Interesting Gk Questions- ଯଦି ମା’ର ନାମ MRS ୯୦, ପୁଅର ନାମ 30, ଝିଅର ନାମ 24 ଅଟେ ତେବେ କୁହ ବାପାର ନାମ କଣ ? ଏହା ସହ ଆହୁରି 23 Gk Quiz

ଯେଉଁ ମାନେ ଇଣ୍ଟରବିୟୁ ଦେବାକୁ ଯାଇଥାନ୍ତି ସେମାନଙ୍କୁ ଅନେକ ପ୍ରକାରର ପ୍ରଶ୍ନ ପଚରା ଯାଇଥାଏ । କିଛି ପ୍ରଶ୍ନ ସହଜ ହୋଇଥିବା ବେଳେ ଆଉ କିଛି କଷ୍ଟକର ହୋଇଥାଏ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ ନେଇ ଆସିଛୁ । ଯାହା ଆପଣଙ୍କର ପରିକ୍ଷା ରେ ପଡିପାରେ । ତେବେ ଆସନ୍ତୁ ଆରମ୍ଭ କରିବା ।

୧- ଏମିତି କଣ ଜିନିଷ ଅଛି ଯାହା ଆପଣଙ୍କର କିନ୍ତୁ ଅନ୍ୟ ମାନେ ବ୍ୟବହାର କରିଥାନ୍ତି ?

ଉତ୍ତର- ଆପଣଙ୍କ ନାମ

୨- ଏମିତି କଣ ଅଛି ଯାହା ଆମେ କାଟିଥାଉ, ବାଟିଥାଉ କିନ୍ତୁ ଖାଇ ନ ଥାଉ ?

ଉତ୍ତର- ତାସ

୩- ଏମିତି କେଉଁ ଫଳ ଅଛି ଯାହା କଞ୍ଚା ଥିଲେ ମିଠା ଓ ପାଚିଲା ପରେ ଖଟା ବା ପିତା ଲାଗିଥାଏ ?

ଉତ୍ତର- ଅନନ୍ନାସ

୪- ଏମିତି କଣ ଜିନିଷ ଅଛି ଯିଏ ଆଲୋକରେ ପିଛା କରିଥାଏ ?

ଉତ୍ତର- ଛାଇ

୫- ମିଛ କହିବା ସମୟରେ ମଣିଷର କେଉଁ ଅଙ୍ଗ ଅଧିକ ଗରମ ହୋଇଥାଏ ?

ଉତ୍ତର- ନାକ

୬- ଭାରତର କେଉଁ ରାଜ୍ୟରେ ପୁଅ ଝିଅ ଏକା ସହ ବୁଲି ପାରନ୍ତି ନାହି ?

ଉତ୍ତର- ମିଜୋରାମ

୭- ଏମିତି କେଉଁ ଜୀବ ଅଛି ଯିଏ ଜୀବନରେ ନିଜ ମାକୁ କେବେ ଦେଖି ନାହି ?

ଉତ୍ତର- ବିଛା

୮- ଦୁନିଆର ସବୁଠାରୁ ବଡ ଅଣ୍ଡା କେଉଁ ପକ୍ଷର ହୋଇଥାଏ ?

ଉତ୍ତର- ସୁତୁରମୁର୍ଗ

୯- ଆଗ୍ରାର ତାଜମହଲରେ ସମୁଦାୟ କେତେ ମହଙ୍ଗା ପଥର ଲାଗିଛି ?

ଉତ୍ତର- ୨୮ ପ୍ରକାର

୧୦- ଆଗ୍ରାର ତାଜମହଲକୁ କେତେ ଲୋକେ ବର୍ଷକୁ ଦେଖିବାକୁ ଆସିଥାନ୍ତି ?

ଉତ୍ତର- ୪୦ ଲକ୍ଷ

୧୧- ଶରୀରର କେଉଁ ଅଙ୍ଗ ଅଛି ଯେଉଁଠାରେ ରକ୍ତ ସଂଚାର ହୁଏ ନାହି ?

ଉତ୍ତର- ଆଖିର କୋଣରେ

୧୨- ଜାମୁ କାଶ୍ମୀରରେ ଧାରା-୩୭୦ କେବେ ହଟାଇ ଦିଆ ଯାଇଥିଲା ?

ଉତ୍ତର- ଅଗଷ୍ଟ ୫ ୨୦୧୯

୧୩- ଭାରତର କେଉଁ ସହରକୁ ହାର୍ଟ ଅଫ ଇଣ୍ଡିଆ କୁହାଯାଏ ?

ଉତ୍ତର- ଇନ୍ଦୋର

୧୪- ଦୁନିଆର ସବୁଠାରୁ ପୁରାତନ ଦେଶର ନାମ କଣ ?

ଉତ୍ତର- ଭାରତ

୧୫- ଭାରତର ସବୁଠାରୁ ପୁରାତନ ରାଜ୍ୟର ନାମ କଣ ?

ଉତ୍ତର- ଉତ୍ତର ପ୍ରଦେଶ

୧୬- ଭାରତର ସବୁଠାରୁ ପୁରାତନ ସହରର ନାମ କଣ ?

ଉତ୍ତର- ବାରାଣସି

୧୭- ଗାନ୍ଧୀ ଜୟନ୍ତୀ କେବେ ପାଳନ କରାଯାଏ ?

ଉତ୍ତର- ଅକ୍ଟୋବର ୨

୧୮- ଗୋଟେ ସିଂହ ଦିନକୁ କେତେ ସମୟ ଶୋଇଥାଏ ?

ଉତ୍ତର- ୧୪ ଘଣ୍ଟା

୧୯- ଭାରତର ପ୍ୟାରିସ କେଉଁ ସହରକୁ କୁହାଯାଏ ?

ଉତ୍ତର- ଜୟପୁର

୨୦- ଶରୀରରେ କେଉଁ ଅଙ୍ଗ ଉପରେ କେବେ ବି ଝାଳ ଆସେ ନାହି ?

ଉତ୍ତର- ଓଠ

୨୧- ଖୁଶିର ପ୍ରଥମ କାଣ୍ଡ କେଉଁ ଆଖିରୁ ପ୍ରଥମେ ବାହାରିଥାଏ ?

ଉତ୍ତର- ଡାହାଣ ଆଖି

୨୨- ଚାନ୍ଦ ଉପରେ ପାଣିର ସନ୍ଧାନ କେଉଁ ଦେଶ ପ୍ରଥମେ କରିଥିଲା ?

ଉତ୍ତର- ଭାରତ

୨୩- ଅନ୍ତରିକ୍ଷରେ ଯାଇଥିବା ପ୍ରଥମ ଜୀବର ନାମ କଣ ?

ଉତ୍ତର- ଲାଇକା ନାମକ କୁକୁର

୨୪- ଯଦି ମାର ନାମ MRS ୯୦, ପୁଅର ନାମ 30, ଝିଅର ନାମ 24 ଅଟେ ତେବେ କୁହ ବାପାର ନାମ କଣ ?

ଉତ୍ତର- MR ୯୦

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *