ଘର ମଧ୍ୟରେ ସ୍ଵାମୀ ଓ ସ୍ତ୍ରୀ ବାରମ୍ବାର କଳହ ଲାଗୁଥିଲେ, କ’ଣ କରିବେ ପ୍ରତିକାର ? Anuchinta

ମନୁଷ୍ୟ ଏହି ସଂସାରରେ ସୁଖମୟ ଜୀବନଜାପନ କରିବାକୁ ହେଲେ । ମନୁଷ୍ୟକୁ କେତେ ଗୁଡିଏ ନିୟମ ଓ ଅନୁଶାସନ ପାଳନ କରିବାକୁ ପଡିଥାଏ । ଯେଉଁ ସବୁ ନୀତିନିୟମ ମାନି ଆଗକୁ ବଢିବା ଦ୍ଵାରା ଜୀବନ ସୁଖମୟ ହୋଇଥାଏ । ତେବେ ଚାଲନ୍ତୁ ସେହି ସବୁ ଭଲ ଭଲ ଅନୁଚିନ୍ତା ବିଷୟରେ ଆଜି ଏଠାରେ ଜାଣିବା ।

1- ଶନିଦଶା ପଡିଥିଲେ କାଉକୁ ଖାଇବାକୁ ଦିଅନ୍ତୁ । ଏହା ଛଡା ଘୋଡା ନାଲକୁ ଆଙ୍ଗୁଠିରେ ପିନ୍ଧିଲେ ମଙ୍ଗଳ ହୋଇଥାଏ ।

2- ଘରର ମୁଖ୍ୟଦ୍ଵାରରେ କଣ୍ଟା ଗଛ କିମ୍ବା ଭାଙ୍ଗି ଯାଇଥିବା ଜିନିଷ ରଖନ୍ତୁ ନାହିଁ । ଏହା ଘର ପାଇଁ ଅଶୁଭ ହୋଇଥାଏ ।

3- ମାଟି ସୁରେଇରେ ପାଣି ରଖି ତାକୁ ଘରର ଉତ୍ତର ପୂର୍ବ କୋଣରେ ରଖିଲେ ଘରର ବାସ୍ତୁ ଦୋଷ ଦୂର ହୋଇଥାଏ ।

4- ଯେଉଁ ବ୍ୟକ୍ତି 7 ଟି ଦିତୀୟା ଚନ୍ଦ୍ର ଦର୍ଶନ କରିଥାଏ । ସେହି ବ୍ୟକ୍ତିର ମନବାଞ୍ଛା ପୂରଣ ହୋଇଥାଏ ।

5- ପୁରୁଷ ହେଉ ଅବା ମହିଳା କୌଣସି ବ୍ୟକ୍ତି ନିଜ ବେକକୁ ଖାଲି ରଖନ୍ତୁ ନାହିଁ । ନଚେତ ଏହା ତାଙ୍କ ପାଇଁ ହାନୀକାରକ ହୋଇଥାଏ ।

6- ପ୍ରତିଦିନ ସକାଳେ 2 ଟି ଲିମ୍ବପତ୍ର ଖାଇଲେ । ମୁହଁରୁ ସବୁ ବ୍ରଣ ଭଲ ହୋଇଯିବ ଅସହ ଦାଗ ମଧ୍ୟ ଲିଭିଯାଇଥାଏ । ଏଥିସହ ମୁହଁର ତେଜ ବଢିଥାଏ ।

7- ସକାଳୁ ଉଠି ବାସୀ ମୁହଁରେ 1 ଗ୍ଳାସ ପାଣି ପିଇଲେ । ଶରୀର ପାଇଁ ବହୁତ ଭଲ ହୋଇଥାଏ ।

8- ପିତୃ ମାତୃ ଶ୍ରାଦ୍ଧ ଦିନ ପାନ ଖାଆନ୍ତୁ ନାହିଁ । ସେହି ଦିନ କାହା ଘରେ ମଧ୍ୟ ଖାଇବା ଉଚିତ ନୁହେଁ ।

9- ଦିନ ସମୟରେ ଯେତେ ସମୟ ସମ୍ଭବ ନୀରବ ହୋଇ ରହିବାକୁ ଚେଷ୍ଟା କରନ୍ତୁ । ଏହା କରିବା ଦ୍ଵାରା ମାନସିକ ଶାନ୍ତି ମିଳିବା ସହ ମନ ଭଲ ରହିଥାଏ ।

10- ଖାଇବା ସମୟରେ ଭୂମୀ ଉପରେ ଖାଲି ନବସି ଭୂମୀ ଉପରେ ଆସନ ପକାଇ କରି ବସ ଖାଇଲେ ମଙ୍ଗଳ ହୋଇଥାଏ ।

11- ଗାଧୁଆ ଘରେ ସଂପୂର୍ଣ୍ଣ ଉଲଗ୍ନ ହୋଇ ସ୍ନାନ କରିବା ଉଚିତ ନୁହେଁ । ନଚେତ ସେହି ଘର ଉପରେ ପିତୃ ପୁରୁଷ ଅଶାନ୍ତି ହୋଇଥାନ୍ତି ।

12- ସିନ୍ଦୁର ପିନ୍ଧିବା ବେଳେ ରୂପା କଣ୍ଟା କିମ୍ବା ଝିଅଙ୍କ କାଠିରେ ସିନ୍ଦୁର ପିନ୍ଧିଲେ । ବହୁତ ଶୁଭ ହୋଇଥାଏ ।

13- ସନ୍ଧ୍ଯା ସମୟରେ ଖାଇବା, ଶୋଇବା କିମ୍ବା ପାଠ ପଢିବା ଅନୁଚିତ । ଏହି ସବୁ କାର୍ଯ୍ୟରୁ ସନ୍ଧ୍ୟା ସମୟରେ ନିଜକୁ ଦୂରେଇ ରଖନ୍ତୁ ।

14- ସକାଳୁ ଉଠିଲା ପରେ ନିଜ ମୁହଁକୁ ଆଇନାରେ ଦେଖନ୍ତୁ ନାହିଁ । ଠାକୁର ଦର୍ଶନ ପରେ ହିଁ ଦେଖିବା ଉଚିତ ।

15- ସ୍ଵାମୀ ଓ ସ୍ତ୍ରୀ ଭିତରେ ଝଗଡା ଲାଗୁଥିଲେ । 2 ଟି ମୟୂର ପୁଚ୍ଛ ବିବାହ ଆଲବମରେ ରଖିଲେ । ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ କଳହ ଦୂର ହୋଇ ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ ।

ବନ୍ଧୁଗଣ ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥିଲେ । ଆମ ପେଜକୁ ଗୋଟିଏ ଲାଇକ୍ କରିବା ସହ ଅନ୍ୟ ମାନଙ୍କ ସହ ମଧ୍ୟ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *