ତ୍ରିରଙ୍ଗା ସାଜିଲା ରକ୍ଷା କବଚ..ପାକିସ୍ତାନୀ କହିଲେ, ତ୍ରିରଙ୍ଗା କରିବ ଉଦ୍ଧାର, ଅଛି ଭରସା

ବନ୍ଧୁଗଣ ୟୁକ୍ରେନ ଓ ରୁଷିଆ ମଧ୍ୟରେ ଲାଗି ରହିଛି ଘମାଘୋଟ ମ୍ହାଯୁଦ୍ଧ ଯାହା ସାରିବାର ନାଁ ନେଉ ନାହି । ବରଂ ଦିନକୁ ଦିନ ବଢିବାରେ ଲାଗିଛି । ଏହି ସମୟରେ ୟୁକ୍ରେନ ରେ କିଛି ଏମିତି ଦୃଶ୍ୟ ସମାନାକୁ ଆସିଛି । ସୂଚନା ଅନୁସାରେ ପାକିସ୍ତାନୀଙ୍କ ହାତରେ ରହିଛି ତ୍ରିରଙ୍ଗା, ମୁହଁରେ ଭାରତ ମାତା କି ଜୟା, ତ୍ରିରଙ୍ଗା ସାଜିଲା ରକ୍ଷା କବଚ, ପାକିସ୍ତାନୀ କହିଲେ ତ୍ରିରଙ୍ଗା କରିବା ଉଧାର ଅଛି ଭରସା । ଏଭଳି ଚିତ୍ର ଦେଖିବା ଭାରତୀୟଙ୍କୁ ଗର୍ବ ଅନୁଭବ କରାଇବ ।

କାରଣ ତ୍ରିରଙ୍ଗା ଧରି କେବଳ ଭାରତୀୟ ଛାତ୍ର ନିସ୍ତାର ପାଉ ନାହାନ୍ତି ବରଂ ଅନେକ ପାକିସ୍ତାନୀ ମଧ୍ୟ ତ୍ରିରନଗ ଦେଖାଇ ବର୍ଡର ପାରା କରିଛନ୍ତି । ଫେବୃଆରି ୨୭ ର କିଛି ଭିଡିଓ ଯାହାୟର କରିଛି ଭାରତର ପ୍ରତିଷ୍ଠା ନିରପେକ୍ଷତା । ଶତ୍ରୁ ଦେଶ ହେଲେ ମଧ୍ୟ ପାକିସ୍ତାନୀ ନିଜର ସୁରକ୍ଷା ପାଇଁ ଅରିଛନ୍ତି ଭାରତର ବ୍ୟବହାର ।

ଦକ୍ଷିଣ ୟୁକ୍ରେନ ର ଓରେଶ ରୁ ଆସିଥିବା ଜଣେ ଡାକ୍ତରୀ ଛାତ୍ର କହିଥିଲେ ଯେ ଆମକୁ ୟୁକ୍ରେନରେ କୁହା ଯାଇଥିଲା ଯଦି ଭାରତୀୟ ଓ ତ୍ରିରଙ୍ଗା ରଖିଲେ ଆମକୁ କିଛି କ୍ଷତି ପହଞ୍ଚାଇ ଦିଆଯିବ ନାହି । ଏପରିକି କେନ୍ଦ୍ର ମନ୍ତ୍ରୀ ଜିଙ୍କ କିଶାନ ରେଡି ମଧ୍ୟ ଭାରତୀୟ ଛାତ୍ରଙ୍କୁ ଏପରି କରିବାକୁ ପରାମର୍ଶ ଦେଇଥିଲେ ।

ଏଥିପାଇଁ ଛାତ୍ର ମାନେ ବଜାରରୁ ଏସପିରେ ପେଣ୍ଟ ଆଣି ତ୍ରିରଙ୍ଗା ତିଆରାଇ କରିଥିଲେ । ସ୍ଥଳ ପଥରେ ରୋମାନିଆ ଓ ପୋଲାଙ୍ଗ ଆସିବାକୁ ଗାଡିରେ ଲଗାଇ ଥିଲେ ଭାରତୀୟ ତ୍ରିରଙ୍ଗା । ସେଥି ପାଇଁ ବଡ ଭରସା ଦେଇଥିଲେ ରୁଷିଆ ସୈନ୍ୟ । ସେପରେ ପାକିସ୍ତାନ ସରକାର ନିଜସ୍ଵ ଉଦ୍ୟମ ରେ ବର୍ଡର ପାର ହେବାକୁ କହିଥିଲେ ।

ଏହା ପରେ ସେଠାରୁ ସେମାନଙ୍କୁ ଦେଶକୁ ଫେରାଇବା ପାଇଁ ବନ୍ଦୋବସ୍ତ କରାଯିବ ବୋଲି କହିଥିଲେ । କିନ୍ତୁ ଇମ୍ରାନ ସରକାର ଙ୍କ ନିସ୍ପତିରେ ଅସ୍ପଷ୍ଟତା ନେଇ କ୍ଷୁବ୍ଧ ପାକିସ୍ତାନ ଛାତ୍ର । ସେମାନେ ଆପଣେଇ ଥିଲେ ଭାରତୀୟ ଢାଲ । ତ୍ରିରଙ୍ଗା ଧରି ଚେକ ପୋଷ୍ଟ ରେ ଭାରତ ମାତା କି ଜୟ କହିଥିଲେ ପାକିସ୍ତାନୀ ଛାତ୍ର ।

ତୁର୍କୀ ଛାତ୍ର ମାନେ ମଧ୍ୟ ସମାନ ବାଟ ଆପେଣଇ ପାର ହୋଇଥିଲେ ୟୁକ୍ରେନ ସୀମା । ଯଦିଓ ପାକିସ୍ତାନ ଭଳି ତୁର୍କୀ ମଧ୍ୟ ବହରତ ବିରୋଧୀ ଅଟେ । କିନ୍ତୁ ଶତ୍ରୁତା ନୁହେ ମାନବିକତା ହିଁ ଭାରତର ଧର୍ମ । ଏହା ପୁଣି ଥରେ ପ୍ରମାଣିତ ହୋଇଛି ।

ବନ୍ଧୁଗଣ ଆପଣ ମାନଙ୍କର ଏହି ମାମଲାରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *