ଜନ୍ମରୁ ହିଁ ମାଲିକ ହେବାର ଭାଗ୍ୟ ନେଇ ଆସିଥାନ୍ତି ଏହି 5ଟି ନାମର ପୁରୁଷ, ହୋଇଥାନ୍ତି ଅତ୍ୟନ୍ତ ଭାଗ୍ୟଶାଳୀ, ଯାହା ଚାହାନ୍ତି ତାହା ମିଳିଥାଏ- Chanakya Niti

ଚାଣକ୍ୟ ନୀତି ହେଉଛି ଆଚାର୍ଯ୍ୟ ଚାଣକ୍ୟ ଙ୍କ ରଚିତ ଏକ ନୀତି ଗ୍ରନ୍ଥ । ଏଥିରେ ମାନବ ସମାଜକୁ ସୁନ୍ଦର ଭାବେ ବଞ୍ଚିବା ପାଇଁ ଉପଦେଶ ଦିଆ ଯାଇଛି । ଏହାର ଉଦେଶ୍ୟ ହେଉଛି ଜୀବନରେ ବ୍ୟାବହାରିକ ଶିକ୍ଷା ଦେବା । ଆଚାର୍ଯ୍ୟ ଚାଣକ୍ୟ ନିଜର ବୁଦ୍ଧି ବଳରେ ଚନ୍ଦ୍ରଗୁପ୍ତଙ୍କୁ ରାଜଗାଦିରେ ବସାଇ ଥିଲେ । ଆଜି ଆମେ ଆପଣ ମାନଙ୍କୁ କିଛି ନାମର ପୁରୁଷଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ଜନ୍ମରୁ ମାଲିକ ହେବାର ଭାଗ୍ୟ ନେଇ ଜନ୍ମ ହୋଇଥାନ୍ତି ।

୧- C ନାମର ପୁରୁଷ : ଯେଉଁ ପୁରୁଷଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ଏମାନେ ଅଧିକ ବ୍ୟବସାୟ ବିଷୟରେ ଚିନ୍ତା କରିଥାନ୍ତି । ଏମାନେ ଅନ୍ୟ ମାନଙ୍କର କାମ କରିବାକୁ ପସନ୍ଦ କରନ୍ତି ନାହିଁ । ଏମାନେ ନିଜ କାମ ନିଜେ କରି ମାଲିକ ହୋଇଥାନ୍ତି । ଏମାନେ ସର୍ବଦା କିଛି ନୂଆ କରିବାକୁ ପ୍ରସ୍ତୁତ ରହିଥାନ୍ତି ଯାହା ପାଇଁ ଜୀବନରେ ଅପାର ସଫଳତା ହାସଲ କରିଥାନ୍ତି ।

୨- H ନାମର ପୁରୁଷ : ଯେଉଁ ବୟକ୍ତିଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ଏମାନେ କିଛି ନା କିଛି କାମକୁ ଚାଲୁ କରିବାକୁ ଆଗ୍ରହୀ ହୋଇଥାନ୍ତି । ଏମାନେ ନିଜ କାମ ନିଜେ କରିବାକୁ ପସନ୍ଦ କରିଥାନ୍ତି । ଯାହା ଫଳରେ ଜନ୍ମରୁ ଏମାନେ ମାଲିକ ହୋଇଥାନ୍ତି । ଏମାନେ ବ୍ୟବସାୟ କ୍ଷେତ୍ର ରେ ନିଜକୁ ଏପରି ଭାବେ ପ୍ରସ୍ତୁତ କରିଥାନ୍ତି କେହି ବି ତାଙ୍କ ଆଗକୁ ଯାଇ ପାରନ୍ତି ନାହି । ପ୍ରତେକ ଟି କ୍ଷେତ୍ର ରେ ଏମାନେ ଉଚ୍ଚ ସ୍ତରରେ ରହିଥାନ୍ତି ।

୩- M ନାମର ପୁରୁଷ : ଯେଉଁ ବ୍ୟକ୍ତିଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ଏମାନେ ବହୁତ ବୁଦ୍ଧିମାନ ଓ ଚାଲାକ ହୋଇଥାନ୍ତି । ନିଜ ବୁଦ୍ଧି ବଳରେ ଏମାନେ ସବୁ କାମକୁ କରିଥାନ୍ତି । ଜୀବନରେ ଏମାନେ ନିଜ ଜୀବନରେ ନିଜେ ମାଲିକ ହୋଇଥାନ୍ତି । ନିଜର ବୁଦ୍ଧି ବଳରେ ଏମାନେ ପ୍ରତେକ ଟି କାମକୁ ସଫଳ କରିବା ପାଇଁ ସକ୍ଷମ ହୋଇଥାନ୍ତି ।

୪- S ନାମର ପୁରୁଷ : ଯେଉଁ ବ୍ୟକ୍ତିଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ଏମାନେ ମାଲିକ ହେବା ପାଇଁ ଜନ୍ମ ହୋଇଥାନ୍ତି ବୋଲି ଜ୍ଯୋତିଷ ଶାସ୍ତ୍ର ରେ କୁହା ଯାଇଛି । ଏମାନେ ନିଜ କାମ ନିଜେ କରିବାକୁ ପସନ୍ଦ କରିଥାନ୍ତି । କାହାରି ସାହାଜ୍ଯ ଏମାନେ ପସନ୍ଦ କରନ୍ତି ନାହି । ଜୀବନରେ କିଛି ନୂଆ କରିବାର ଆଗ୍ରହ ସର୍ବଦା ଏମାନଙ୍କ ମନରେ ରହିଥାଏ । ଯାହା ଦ୍ଵାରା ଏମାନେ ବଡ ସଫଳତା ଲାଭ କରିଥାନ୍ତି ।

୫- V ନାମର ପୁରୁଷ : ଯେଉଁ ବ୍ୟକ୍ତିଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ଏମାନେ ବହୁତ ପରିଶ୍ରମୀ ହୋଇଥାନ୍ତି । ଏମାନେ ନିଜର ବୁଦ୍ଧି ବଳରେ ଜଲ୍ଦି ପ୍ରାପ୍ତ କରିଥାନ୍ତି । ଏମାନେ ଅଧିକାଂଶ ବ୍ୟବସାୟ ସହ ଯୋଡି ହୋଇ ରହିଥାନ୍ତି । ଯାହା ପାଇଁ ଏମାନେ ଭବିଷ୍ୟତରେ ନିଜ ଜୀବନରେ ନିଜେ ମାଲିକ ହୋଇଥାନ୍ତି । କିଛି ନୂଆ କରିବାର ପ୍ରୟାସ ଏମାନେ ସର୍ବଦା ଜାରି ରଖିଥାନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *