2ଟି ଗ୍ରହଙ୍କ ପରି ବର୍ତ୍ତନ ପାଇଁ ନୂଆ ଇତିହାସ ଗଢିବେ ବୃଷ ରାଶିର ଲୋକ, ଜୀବନରେ ହେବ ବଡ ପରିବର୍ତ୍ତନ

ମେ ମାସରେ ବୃଷ ରାଶିର ଲୋକମାନଙ୍କ ପାଇଁ । ମେ ମାସରେ 9 ଟି ଗ୍ରହ ର ଚଳନ ହେବା ପାଇଁ ଯାଉଛି ଏହା ମଧ୍ୟରୁ ମାତ୍ର ଏହି ରାଶିରେ ଦୁଇଟି ଗ୍ରହ ଏବେ ଚଳନ କରିବା ପାଇଁ ଯାଉଛନ୍ତି ପ୍ରଥମ ଗ୍ରହ ଶନି କୁମ୍ଭ ରାଶି କୁ ଚଳନ କରିବା ପାଇଁ ଯାଉଛନ୍ତି । ବୃଷ ରାଶି ପାଇଁ ଏହି ଚାଳନ ପ୍ରଥମ ଥର ପାଇଁ ହେବ ଯଦି ଦେଖିବା ତ ଏହା ଆମକୁ ମାଲାମାଲ କରିଦେବ । ମାଏ ଆପଣଙ୍କ ଧାନ ବଢିବ । ଆପଣ ଚାକିର ରେ ଖୁବ ଭଲ ପରିଣାମ ପାଇବେ ।

ଏହା ପରେ ପ୍ରମୋଶନ ପାଇ ପାରନ୍ତି ବ୍ୟାପାର ରେ ଲାଭ ହୋଇ ପାରେ ଆପଣଙ୍କର । ଧନ ବଢିବା ଦ୍ଵାରା ଆପଣ ବହୁତ ଲାଭବାନ ହେବେ କିଛି ନୂଆ ଜିନିଷ ଆପଣ କିଣି ପାରନ୍ତି ଆପଣ ଯାହାଭି କରିବା ପାଇଁ ଯିବେ ତାହା ପାଇଁ ଆପଣ ସଫଳତା ପାଇବେ ।

ଏହା ପରେ ଆସେ ଗୁରୁ ଗ୍ରହ ଏହାର ଚଳନ ହେବା ଦ୍ଵାରା ପରିବାର ରେ ଶାନ୍ତି ରହିବ । ଏହା ଆପଣଙ୍କ ରାଶି ରେ ଥିଇବାରୁ ସନ୍ତାନ ଲାଭ କରିବେ ଆପଣ ଏହା ପରେ ଆପଣ ବିବାହ ହୋଇ ପାରେ । ଆପଣ ଯଦି ପରିବାର ପାଇଁ କାନଡୁ ଥିବେ ଏବେ ସମ୍ପାପ୍ତ ହୋଇଯିବ ଆପଣଙ୍କ କଷ୍ଟ ।

ଯେଉଁ ମାନେ ବାହାରେ ଯାଇକି ଅଛନ୍ତି ସେମାନେ ଏବେ ନିଶ୍ଚିତ ଭାବେ ଭଲ ପରିଣାମ ପାଇବେ । କିଛି ବଡ ସନ୍ତାନ ମାନଙ୍କ ବିବାହ ଯୋଗ ଦେଖାଉଛି । ଯେଉଁ ମାନେ ସାନ ସନ୍ତାନ ଅଛନ୍ତି ସେମାନେ ନିଶ୍ଚିତ ଭାବେ ଭଲ ପାଠ ପଢିବେ । ଆପଣ କିଛି ନୂଆ କାମ କରିବା ଭଳି ପରିସ୍ଥିତି ମଧ୍ୟ ଆସିଯିବ । ଯେଉଁ ମାନେ ବାହାରେ କାମ ଖୋଜୁ ଥିଲେ ତାଙ୍କୁ ଏବେ ଏହା ମିଳିଯିବ ।

ଆପଣଙ୍କ ଅଟକି ଯାଇ ଥିବା କାମ ହୋଇଯିବ । 1 ମେ ରୁ 10 ମେ ଯାଏ ଆପଣଙ୍କ ଦେହ ଖରପ ହୋଇ ପାରେ । ଆପଣଙ୍କ ସ୍ୱାସ୍ଥ୍ୟ ସାମାନ୍ଯ ଖରାପ ରହିବ । ମାତ୍ର 11 ମେ ରୁ ନେଇକି 30 ମେ ଅମଧାୟରେ ଆପଣ ଠିକ ହୋଇଯିବେ । ଆପଣ ଯଦି କାହା ଠାରୁ ଧାର ଉଧାର କରିଛନ୍ତି ତେବେ ଏହା ସୁଝିବା ପାଇଁ ପଡିବ ।

ଏହା ସହ ଆପଣ ଯଦି ବାହାର ଜାଗାରେ ରହୁଛନ୍ତି ତାହେଲେ ଆପଣ ଟିକେ ଭାବି ଚିନ୍ତି କାମ କରିବା ଦରକାର । ମେ ମାସରେ ବୃଷ ରାଶି କୁ ନିବେଶ ଦ୍ଵାରା ଆପଣ ଭଲ ପରିଣାମ ପାଇବେ । ଆପଣ ଯଦି ଅପବ୍ଯବହାର କରିବେ ତେବେ ବାପା ମା ଅଙ୍କ ସହ ଆପଣଙ୍କ ସମ୍ପର୍କ ଖୁବ ଖରାପ ହୋଇ ପରେ ସେଇ ପାଇଁ ଭାବି ଚିନ୍ତି ଆପଣ କାମ କରନ୍ତୁ । ଆପଣ କିଛି ଉପହାର ପାଇ ପାରିବେ ।

କାହା ସହ ଆପଣ ହାଲୁକା ପ୍ରେସର ରେ ରହିକି କାମ କରିବେ । ଏହା ମଧ୍ୟରେ ଆପଣଙ୍କ କର୍ମଚାରୀ ମାନେ ଆପଣଙ୍କ ସହ ଭଲ ବ୍ୟବହାର କରିବେ । ଆପଣ ଦେଖି ଚାହିଁ କାମ କରିବା ଦରକାର ଏବେ କାରଣ କୁହାଯାଏ କି ଯେଉଁ ଭଳି ପଇସା ଆସି ଥାଏ ସେହି ଭାବେ ଏହା ଚାଲି ଯାଇ ଥାଏ ।

Leave a Reply

Your email address will not be published. Required fields are marked *