ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଗତ କାଲି ବିଜେବି କଲେଜର ଛାତ୍ରୀ ରୁଚିକା ମହାନ୍ତି ନିଜ ହଷ୍ଟେଲ ରୁମରେ ରସୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ପୋଲିସ ମୃତ ଦେହକୁ ଉଦ୍ଧାର କରି ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଏ ନେଇ ରୁଚିକାଙ୍କ ଭଉଣୀ କହିଛନ୍ତି ଯେ କଲେଜରେ କାହା ସହ ଅଧିକ ପଡେ ନାହି । ଅଧିକ ଡେରି ଯାଏଁ ପାଠ ପଢୁ ଥିବାରୁ ରୁଚିକାଙ୍କୁ ସମସ୍ତେ ଆବନରମାଲ କୁହନ୍ତି ଯାହା ସେ ନିଜ ଭଉଣୀ ଙ୍କୁ ରଜ ସମୟରେ ଘରକୁ ଆସିବା ପରେ କହିଥିଲେ । ରୁଚିକା ଆହୁରି ମଧ୍ୟ ତାଙ୍କ ଭଉଣୀଙ୍କୁ କହିଛନ୍ତି କି ପରୀକ୍ଷା ସରିବା ପରେ ସେ ଘରକୁ ଫେରି ଆସିବେ ।
ଘରକୁ ଆସିଥାନ୍ତେ କାରଣ ରୁଚିଙ୍କାର କିଛି କାମ ଥିଲା ପୁଣି ସେ ନିଜ ହଷ୍ଟେଲ କୁ ଫେରି ଯାଇଥାନ୍ତେ ବୋଲି ତାଙ୍କ ସାହା ଭଉଣୀ କୁ କହିଥିଲେ । ରୁଚିକା ଙ୍କ କଥା ରୁ ଜମାରୁ ବି ଲାଗୁ ନ ଥିଲା କୁ ସେ ମାନସିକ ଚାପରେ ଅଛନ୍ତି ଯେଉଁଥିପାଇଁ ଏମିତି ଆତ୍ମହତ୍ୟା ଭଳି ପଦକ୍ଷେପ ନେବେ । ରଜ ପର ଦିନ ଜୁନ ୧୭ ତାରିଖରେ ରୁଚିକା ହଷ୍ଟେଲ ଫେରି ଯାଇଥିଲେ ।
ରୁଚିକା ଯେଉଁ ରୁମ ରେ ରହୁଥିଲେ ସେଠି ରହୁଥିବା ୨ ଜଣଙ୍କ ଝିଅ ଙ୍କ ସହ ତାଙ୍କର ଜମା ବି ପଡେ ନାହିଁ । କାରଣ ସେ ଅଧିକ ରାତି ଯାଏଁ ପାଠ ପଢୁ ଥିବାରୁ ସମସ୍ତେ ତାଙ୍କୁ ଏପଟ ସେପଟ କଥା କହୁଥିଲେ । ସେଥିପାଇଁ ରୁଚିକା ନିଜ ରୁମ ରୁ ବାହାରି ଆସି ତାଙ୍କ ସାଙ୍ଗ ମାନଙ୍କ ସହ ପଢିଥାନ୍ତି । ସିନିୟର ଦୁଇ ଜଣ ଝିଅଙ୍କ କଥା ରୁଚିକା କହୁଥିଲେ ଯିଏ ତାଙ୍କୁ ହଇରାଣ ହରକତ କଲେଜ ରେ କରୁଥିଲେ ।
ଆଉ କାହା ବିଷୟରେ କହୁ ନ ଥିଲେ ରୁଚିକା ବୋଲି ତାଙ୍କ ଭଉଣୀ କହିଛନ୍ତି । ଆହୁରି ମଧ୍ୟ ରୁଚିକା କହିଥିଲେ କି ସେହି ଦୁଇ ଜଣ ସିନିୟର ଝିଅ ମାନେ ତାଙ୍କୁ ଦେଖାଇ ଶିଖେଇ ବହୁତ କଥା କହୁଥିଲେ । ସବୁ ସିନିୟର ପିଲା ମାନେ କଲେଜର ପ୍ରତେକ କାର୍ଯ୍ୟକ୍ରମ ରେ ଥିବେ କିନ୍ତୁ ସେହି ୨ ଜଣ ସିନିୟର ଝିଅ ମାନେ ନ ଥିବେ ବୋଲି ରୁଚିକା କହିଥିଲେ ।
ଯୁକ୍ତ୩ ପିଲା ଯୁକ୍ତ୨ ପିଲାଙ୍କୁ ଫେରୱେଲର ଆୟୋଜନ କରିଥିଲେ ବିଜେବି କଲେଜ ରେ । କିନ୍ତୁ ସେମାନେ ଦୁଇ ସିନିୟର ଝିଅ ବହୁତ ଗଣ୍ଡୋଗୋଳ କରି ସବୁ ବନ୍ଦ କରି ଦେଇଥିଲେ । ଡିଜେ ପାଇଁ ଫେରୱେଲ ବନ୍ଦ ହୋଇ ଯାଇଥିଲା କାରଣ ସେମାନେ ଦୁଇ ସିନିୟର ଝିଅ ମାନେ ଡିଜେ ବନ୍ଦ କରି ଦେଇଥିଲେ । ସବୁ ସିନିୟର ମାନେ ରୁଚିକା ଙ୍କ ସହ ଥିଲେ କିନ୍ତୁ ସେହି ୨ଜଣ ଝିଅ ନ ଥିଲେ ।
ଯାହା ପାଇଁ ରୁଚିକା ବହୁତ ରାଗରେ ରହିଥିଲେ ବୋଲି ତାଙ୍କ ଭଉଣୀ ମତ ଦେଇଛନ୍ତି । ଯେଉଁ ଦିନ ଏହି ଘଟଣା ଘଟିଥିଲା ସେଦିନ ରାତିରେ ରୁଚିକା ତାଙ୍କ ଭଉଣୀ ଙ୍କୁ ଫୋନ କରି ସେହି ସବୁ କଥା କହିଥିଲେ । ବନ୍ଧୁଗଣ ଆପଣ ମାନଙ୍କର ରୁଚିକାଙ୍କ ଭଉଣୀ ଦେଇଥିବା ମନ୍ତବ୍ୟ ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।