ଆଜିକାଲି ସାଧାରଣ ଜ୍ଞାନ ଥିବା ବହୁତ ଆବଶ୍ୟକ ଅଟେ । କାରଣ କେତେବେଳେ କିଏ କେଉଁଠି କୌଣସି ପ୍ରଶ୍ନ କରି ଦେବ ତେବେ ଆପଣ ତାର ଉତ୍ତର ଦେଇ ପାରିବେ । ତେଣୁ ସାଧାରଣ ଜ୍ଞାନ ଆହରଣ କରିବା ଆମ ଜୀବନରେ ଅନେକ କ୍ଷେତ୍ର ରେ କାମରେ ଆସିଥାଏ । ପାଠ ପଢା ଠାରୁ ନେଇ ଚାକିରି ପର୍ଯ୍ୟନ୍ତ ଅନେକ ସମୟରେ ସାଧାରଣ ଜ୍ଞାନ ଆମକୁ ଆଗକୁ ନେବାରେ ସହାୟକ ହୋଇଥାଏ । ଆଜିକାଲି ଇଣ୍ଟରବିୟୁରେ ଏମିତି କିଛି ପ୍ରଶ୍ନ ପଚରା ଯାଉଛି ଯାହାର ଉତ୍ତର ପ୍ରାୟତ କ୍ୟାଣ୍ଡେଟ ମାନେ ଜାଣି ନ ଥାନ୍ତି ।
ଆଉ କିଛି ଉତ୍ତର ଜାଣି ମଧ୍ୟ ସଠିକ ଉତ୍ତର କ୍ୟାଣ୍ଡେଟ ମାନେ ପରୀକ୍ଷା ସମୟରେ ଦେଇ ପାରନ୍ତି ନାହି । କିଛି ପ୍ରଶ୍ନ ର ଉତ୍ତର ସହଜ ହୋଇ ମଧ୍ୟ କ୍ୟାଣ୍ଡେଟ ମାନେ ଦେଇ ପାରନ୍ତି ନାହି । ଏହି ସବୁ ପ୍ରଶ୍ନ ଓ ଉତ୍ତର ପାଠ ପଢୁଥିବା ପିଲା ମାନେ ମଧ୍ୟ ପଢି ପାରିବେ ଯାହା ସେମାନଙ୍କର ବିକାଶରେ ସହାୟକ ହେବ । ଏହି କ୍ରମ ରେ ଆଜି ଆମେ ଆପଣ ମାନଙ୍କ ପାଇଁ ସାଧାରଣ ଜ୍ଞାନ ର କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ ମଜାଦାର କଥା କହିବାକୁ ଯାଉଛୁ । ତେବେ ଆସନ୍ତୁ ଆରମ୍ଭ କରିବା ।
୧- ଭୂରି କ୍ରାନ୍ତି କାହା ସହିତ ସମ୍ବଧିତ ଅଟେ ?
ଉତ୍ତର- ଉର୍ବରକ ଉତ୍ପାଦନ
୨- ବୁଢିଆଣୀ ର କେତୋଟି ଗୋଡ ଥାଏ ?
ଉତ୍ତର- ୮ଟି
୩- ହାତୀ ଗୁମ୍ଫା କେଉଁଠାରେ ରହିଛି ?
ଉତ୍ତର- ଓଡିଶାରେ
୪- ବିଶ୍ଵରେ ମିଠା ପାଣିର ସବୁଠାରୁ ବଡ ହ୍ରଦ କେଉଁଠାରେ ରହିଛି ?
ଉତ୍ତର- ଆମେରିକା
୫- ଛୋଟ ଭାରତ କେଉଁ ଦେଶକୁ କୁହାଯାଏ ?
ଉତ୍ତର- ଫିଜୀ
୬- a.m ର ଫୁଲ ଫର୍ମ କଣ ?
ଉତ୍ତର- ଆଣ୍ଟି ମେରିଡିଆନ
୭- p.m ର ଫୁଲ ଫର୍ମ କଣ ?
ଉତ୍ତର- ପୋଷ୍ଟ ମେରିଡିୟନ
୮- CC ର ଫୁଲ ଫର୍ମ କଣ ?
ଉତ୍ତର- କାର୍ବନ କପି
୯- FM ର ଫୁଲ ଫର୍ମ କଣ ?
ଉତ୍ତର- ଫ୍ରିକ୍ୟୁଏନସି ମୋଡିଲେସନ
୧୦- NEWS ର ଫୁଲ ଫର୍ମ କଣ ?
ଉତ୍ତର- ନର୍ଥ ଇଷ୍ଟ ୱେଷ୍ଟ ସାଉଥ
୧୧- CCTV ର ଫୁଲ ଫର୍ମ କଣ ?
ଉତ୍ତର- କ୍ଳୋଷ୍ଦ ସର୍କିଟ ଟେଲିଭିଜନ
୧୨- WI-FI ର ଫୁଲ ଫର୍ମ କଣ ?
ଉତ୍ତର- ୱେୟାରଲେସ ଫିଡିଲିଟି
୧୩- ATM କାର୍ଡ ପଛରେ CVV ନମ୍ବର ରୁହେ ତାହାର ଫୁଲ ଫର୍ମ କଣ ?
ଉତ୍ତର- କାର୍ଡ ଭେରୀଫିକେସନ ଭ୍ୟାଲୁ
୧୪- DJ ର ଫୁଲ ଫର୍ମ କଣ ?
ଉତ୍ତର- ଡିସ୍କ ଜକି
୧୫- USB ର ଫୁଲ ଫର୍ମ କଣ ?
ଉତ୍ତର- ୟୁନିଭରଶାଲ ସିରିଏଲ ବସ
୧୬- LCD ର ଫୁଲ ଫର୍ମ କଣ ?
ଉତ୍ତର- ଲିକ୍ୟୁଡ କ୍ରିଷ୍ଟାଲ ଡିଶପ୍ଲେ
୧୭- SMS ର ଫୁଲ ଫର୍ମ କଣ ?
ଉତ୍ତର- ସର୍ଟ ମ୍ଯାସେଜ ସର୍ଭିସ
୧୮- FIR ର ଫୁଲ ଫର୍ମ କଣ ?
ଉତ୍ତର- ଫାଷ୍ଟ ଇନଫର୍ମମେସନ ରିପୋର୍ଟ
୧୯- ଏମିତି କଣ, ଯାହାର ମୁଣ୍ଡରେ ପଥର ଥାଏ ଏବଂ ତାହାର ପେଟ ଭିତରେ ଆଙ୍ଗୁଳି ପୁରାଇଲେ ଆପଣ ଖୁସି ହୁଅନ୍ତି ?
ଉତ୍ତର- ମୁଦି
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।