏ ନାହି । ଆପଣଙ୍କ ପେଟରେ ଯେବେ ବି ଗ୍ଯାସ ଅଟକି ଯାଇଛି ବୋଲି ଆପଣ ଅନୁଭବ କରିବେ ତୁରନ୍ତ ଏହି ପାଣି ପ୍ରସ୍ତୁତ କରି ସେବନ କରନ୍ତୁ । ଆପଣ ନିଶ୍ଚିନ୍ତ ଭାବେ ଏହାର ଫରକ ଦେଖି ପାରିବେ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *