ଛାତି ପୋଡିବା, ଆମ୍ବିଳା ହାକୁଡି ଦେବା ଆଦି ସମସ୍ୟା ଦେଖା ଦେଉଥିଲେ କଣ କରିବେ, ଦେଖନ୍ତୁ କଣ କହୁଛନ୍ତି Dr Gyanranjan Rout

ବନ୍ଧୁଗଣ ଡାକ୍ତରୀ ଭାଷାରେ GERD ର ଫୁଲଫର୍ମ ଏହୁଛି ଗ୍ୟାଷ୍ଟ୍ରୋସୋଫେଜ୍ ରିଫ୍ଲକ୍ସ ଡିଜିଜ । ଏହା ଏମିତି ଏକ ରୋଗ ଯାହା ପାକସ୍ତଳିରୁ ଖାଦ୍ୟନଳୀ କୁ ଆସିଥାଏ । ଏହି ରୋଗ ହେବାର ଅନେକ କାରଣ ରହିଛି । ଯେମିତି ଆଜିକାଲି ଅନେକ ଲୋକଙ୍କ ଠାରେ ମୋଟାପଣ ଆଦିକ ଦେଖା ଯାଉଛି ଯାହାକାଉ ଓବେସିଟି କୁହାଯାଉଛି । ଖାଦ୍ୟନଳୀ ଓ ପାକସ୍ଥଳୀକୁ ଯୋଡିଥାଏ ଯେଉଁଠି ଲୁଜ ରହିଥାଏ ଯାହାକୁ ଲାକ୍ଷ ଲୋରିୟା ସବଜେମିଣ୍ଟାରି । ଅନେକ ଲୋକ ଅଧିକ ମାତ୍ରାର ରେ କଫି, ଧୂମରପଣ, ଆଲକୋହଲ ସେବନ କରିବା ଦ୍ଵାରା ଏହି ରୋଗ ହୋଇଥାଏ ।

ଏହା ସହ ଯେଉଁ ମାନେ ଅଧିକ ମାତ୍ରାରେ ପେନକ୍ଲିୟର ଖାଇଥାନ୍ତି ସେମାନଙ୍କ ଠାରେ GERD ରୋଗ ଦେଖାଯାଏ । ଏହି ରୋଗ ହେଲେ ଅନେକ ପ୍ରକାରର ଲକ୍ଷଣ ଦେଖାଯାଏ । ସାଧାରଣ ରୋଗୀ ମାନଙ୍କର ଛାତି ପୋଡା ହୋଇଥାଏ ଯାହାକୁ ହାର୍ଟ ବନ କୁହାଯାଏ । ଆଉ କିଛି ଲୋକଙ୍କୁ ଛାତି ଯନ୍ତ୍ରଣା ହୋଇଥାଏ ବା ଖାଦ୍ୟ ମୁହଁକୁ ଆସି ଯାଇଥାଏ ଯାହା GERD ର ଲକ୍ଷଣ ଅଟେ । ଆଉ କିଛି ଲୋକଙ୍କୁ ଖାଦ୍ୟ ଗିଳିବାରେ ଅସୁବିଧା ହୋଇଥାଏ । ରାତିରେ କିଛି ଲୋକନକୁ କାଶ ହେବା ସହ କଫ ମଧ୍ୟ ହୋଇଥାଏ ।

ଯଦି ଆପଣଙ୍କର ଲକ୍ଷଣ ଅଧିକ ଦିନ ରହିଛି ତେବେ ଏହା ସିରିଏସ ହୋଇଥାଏ । ଆଦି ଆପଣଙ୍କର କଳା ଝାଡା, ରକ୍ତ ବାନ୍ତି, ଅନେକ ଦିନରୁ କାଶ ହେଉଛି, କଫ ହେଉଛି କିମ୍ବା ଆପଣଙ୍କର ଓଜନ କମୁଛି ବା ହିମୋଗ୍ଲୋବିନ କମ ରହିଛି ତେବେ ଏହା GERD ର ଲକ୍ଷଣ ଅଟେ । ଏହି କ୍ଷେତ୍ରରେ ରୋଗୀ ମାନଙ୍କର ଇଣ୍ଡୋସ୍କୋପି କରାଯାଏ । ଯଦି କିଛି ଆଲାରାମ ଲକ୍ଷଣ ରହିଛି ତେବେ ରୁଟିନ ଚେକପ ଯେମିତିକି ରକ୍ତ ପରୀକ୍ଷା, ଆନିମିଆ ଟେଷ୍ଟ କରାଯାଏ । ଏଥିପାଇଁ କିଛି ମେଡ଼ିସିନ ମଧ୍ୟ ଦିଆଯାଏ ।

ଯଦି ଶିଂଗଲ ଡୋଜରେ ନ କାମେ ତେବେ ଡବଲ ଡୋଜ ଦିଆଯାଏ । ଏହା ସହ ଆଣ୍ଟାସିଟ ଫର୍ମରେ ଶିରଫ ବା ବଟିକା ଦିଆଯାଏ । ଏହି ରୋଗ ହେଲେ ଖାଦ୍ୟନଳୀ ରେ ଅଲସର ହୋଇପାରେ । କିଛି ଲୋକଙ୍କୁ ଅଲସର ଜନିତ ଷ୍ଟିଚର ହୋଇପାରେ ଯାହାର ଅର୍ଥ ହେଉଛି ଖାଦ୍ୟ ପାଇପ ନିରା ହୋଜିବା ।

କିଛି ଲୋକଙ୍କୁ ପ୍ରି-କ୍ୟାନ୍ସର ବା ଇଶୋଫେଜିଆଲ କ୍ୟାନ୍ସର ମଧ୍ୟ ହୋଇପାରେ ଯାହା ଏହି GERD ର ଜଟିଳତା ଅଟେ । ଆଉ କିଛି ଲୋକଙ୍କୁ କ୍ରୋନିକ ଯେମିତି ଆସ୍ଥମା ମଧ୍ୟ ହୋଇପାରେ ଯାହା ଏହି ରୋଗର ଜଟିଳତା ଅଟେ । ଆଜିକାଲି ଏହି ରୋଗର ମୁଖ୍ୟ କାରଣ ହେଉଛି ମୋଟାପଣ । ତେଣୁ ବାହାରର ଜଙ୍କ ଫୁଡ, ସ୍ପାଇଶି ଫୁଡ, ଆଲକୋହଲ, ଧୂମ୍ରପାନ, କଫି ସେବନ ବନ୍ଦ କରିଆବା ଉଚିତ ।

ଏହା ସହ ଠିକ ଭାବେ ଶୋଇବା ଉଚିତ । ଆମେ ରେଗୁଲାର ବ୍ୟାୟମ ବା ଯୋଗ କରିବା ଉଚିତ । ଯଦି କିଛି ଲକ୍ଷଣ ଅଧିକ ଦିନ ଦେଖାଯାଏ ତେବେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *