Interesting GK Questions- ମନୁଷ୍ୟ ମାନଙ୍କ ମଧ୍ୟରେ ଶ୍ରେଷ୍ଠ କିଏ ? ବ୍ରାହ୍ମଣ, ଶୂଦ୍ର, କ୍ଷେତ୍ରୀୟ ନା ବୈଷ୍ଣବ ?

ଆଜିକାଲି ସାଧାରଣ ଜ୍ଞାନ ଥିବା ବହୁତ ଆବଶ୍ୟକ ଅଟେ । କାରଣ କେତେବେଳେ କିଏ କେଉଁଠି କୌଣସି ପ୍ରଶ୍ନ କରି ଦେବ ତେବେ ଆପଣ ତାର ଉତ୍ତର ଦେଇ ପାରିବେ । ତେଣୁ ସାଧାରଣ ଜ୍ଞାନ ଆହରଣ କରିବା ଆମ ଜୀବନରେ ଅନେକ କ୍ଷେତ୍ର ରେ କାମରେ ଆସିଥାଏ । ପାଠ ପଢା ଠାରୁ ନେଇ ଚାକିରି ପର୍ଯ୍ୟନ୍ତ ଅନେକ ସମୟରେ ସାଧାରଣ ଜ୍ଞାନ ଆମକୁ ଆଗକୁ ନେବାରେ ସହାୟକ ହୋଇଥାଏ । ଆଜିକାଲି ଇଣ୍ଟରବିୟୁରେ ଏମିତି କିଛି ପ୍ରଶ୍ନ ପଚରା ଯାଉଛି ଯାହାର ଉତ୍ତର ପ୍ରାୟତ କ୍ୟାଣ୍ଡେଟ ମାନେ ଜାଣି ନ ଥାନ୍ତି ।

ଆଉ କିଛି ଉତ୍ତର ଜାଣି ମଧ୍ୟ ସଠିକ ଉତ୍ତର କ୍ୟାଣ୍ଡେଟ ମାନେ ପରୀକ୍ଷା ସମୟରେ ଦେଇ ପାରନ୍ତି ନାହି । କିଛି ପ୍ରଶ୍ନ ର ଉତ୍ତର ସହଜ ହୋଇ ମଧ୍ୟ କ୍ୟାଣ୍ଡେଟ ମାନେ ଦେଇ ପାରନ୍ତି ନାହି । ତେବେ ଆପଣଙ୍କ ସାଧାରଣ ଜ୍ଞାନ ବୃଦ୍ଧି କରିବା ପାଇଁ ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ ନେଇ ଆସିଛୁ । ଏହି ସବୁ ପ୍ରଶ୍ନ ଓ ଉତ୍ତର ପାଠ ପଢୁଥିବା ପିଲା ମାନେ ମଧ୍ୟ ପଢି ପାରିବେ ଯାହା ସେମାନଙ୍କର ବିକାଶରେ ସହାୟକ ହେବ । ଏହି କ୍ରମ ରେ ଆଜି ଆମେ ଆପଣ ମାନଙ୍କ ପାଇଁ ସାଧାରଣ ଜ୍ଞାନ ର କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ ମଜାଦାର କଥା କହିବାକୁ ଯାଉଛୁ । ତେବେ ଆସନ୍ତୁ ଆରମ୍ଭ କରିବା ।

୧- ସଂସ୍କୃତ ଭାଷାରେ ମହାଭାରତ ରଚନା କିଏ କରିଥିଲେ ?

ଉତ୍ତର- ବ୍ୟାସଦେବ

୨- ଓଡିଆ ମହାଭାରତର ରଚୟତା କିଏ ଥିଲେ ?

ଉତ୍ତର- ସାରଳା ଦାସ

୩- ବ୍ୟାସଦେବଙ୍କର ପୁତ୍ର ଙ୍କ ନାମ କଣ ?

ଉତ୍ତର- ସୁକଦେବ

୪- ଅମ୍ବା ଙ୍କୁ ପ୍ରଭୁ ଶିବ କେଉଁ ବର ଦେଇଥିଲେ ?

ଉତ୍ତର- ପରଜନ୍ମରେ ପୁରୁଷ ଓ ଭୀଷ୍ମଙ୍କୁ ପରାସ୍ତ କରିବାର ବର

୫- ସତ୍ୟବତୀ ଅନ୍ୟ ଏକ ନାମରେ ପରିଚିତ ଥିଲେ ତାହା କଣ ଥିଲା ?

ଉତ୍ତର- ଯୋଜନା

୬- ବ୍ୟାସଦେବ ଙ୍କ ପିତା ମାତାଙ୍କ ଅନାମ କଣ ଥିଲା ?

ଉତ୍ତର- ପରାଶର ଓ ସତ୍ୟବତୀ

୭- ଗନ୍ଧର୍ବ ଲୋକରେ ମହାଭାରତକୁ ପ୍ରଚାର କିଏ କରିଥିଲେ ?

ଉତ୍ତର- ଶୂକ

୮- ମନୁଷ୍ୟ ଲୋକରେ ମହାଭାରତ କିଏ ପ୍ରଚାର କରିଥିଲେ ?

ଉତ୍ତର- ବଇଶମ୍ପାୟାନ

୯- ଚାରି ବେଦ ମଧ୍ୟରେ ଶ୍ରେଷ୍ଠ କିଏ ?

ଉତ୍ତର- ଆରଣ୍ଯକ

୧୦- ଔଷଧ ମଧ୍ୟ ରେ ଶ୍ରେଷ୍ଠ କିଏ ?

ଉତ୍ତର- ଅମୃତ

୧୧- ପଶୁ ମାନଙ୍କ ମଧ୍ୟରେ ଶ୍ରେଷ୍ଠ କିଏ ?

ଉତ୍ତର- ଧେନୁ ବା ଗୋ-ମାତା

୧୨- ଇତିହାସ ମଧ୍ୟରେ ଶ୍ରେଷ୍ଠ କିଏ ?

ଉତ୍ତର- ମହାଭାରତ

୧୩- ମହାଭାରତରେ କେଉଁ ରାଜବଂଶ ର ଚରିତ୍ର ବର୍ଣ୍ଣିତ ହୋଇଛି ?

ଉତ୍ତର- ଭାରତ ବଂଶୀୟ

୧୪- ବ୍ଯାସ ଙ୍କୁ ଦଇପାୟନ କାହିଁକି କୁହାଯାଏ ?

ଉତ୍ତର- ଦ୍ବୀପରେ ଜନ୍ମ ହୋଇଥିବାରୁ

୧୫- ସତ୍ୟବତୀ କିଏ ଥିଲେ ?

ଉତ୍ତର- ଦାସ ରାଜଙ୍କର ପାଳିତ କନ୍ୟା

୧୬- କେଉଁ ରାଜା ସର୍ପ ଯଜ୍ଞ କରିଥିଲେ ?

ଉତ୍ତର- ଜନ୍ମେଜୟ

୧୭- ମନୁଷ୍ୟ ମାନଙ୍କ ଅମଧ୍ୟରେ ଶ୍ରେଷ୍ଠ କିଏ ଅଟନ୍ତି ?

ଉତ୍ତର- ବ୍ରାହ୍ମଣ

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *