ଆମକୁ ଏମିତି ସ୍ଵପ୍ନ କାହିଁକି ଆସିଥାଏ ? କଣ ରହିଛି ଏହାର ରହସ୍ୟ ? Krishna Upadesh

ବନ୍ଧୁଗଣ ସ୍ଵପ୍ନ ରେ ଏକ ବିଶେଷ ଅବସ୍ଥା ରହିଥାଏ ଯେଉଁଥିରେ ବାସ୍ତୁ ର ଆଭାସ ହୋଇଥାଏ । ଆପଣ ଏମାନେ ନିଜ ଜୀବନରେ ଅନେକ ପ୍ରକାର ସ୍ଵପ୍ନ ଦେଖିଥିବେ । ଯାହାର ସ୍ଵପ୍ନ ଶାସ୍ତ୍ର ଅନୁଯାୟୀ ଅଲଗା ମହତ୍ଵ ରହିଥାଏ । କିଛି ସ୍ଵପ୍ନ ଏମିତି ରହିଥାଏ ଯାହା ଶୁଭ ସଂକେତ ଦେଇଥାଏ । ଆଉ କିଛି ସ୍ଵପ୍ନ ଏମିତି ହୋଇଥାଏ ଯାହା ଅଶୁଭ ସଂକେତ ଦେଇଥାଏ । ଆଜି ଆମେ ଆପଣ ମାନଙ୍କୁ ଏମିତି ୫ଟି ସ୍ଵପ୍ନ ବିଷୟରେ କହିବାକୁ ଯାଉଛୁ ଯାହାକୁ ଦେଖିଲେ ବ୍ୟକ୍ତି ଆଶ୍ଚର୍ଯ୍ୟ ଚକିତ ହୋଇଥାଏ ।

୧- ସାପ ଦେଖିବା : ସ୍ଵପ୍ନ ଶାସ୍ତ୍ର ଅନୁଯାୟୀ ଯଦି ବ୍ୟକ୍ତି ସ୍ଵପ୍ନ ରେ ତେବେ ଏହାର ଅର୍ଥ ହେଉଛି ସମସ୍ଯା ଘେର ରେ ଘେରିବାକୁ ଯାଉଛି । ଯଦି ସ୍ଵପ୍ନ ରେ ସାପ କାମୁଡିବାର ଦେଖନ୍ତି ତେବେ ଗମ୍ଭୀର ରୋଗର ହେବାର ସୂଚନା ମିଳିଥାଏ । ଏମିତି ବି ହୋଇପାରେ କୌଣସି ପ୍ରକାରର ସଙ୍କଟ ଆସିପାରେ ।

୨- ଈଶ୍ବରଙ୍କ ଦର୍ଶନ : ଯଦି ବ୍ୟକ୍ତି ସ୍ଵପ୍ନ ରେ ଭଗବାନଙ୍କୁ ଦେଖିଥାଏ ତେବେ ଭଗବାନ ତାକୁ ସତ ମାର୍ଗ ରେ ଚାଲିବାକୁ ଇସାରା ଦେଇଥାନ୍ତି । କାରଣ ଆଜିର ବ୍ୟସ୍ତ ବହୁଳ ଜୀବନରେ ଲୋକ ମାନେ ଭଗବାନ ଙ୍କ ନାମ ନେବାକୁ ଭୁଲି ଯାଉଛନ୍ତି ତା ଆଉ କିଛି ଲୋକଙ୍କ ପାଖରେ ସମୟ ହେଉ ନାହି । ଏଥିପାଇଁ ଭଗବାନ ନିଜେ ଭକ୍ତ ଙ୍କୁ ସ୍ଵପ୍ନ ଜରିଆରେ ଇସାରା ଦେଇଥାନ୍ତି । ଏମତିତି କି ଭଗବାନ ବ୍ୟକ୍ତି କୁ ଭୁଲ ରାସ୍ତାରେ ଯିବା ପାଇଁ ରୋକିଥାନ୍ତି ।

୩- ଉଚ୍ଚ ସ୍ଥାନରୁ ପଡିବା : ସ୍ଵପ୍ନ ଶାସ୍ତ୍ର ଅନୁଯାୟୀ ଯଦି ବ୍ୟକ୍ତି ଉଚ୍ଚ ସ୍ଥାନରେ ପଡିବାର ସ୍ଵପ୍ନ ଦେଖିଥାଏ ତେବେ ଏହା ଭଲ ନୁହେ । ଏମିତି ସ୍ଵପ୍ନ ଆସିଲେ ବ୍ୟକ୍ତି କୁ ନିକଟ ଭବିଷ୍ୟତରେ ଅସୁବିଧାର ସାମନା କରିବାକୁ ପଡିବ ବୋଲି ସୂଚନା ମିଳିଥାଏ ।

୪- ମୃତ୍ୟୁ ଦେଖିବା : ଯଦି ବ୍ୟକ୍ତି ସ୍ଵପ୍ନ ରେ ମୃତ୍ୟୁ ଦେଖିଥାଏ ତେବେ ସ୍ଵପ୍ନ ଶାସ୍ତ୍ର ଅନୁଯାୟୀ ଏହା ବ୍ୟକ୍ତି କୁ ଦୁଖ ର ଭାବନାକୁ ବ୍ୟକ୍ତ କରିଥାଏ ।

୫- ସ୍ଵାମୀ ସ୍ତ୍ରୀ ସଂଭୋଗ କରିବା : ଯଦି ସ୍ଵାମୀ ସ୍ତ୍ରୀ ସ୍ଵପ୍ନ ରେ ସଂଭୋଗ କରିବାର ଦେଖନ୍ତି ତେବେ ସ୍ଵପ୍ନ ଶାସ୍ତ୍ର ଅନୁଯାୟୀ ସ୍ଵାମୀ ସ୍ତ୍ରୀ ଙ୍କ ଜୀବନ ବହୁତ ଭଲରେ ବ୍ଯତୀତ ହେଉଛି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *