ସବୁଠାରୁ ଖତରନାକ ହୋଇଥାନ୍ତି ଏହି 6ଟି ନାମର ଝିଅ- Jyotisha Shastra

ଘରର ଝିଅ ଓ ବୋହୁ ଲକ୍ଷ୍ମୀଙ୍କ ରୂପ ହୋଇଥାଏ ଯାହା ସତ୍ୟ ଅଟେ । ଘରେ ବୋହୁର ଆଗମନ ସାକ୍ଷାତ ଲକ୍ଷ୍ମୀଙ୍କ ପ୍ରବେଶ ବୋଲି ମାନାଯାଏ । ଏହି ଝିଅ ମାନେ ପୁଅଙ୍କ ଠାରୁ ସୁଖ ସମୃଦ୍ଧି ପରିବାର ଲୋକଙ୍କୁ ଦେଇଥାନ୍ତି । ବିବାହ ପରେ ଝିଅ ବାପଘର ଛାଡି ଶାଶୁଘରକୁ ଯାଇଥାନ୍ତି ତ ଅନ୍ୟ କାହାର ଝିଅ ଆମ ଘରକୁ ବୋହୁ ହୋଇ ଆସିଥାଏ । କିନ୍ତୁ ଘରର ଝିଅ ଓ ବୋହୁ ଏମିତି ଖରାପ ଅଭ୍ଯାସରେ ପଡିଥାନ୍ତି ଯାହା ଦ୍ଵାରା ଲକ୍ଷ୍ମୀ ମାତା ରୁଷ୍ଟ ହୋଇଥାନ୍ତି । ଶାସ୍ତ୍ର ଅନୁଯାୟୀ ଏହି ଝିଅମାନେ ସବୁଠାରୁ ଖତରନାକ ଝିଅ ହୋଇଥାନ୍ତି ସେହି ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

୧- B ନାମର ଝିଅ ମାନେ : ଯେଉଁ ଝିଅ ମାନଙ୍କର ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ଏମାନଙ୍କର ସ୍ଵଭାବ ବହୁତ ଭଲ ହୋଇଥାଏ । କିନ୍ତୁ କଥା କଥାରେ ରାଗ ଆସିଆବ ଏମାନଙ୍କର ସବୁଠାରୁ ଖରାପ ଗୁଣ ରହିଥାଏ । ଅନେକ ସମୟରେ ଏମାନେ ନିଜ ରାଗ ଅନ୍ୟ ଉପରେ ସୁଝାଇଥାନ୍ତି ।

୨- H ନାମର ଝିଅମାନେ : ଯେଉଁ ଝିଅ ମାନଙ୍କର ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ଏମାନେ ଅନ୍ୟ ସହ ମିଳିମିଶି ରହିବାକୁ ପସନ୍ଦ କରିଥାନ୍ତି । ଏମାନେ ନିଜର ଓ ପରିବାରର ମାନ ସମାନ ପାଇଁ କିଛି ବି କରିବାକୁ ପ୍ରସ୍ତୁତ ରହିଥାନ୍ତି । କିନ୍ତୁ କଥା କଥାରେ ରାଗ ଆସିବା ଏମାନଙ୍କର ଖତରନାକ ସ୍ଵଭାବ ମାନା ଯାଇଥାଏ । ଏମାନେ ନିଜ ରାଗ ଉପରେ କାବୁ ରଖିପାରନ୍ତି ଯାହା କାରଣରୁ ଏମାନଙ୍କର କ୍ଷତି ହୋଇଥାଏ ।

୩- L ନାମର ଝିଅମାନେ : ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷର ରୁ ଆରମ୍ବ ହୋଇଥାଏ ଏମାନେ ଯେଉଁ କାମ କରିବାକୁ ଇଚ୍ଛା କରନ୍ତି ନାହି ଯାହା ଦ୍ଵାରା ସେମାନଙ୍କର ଇମେଜ ଖରାପ ହେବ । କିନ୍ତୁ ଏମାନଙ୍କର କ୍ରୋଧ ଏମାନଙ୍କୁ କମଜୋର କରିଥାଏ । ଏମାନେ କେବେ ବି କାହା ଉପରେ ବି ନିଜର ରାଗ ସୁଝାଇଥାନ୍ତି ।

୪- P ନାମର ଝିଅମାନେ : ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ଏମାନଙ୍କର ସ୍ଵଭାବ କ୍ରୋଧୀ ହେବା ସହ ଶାନ୍ତ ମଧ୍ୟ ହୋଇଥାଏ । ଏମାନେ କମ କଥା କହିବା ସହ ନିଜ ଦୁନିଆରେ ହଜି ରହିଥାନ୍ତି । ଏମାନେ ନିଜ ରାଗ ଅନ୍ୟ ଉପରେ ନ ସୁଝାଇ ନିଜ ଉପରେ ସୁଝାଇଥାନ୍ତି । ରାଗରେ ଏମାନେ ନିଜର କ୍ଷତି କରିଥାନ୍ତି ।

୫- R ନାମର ଝିଅମାନେ : ଯେଉଁ ଝିଅମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ଏମାନେ ଦେଖିବାକୁ ସୁନ୍ଦର ହେବା ସହ ତେଜ ଦିମାଗର ହୋଇଥାନ୍ତି । ଯାହା ପାଇଁ ଲୋକେ ଆକର୍ଷିତ ହୋଇଥାନ୍ତି । କିନ୍ତୁ ରାଗ ଏମାନଙ୍କର କମଜୋରି ହୋଇଥାଏ ।

୬- S ନାମର ଝିଅମାନେ : ଯେଉଁ ଝିଅମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ଏମାନେ ପ୍ରେମ ମାମଲାରେ ସାଥ ନିଭାଇଥାନ୍ତି । କିନ୍ତୁ ଶତ୍ରୁତା ମଧ୍ୟ ସେମିତି ନିଭାଇଥାନ୍ତି । ଏମାନଙ୍କଙ୍କୁ ଅଧିକ ରାଗ ଆସିଥାଏ ଯାହା କାରଣରୁ ଲୋକେ ଏମାନଙ୍କ ଠାରୁ ଦୂରେଇ ଯାଇଥାନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *