ନାମର ପ୍ରଥମ ଲେଟରରୁ ଜାଣନ୍ତୁ, ଆପଣଙ୍କର କେତୋଟି ସନ୍ତାନ ହେବାକୁ ଯାଉଛନ୍ତି…Jyotisha shastra

ବନ୍ଧୁଗଣ ଜ୍ଯୋତିଷ ନିୟମ ଅନୁଯାଇ ପ୍ରତ୍ଯେକ ବ୍ୟକ୍ତିଙ୍କ ଜୀବନରେ ତାଙ୍କ ନାମର ପ୍ରଥମ ଅକ୍ଷରର ଭୂମିକା ବହୁତ ମହତ୍ଵ ରଖିଥାଏ । କାରଣ ବ୍ୟକ୍ତିର ନାମର ପ୍ରଥମ ଲେଟରରୁ ହିଁ ଉକ୍ତ ବ୍ୟକ୍ତି ବିଷୟରେ ଅନେକ କିଛି ତଥ୍ୟ ହାସଲ କରି ହୋଇଥାଏ । ତେବେ ବନ୍ଧୁଗଣ କଣ ଆପଣ ଜାଣିଛନ୍ତି କି ! ନାମର ପ୍ରଥମ ଅକ୍ଷରରୁ ଆପଣ ଜାଣିପାରିବେ । କାହାର କେତୋଟି ସନ୍ତାନ ହେବାକୁ ଯାଉଛି ? ହଁ ଆଜ୍ଞା ନାମର ପ୍ରଥମ ଅକ୍ଷରକୁ ଦେଖି ସେହି ବ୍ୟକ୍ତିର କେତୋଟି ବେବୀ ହେବ ତାହା କେମିତି ଜାଣି ହୋଇଥାଏ ତାହା ଏଠାରେ ଜାଣନ୍ତୁ ।

ଯେଉଁ ମାନଙ୍କର ନାମର ପ୍ରଥମ ଅକ୍ଷର a, s, m ଲେଟରରୁ ଆରମ୍ଭ ହୋଇଥାଏ । ଏହି ଲୋକ ମାନେ ବହୁତ ଭାବୁକ ବ୍ୟକ୍ତି ଅଟନ୍ତି । ଏମାନେ କଣ ଭାବୁଛନ୍ତି ତାହା କେହି ଅତି ସହଜରେ ବୁଝି ପାରନ୍ତି ନାହିଁ । ଏମାନେ ତାଙ୍କ ଘର ପରିବାରକୁ ବହୁତ ଅଧିକ ଭଲ ପାଇଥାନ୍ତି । ଏମାନେ ନିଜ କ୍ଯାରିଅରକୁ ବହୁତ ଗୁରୁତ୍ଵର ସହ ନେଇଥାନ୍ତି । ତେବେ ଏହି ଲେଟରରୁ ଯେଉଁ ମାନଙ୍କର ନାମର ଆରମ୍ଭ ହୋଇଥାଏ । ସେମାନଙ୍କର 2 ଟି ସନ୍ତାନ ହେବାର ସମ୍ଭାବନା ରହିଥାଏ ।

ଯେଉଁ ମାନଙ୍କର ନାମ i ,g, k ଲେଟରରୁ ଆରମ୍ଭ ହୋଇଥାଏ । ଏମାନେ ବହୁତ ମଜାଦାର ସ୍ଵଭାବର ହୋଇଥାନ୍ତି । ଜୀବନକୁ ବିନ୍ଦାସ ଭାବେ ଉପଭୋଗ କରିବାକୁ ଏମାନେ ଅଧିକ ଭଲ ପାଇଥାନ୍ତି । ଏମାନଙ୍କର ସାଙ୍ଗ ମାନଙ୍କର ସଂଖ୍ୟା ମଧ୍ୟ ଅଧିକ ରହିଥାଏ । ଏମାନେ ଜୀବନରେ ଅଧିକ ଟେନସନ ନେବା ପାଇଁ ଜମାରୁ ବି ଭଲ ପାଇନଥାନ୍ତି । ଏହି ନାମର ଲୋକଙ୍କର 3 ଟି ସନ୍ତାନ ହେବାର ସମ୍ଭାବନା ରହିଥାଏ ।

ଯେଉଁ ମାନଙ୍କର ନାମ p, b, n ଲେଟରରୁ ଆରମ୍ଭ ହୋଇଥାଏ । ଏମାନେ ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି । ଏମାନଙ୍କ ସ୍ଵଭାବ ମଧ୍ୟ ବହୁତ ଭଲ ହୋଇଥାଏ । ଅନ୍ୟର ଦରକାର ସମୟରେ ଏମାନେ ତାଙ୍କ ପାଖରେ ଛିଡା ହୋଇଥାନ୍ତି । ପ୍ରେମ ମାମଲାରେ ଏମାନେ ବହୁତ ଯତ୍ନଶୀଳ ଓ ରୋମାଣ୍ଟିକ ମଧ୍ୟ ହୋଇଥାନ୍ତି ।  ଏହି ନାମର ଲୋକଙ୍କର 2 ଟି ବେବି ହେବାର ଚାନ୍ସ ରହିଥାଏ ।

ଆଶା କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ପସନ୍ଦ ଆସିଥିବ । ତେବେ ଏହିଭଳି ପୋଷ୍ଟ ପଢିବା ପାଇଁ ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିବା ସହ ଆମ ପେଜକୁ ଗୋଟେ ଲାଇକ୍ ଓ ଶେୟାର କରିବାକୁ ମଧ୍ୟ ଜମାରୁ ବି ବନ୍ଧୁଗଣ ଭୁଲନ୍ତୁ ନାହିଁ । ଧନ୍ୟବାଦ

 

Leave a Reply

Your email address will not be published. Required fields are marked *