ଭୟଙ୍କରରୁ ଭୟଙ୍କର ଯାଦୁ, କାଛୁ ଓ କୁଣ୍ଡିଆ ଦୂର କରିବା ପାଇଁ କେବଳ ଥରେ ଏହାର ପ୍ରୟୋଗ କରନ୍ତୁ, ଦେଖନ୍ତୁ ଚମତ୍କାର- Helathy Tips

ଆଜିକାଲି ଅନେକ ଲୋକଙ୍କ ଠାରେ ଫଙ୍ଗାଲ ବା ଯାଦୁ କାଛୁ କୁଣ୍ଡିଆ ଭଳି ସମସ୍ଯା ଦେଖା ଯାଇଛି । ଏହାର କାରଣ ହେଉଛି କୌଣସି ପ୍ରକାରର ଶରୀର ରେ ଇନଫେକସନ ହେବା ଦ୍ଵାରା । ଏହା ଛଡା ପାଣି ଯୋଗୁ ମଧ୍ୟ ଏହି ସମସ୍ଯା ଦେଖା ଯାଉଛି । ତେବେ ଏଥିପାଇଁ ଲୋକ ମାନେ ଅନେକ ସମସ୍ୟାର ସମୁଖିନ୍ନ ହେଉଛନ୍ତି । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି ଏକ ଘରୋଇ ଉପଚାର ନେଇ ଆସୁଛି ଯାହାର ପ୍ରୟୋଗ ଦ୍ଵାରା ଯେତେ ପୁରୁଣା ଅକଛୁ କୁଣ୍ଡିଆ ସମସ୍ଯା ହୋଇଥାଉ ନା କାହିଁକି ତାହା ଦୂର ହୋଇଯିବ ।

ଏଥିପାଇଁ ପ୍ରଥମେ ଆବଶ୍ୟକ ରହିଛି କର୍ପୁର ଯାହା ଆପଣଙ୍କ ଠାକୁର ଘରୁ ସହଜରେ ମିଳିଯିବ । ପୂଜାରେ କେଉଁ କର୍ପୁର ବ୍ୟବହାର କରାଯାଏ ଏହି ରେମେଡି ପାଇଁ ଏହା ଆବଶ୍ୟକ । ଏଥିପାଇଁ ୨ଟି କର୍ପୁର ନେଇ ଏହାର ଭଲ ଭାବେ ଗୁଣ୍ଡ ପ୍ରସ୍ତୁତ କରନ୍ତୁ । ଏହା ପରେ ଆଡ କରନ୍ତୁ ଆଲୋଭେରା ଜେଲ ବା ଘିଂ କୁଆଁରୀ ।

ଯଦି ଆପଣ ୨ଟି କର୍ପୁର ନେଇଛନ୍ତି ତେବେ ୪ରୁ ୫ ଛୋଟ ଚାମଚ ଏଲୋଭେରା ଜେଲ ମିଶାନ୍ତୁ । ଏଥିପାଇଁ ଆପଣ ଜେଲକୁ ବାହାର କରି ଏହାର ମିଶ୍ରଣ କରନ୍ତୁ । ଏହା ପରେ ଆପଣ କର୍ପୁର ସହ ଏଲୋଭେରା ଜେଲ ଭଲ ଭାବେ ମିଶ୍ରଣ କରନ୍ତୁ । ଏହା ପରେ ଆଡ କରନ୍ତୁ ୫ରୁ ୬ଟି ତୁଲସୀ ପତ୍ର । ତୁଳସୀ ପତ୍ରକୁ ଭଲ ଭାବେ ପେଷ୍ଟ କରନ୍ତୁ ।

ଏହା ପରେ ଅଳ୍ପ ଲେମ୍ବୁ ରସ ଆଡ କରନ୍ତୁ । ପୁବରୁ ପ୍ରସ୍ତୁତ ହୋଇଥିବା କର୍ପୁରରେ ଲେମ୍ବୁ ଓ ତୁଳସୀ ପତ୍ର ମିଶ୍ରଣ କରନ୍ତୁ । ଆପଣ ଏହି ରେମେଡି ର ପ୍ରୟୋଗ ଯେଉଁ ଜାଗାରେ ଏକଜିମା ବା କାଛୁ କୁଣ୍ଡିଆ ଭଳି ସମସ୍ୟା ହୋଇଛି ସେଠାରେ ଲଗାନ୍ତୁ ।

ଏଭଳି ଭାବେ ଆପଣ ଏହି ରେମେଡିର ପ୍ରୟୋଗ କରିବା ଦ୍ଵାରା ଆପଣ ପ୍ରଥମ ଦିନରୁ ଏହାର ପ୍ରଭାବ ଦେଖିବାକୁ ପାଇବେ । ଏହା ସହ ସପ୍ତାହକୁ ଦୁଇ ଥର ଆପଣ ନିମ୍ବ ପତ୍ର ପାଣିରେ ସ୍ନାନ କରନ୍ତୁ । ଆପଣ ପ୍ରାକୃତିକ ଏଲୋଭେରା ନେଇ ଏହି ରେମେଡି ପ୍ରତସୁତ କରିଲେ ବହୁତ ଭଲ ପ୍ରଭାବ ଦେଖିବାକୁ ମିଳିଥାଏ । ଆପଣଙ୍କର ଯେତେ ପୁରୁଣା କାଛୁ କୁଣ୍ଡିଆ ବା ଏକଜିମା ଭଳି ସମସ୍ଯା ହୋଇଥାଉ ତାହା ତୁରନ୍ତ ଦୂର ହୋଇଯିବ ।

ଆପଣ ମାତ୍ର ଥରେ ଏହି ରେମେଡି ବ୍ଯବହାର କରନ୍ତୁ । ଦେଖିବେ ଆପଣଙ୍କର ଏହି ସବୁ ସମସ୍ଯା ଦୂରେଇ ଯିବ । ଆପଣ ଏହାର ପ୍ରୟୋଗ ନିଜ ଶରୀରରେ ହାଲକା ଭାବେ ମଶାଚ କରିବେ । ଯେଉଁ ଜାଗାରେ ଆପଣଙ୍କର ଜାଦୁ ବା ଏକଜିମା ଭଳି ସମସ୍ଯା ହୋଇଛି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *