ବାହାଘରର ମାତ୍ର ଏକ ବର୍ଷ ପରେ ଏବେ ଆନିଭରସରି ମନାଉ ଛନ୍ତି ଅର୍ଚ୍ଚିତା ଓ ସବ୍ଯସଚ୍ଚି । ସେମାନେ ବିବାହ କରିବାର କିଛି ଦିନ ପରେ ସେମାନେ ଓଡିଶା କୁ ଆସିଥିଲେ । ଆଜି ଆମେ କହିବା କି ସାବ୍ଯସଚି ନିଜ କାମକୁ ନେଇକି ବହୁତ ପେରଫେକ୍ଟ ଅଟନ୍ତି । ସବ୍ୟସଚ୍ଚି ନିଜ କାମକୁ ନେଇକି ବହୁତ ଚିନ୍ତାରେ ଥିବାର ଅର୍ଚ୍ଚିତା କହିବାର ଆମେ ଭିଡିଓ ଦେଖିଥିଲେ । ଏବେ କହିବା କି ସବ୍ୟ ପ୍ରଥମେ ବିବାହ କରି ସାରି ଥିଲେ ସେ ଇଞ୍ଜିନିୟର ମଧ୍ୟ ଅଟନ୍ତି ।
ଆଜି ଆମେ କହିବା କି ତାଙ୍କର ବିବାହର ପ୍ରଥମ ବର୍ଷ ସେ ଭି ଦ୍ଵିତୀୟ ବିବାହର ବହୁତ ଭଲରେ ଯାଇଛି । ଦୁହେଁ ରାଜସ୍ଥାନରେ ବିବାହ କରିଥିଲେ ଓ ସେମାନଙ୍କ ସହ କିଛି ବନ୍ଧୁ ଓ ପ୍ରିୟ ଲୋକଙ୍କ ସହ ପରିବାର ର ଲୋକମାନେ ମଧ୍ୟ ସାମିଲ ଥିଲେ ।
ବିବାହ ପରେ ମଧ୍ୟ ଅର୍ଚ୍ଚିତା ଓ ସବ୍ୟସଚ୍ଚି ପରସ୍ପର କୁ ଶୁଟିଙ୍ଗ ରେ ହିନ ପ୍ରେମ କରି ବସିଥିଲେ । ବିବାହ ପରେ ସେମାନେ ପରସ୍ପର କୁ ଖୁବ ଖୁଶିରେ ରଖିଛନ୍ତି । ବିବାହ ପରେ ମଧ୍ୟ ଅର୍ଚ୍ଚିତା ଦୁଇ ଦୁଇ ଟି ଚଳଚିତ୍ର କରି ସାରିଛନ୍ତି ।
କିନ୍ତୁ ସେମାନଙ୍କ ମଧ୍ୟରେ ଏବେ କିଛି ଭି ଖରାପ ହୋଇନି । ସାଧାରଣ ଭାବେ ବିବାହର କିଛି ଦିନ ପରେ ବିବାଦ ଆରମ୍ଭ ହୋଇ ଯାଇ ଥାଏ ମାତ୍ର ଏମାନଙ୍କ ମଧ୍ୟରେ କିଛି ଜଣ ଅଲଗା ଅଲଗା ମତ କୁ ନେଇ ବିବାଦ ଆରମ୍ଭ କରି ଛନ୍ତି ମାତ୍ର ଏବେ ଏମାନଙ୍କ ଜୀବନରେ କିଛି ଝାଡା ନଥିଇବାର ଦେଖିକି ଫ୍ୟାନ୍ସ ମାନେ ଖୁବ ଖୁଶିରେ ଅଛନ୍ତି ।
ଆଜି ଆମେ କହିବା କି ସେମାନେ ନିଜ ପରିବାର ସହ ନିଜ ପ୍ରଥମ ବିବାହ ବାର୍ଷିକ ଏବେ ଖୁବ ଧୁମ ଧାମ ରେ ପାଳନ କରୁଛନ୍ତି । ଆଜି ଆମେ କହିବା କି କିଛି ଲୋକମାନେ ଏବେ ଦୁହିନ ଙ୍କ ଯୋଡିକୁ ଖୁବ ପସନ୍ଦ କରିଛନ୍ତି ।
ଆଜି ଆମେ କହିବା କି ଏହି ଯୋଡି ଏବେ ଖୁବ ଖୁଶିରେ ସମାଜ ସେବା କରୁଛନ୍ତି । ଅର୍ଚ୍ଚିତା ମଧ୍ୟ ନିଜ ବୋହୁ ହେବାର କର୍ତ୍ତବ୍ୟ ପାଳନ କରୁଛନ୍ତି । ସେମାନେ ମଧ୍ୟ ଏବେ ବହୁତ ଖୁଶିରେ ଆଗକୁ ନିଜ ସଂସାର କୁ ଆଗେଇ ନେଉଛନ୍ତି ତେବେ ଆପଣଙ୍କୁ ଏହି ଯୋଡି କିଭଳି ଲାଗନ୍ତି ନିଶ୍ଚିତ ଭାବେ ଜଣାଇବେ ।