ୟୁକ୍ରେନ ଓ ରୁଷିୟା ମଧ୍ୟରେ ଯୁଦ୍ଧ ନେଲାଣି ଭୟଙ୍କର ରୂପ, ବଙ୍କର ଭିତରେ ପଶିଲେ ପୁଟିନ!

ୟୁକ୍ରେନ ଓ ରୁଷିୟା ମଧ୍ୟରେ ଲାଗିଥିବା ଘମାଘୋଟ ଯୁଦ୍ଧ ମଧ୍ୟରେ ଗାୟବ ହୋଇଗଲେ ପୁଟିନ ଓ ତାଙ୍କ ପୁରା ପରିବାର । ସୂଚନା ଅନୁସାରେ ମସ୍କୋ ତୁ ଅନ୍ତଧ୍ୟାନ ହୋଇ ଯାଇଛନ୍ତି ପୁଟିନ ଙ୍କ ପୁରା ପରିବାର । ଯୁକରେନ ଆକ୍ରମଣ ପରେ ଏବେ ରୁଷିୟା ରେ ପୁରା ବିଶ୍ଵର ନଜର ରହିଛି । ବର୍ତ୍ତମାନ ସୁଧା ଅନେକ ଦେଶ ରୁଷିୟା ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ଆରମ୍ଭ କରିଲେଣି । କାରଣ ପୂର୍ବରୁ ଫ୍ରାନ୍ସ ରୁଷିୟା ଉପରେ ପରମାଣୁ ବୋମା ପକାଇବ ବୋଲି ଖୁଲାସା କରି ସାରିଛି ।

ଏହା ସହ ଆମେରିକା, ବ୍ରିଟେନ ସହ ଅନେକ ଦେଶ ରୁଷିୟା ଉପରେ ଆକ୍ରମ କରିବାକୁ ପ୍ରସ୍ତୁତ ହେଉଥିବା ସୂଚନା ପାଇବା ପରେ ଏବେ ଚିନ୍ତା ରେ ଅଛନ୍ତି ପୁଟିନ । ନିଜେ ଓ ନିଜ ପରିବାରକୁ ନେଇ ବଙ୍କର ଭିତରେ ପୁଟିନ । ପରମାଣୁ ଆଟାକ ର ଧମକ ଦେଉଥିଲେ ସତ କିନ୍ତୁ ଏବେ ସେହି ପରମାଣୁ ବୋମାକୁ ଭୟ କରି ବଙ୍କର ଭିତରେ ଲୁଚି ରହିଛନ୍ତି ପୁଟିନଙ୍କ ପରିବାର ।

ଆଉ ଏହାରି ମଧ୍ୟରେ ୟୁକ୍ରେନ ଯୁଦ୍ଧର ସିଧା ପ୍ରସାରଣ ଦେଖିବା ସହ ଶତ୍ରୁ ର ସ୍ଥିତି ଉପରେ ନଜର ରଖିଛନ୍ତି ପୁଟିନ । କୁହା ଯାଉଛି କି ଏହି ବଙ୍କର ଏତେ ସୁରକ୍ଷିତ ଯେ ପରମାଣୁ ବୋମା ପଡିଲେ ମଧ୍ୟ ଏହାର କୌଣସି କ୍ଷତି ହେବ ନାହି । ତେଣୁ ନିଜକୁ ସୁରକ୍ଷିତ ରଖିବାକୁ ଏହି ବଙ୍କର ଭିତରେ ଲୁଚିଛନ୍ତି ପୁଟିନ ।

ଆଉ ଏହି ଖବର ପ୍ରଚାର ହେବା ପରେ ଆନ୍ତର୍ଜାତୀୟ ସ୍ତର ରେ ଏବେ ଆଲୋଚନା ଆରମ୍ଭ ହୋଇଛି । କୁହ ଯାଉଛି କି ପୁଟିନ ଜାଣି ସାରିଲେଣି ୟୁକ୍ରେନ ସହ ଯୁଦ୍ଧ ଋଷିୟାକୁ ମହଙ୍ଗା ପଡିଛି । ଏହା ସହ କିଏ ଓ କେତେବେଳେ ରୁଷିୟା ଉପରେ ଆକ୍ରମଣ କରିବ ସେ ନେଇ କିଛି ଗ୍ୟାରେଣ୍ଟି ମଧ୍ୟ ନାହି ।

ତେଣୁ ନିଜକୁ ଓ ନିଜ ପରିବାରକୁ ସୁରକ୍ଷିତ ରଖିବା ପାଇଁ ବାଙ୍କଗ ରେ ଲୁଚି ରହିଛନ୍ତି ପୁଟିନ । ଅନ୍ୟ ପକ୍ଷରେ ଘନ ଘନ ଆକ୍ରମଣ କରୁଛି ୟୁକ୍ରେନ ଉପରେ ରୁଷିୟା । ଛାରିଆଡେ ଆଖି ବୁଜା ବୋମା ବର୍ଷଣ ହେଉଛି । ଏହି କ୍ରମ ରେ ପାରାଷୁଟ ଯୋଗୁ ୟୁକ୍ରେନ ର ଏକ ହସ୍ପିଟାଲ ରେ ପହଞ୍ଚିଛନ୍ତି ଋଷିୟା ସୈନ୍ୟ । ୟୁକ୍ରେନ ର କ୍ଷାରକିବାର ଏକ ସ୍ଥାନୀୟ ହସପିଟାଲ ରେ ପହଞ୍ଚିବା ପରେ ରୁଷିୟା ସୈନ୍ୟ ଆକ୍ରମଣ ଆରମ୍ଭ କରିଥିଲେ ।

ଆକାଶ ମାର୍ଗ ରୁ ଆସିବା ପରେ ରୁଷିୟା ସୈନ୍ୟ ଖାରକିବ ରେ ଅବତରଣ କରି ଏକ ସ୍ଥାନୀୟ ହସପିଟାଲରେ ଆକ୍ରମଣ କରିଛନ୍ତି । ତେବେ ଶତ୍ରୁଙ୍କୁ ମାତ ଦେବାକୁ ୟୁକ୍ରେନ ସୈନ୍ୟ ଚେଷ୍ଟା ଜାରି ରଖିଛନ୍ତି । ଏହା ଏହାରି ମଧ୍ୟରେ ପୁଟିନ ବଙ୍କର ଭିତରେ ରହିବା କଥାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ବନ୍ଧୁଗଣ ଆପଣ ମାନଙ୍କର ପୁଟିନଙ୍କର ଏପରି ବଙ୍କର ଭିତରେ ଲୁଚିବା ବିଷୟରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *