ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ କଂଗ୍ରେସ ବିଧାୟକ ସୁର ରାଉରାତରାଏ ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ଅନେକ ସମୟରେ ସୋସିଆଲ ମିଡିଆରେ ନିଜର କଥା କହିବାର ଶୈଳୀ ପାଇଁ ବେଶ ଚର୍ଚ୍ଚା ରେ ରହିଥାନ୍ତି । ଅନେକ ବିବାଦକୁ ନେଇ ସୁର ଭାଇ ମୁହଁ ଖୋଲିବାର ନଜର ଆସିଛନ୍ତି ଯାହାକୁ ୟୁଜର୍ସ ମାନେ ପ୍ରଶଂସା ମଧ୍ୟ କରିଥାନ୍ତି । ବର୍ତ୍ତମାନ ସମୟରେ ସୁର ଭାଇଙ୍କର ଏକ ନୂଆ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ଗୀତ ଗାଇବାର ନଜର ଆସୁଛନ୍ତି ।
ତେବେ ସବୁଠାରୁ ମଜାଦାର କଥା ହେଉଛି ଗୀତ ର ନାଁ ହେଉଛି ତୁ ରାଣୀ କଙ୍କଡାର ଝୋଳ ଓ ! ଚମତ୍କାର ବିୟୁଟିଫୁଲ ରେଡି ତ ମାଡି ଚାଲ । ସୁର ଭାଇ ଷ୍ଟୂଡିଓ କୁ ଯାଇ ଏମିତି ମଜାଦାର ଗୀତ ଗାଇଛନ୍ତି ଯାହାକୁ ଶୁଣିଲେ ଆପଣ ମାନେ ମଧ୍ୟ ହସି ହସି ଗଡିଯିବେ । ଆହୁରି ମଧ୍ୟ ସୁର ଭାଇ କହିଛନ୍ତି ମ୍ୟାଡମ ତୁମେ କଣ କି ? ଓ ! ବିୟୁଟିଫୁଲ ଚମତ୍କାର ଡାଇଲଗ ମାରୁଛନ୍ତି ।
ସୁର ଭାଇ ଉପୋଭୋଗ କରି କରି ଡାଇଲଗ ମାରି ଚାଲିଛନ୍ତି ଏହି ଭିଡିଓ ରେ । ପୂର୍ବ ରୁ ମଧ୍ୟ ସେ ୨ରୁ ୩ଟି ଆଲବମ ରେ କଣ୍ଠ ଦାନ କରି ସାରିଛନ୍ତି ଯାହାର ହିଟ ହୋଇଥିଲା ତାହା ବିଷୟରେ ଆପଣ ମାନେ ଜାଣିଥିବେ । ତେବେ କହିବାକୁ ଗଲେ ସୁର ଭାଇ ଙ୍କ ଦଳକୁ ଏହି ଗୀତ ଟି ପୁରା ମ୍ଯାଚ କରୁଛି । ତେବେ କଙ୍କଡାର କାମ ହେଉଛି ଗୋଳି ପାଣି ସୁହାଇବା ଯିଏ ଉପରକୁ ଉଠିବ ତାକୁ ତଳକୁ ଟାଣି ଆଣିବା ।
ତେବେ କଂଗ୍ରେସ ଦଳରେ ଏମିତି କିଛି ହୋଇଛି ବୋଲି ଲୋକେ କହୁଛନ୍ତି । ଆହୁରି ମଧ୍ୟ ସୁର ଭାଇ ଗୀତ ଗୀତ ରେ କହିଛନ୍ତି କି ଖାଲି ଦେଖ ନାହି ଟେଷ୍ଟ କର ଏଞ୍ଜଏ କର ଆନନ୍ଦ ଉପୋଭୋଗ କର କିନ୍ତୁ ହାତ ମାର କେଉଁଠି ଚମତ୍କାର ବିୟୁଟିଫୁଲ ରେଡି ଟ ମାଡି ଚାଲ ଯାହା ଶୁଣିବାକୁ ବହୁତ ମଜାଦାର ଲାଗୁଛି ।
ତେବେ ସୁର ଭାଇ ଏହି ଡାଇଲଗ କାହା ଉଦେଶ୍ୟରେ କହୁଛନ୍ତି ତାହା କିଛି ସ୍ପଷ୍ଟ ହେଉ ନାହି । ଆଗକୁ ସୁର ଭାଇ ଗୀତ ର ତାଳେ ତାଳେ କହୁଛନ୍ତି ଆସନ୍ତୁ ମିଶିଯିବା ପୁରା ଫେଣ୍ଟି ହୋଇଯିବା ମ୍ୟାଡମ ରେଡି ତ ମାଡି ଚାଲ । ସୁର ଭାଇ ଗୀତ ଗାଈ ଗାଈ ଏତେ ଥକି ପଡିଛନ୍ତି କି ଶେଷରେ କୋଲଡ୍ରିଂକ୍ସ ପୀବର ନଜର ଆସୁଛନ୍ତି ଏହି ଭିଡିଓ ରେ । ତେବେ ସୁର ଭାଇ କୋଲଡ୍ରିଂକ ସେବନ କରି କରି ଗୀତ କୁ ଉପୋଭୋଗ କରିବାର ନଜର ଆସୁଛନ୍ତି । କହିବାକୁ ଗଲେ ସୁର ଭାଇ ଆମର ବହୁତ ଖୁସି ବାସିଆ ଲୋକ । ସେ ଯେଉଁଠି କି ଯାଆନ୍ତି ସେଠାରେ ଉପଭୋଗ କରନ୍ତି ।
ବନ୍ଧୁଗଣ ଆପଣ ମାନଙ୍କର ସୁର ଭାଇଙ୍କ ଏହି ଗୀତ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।