ବନ୍ଧୁଗଣ ଆପଣ ମାନେ ମାଙ୍କଡ କୁ ଗୋଟିଏ ଡାଳ ରୁ ଆଉ ଗୋଟିଏ ଡାଳ କୁ ଡେଉଁ ଥିବାର ଦୃଶ୍ୟ ନିଶ୍ଚିନ୍ତ ଭାବେ ସାଧାରଣରେ ଦେଖିଥିବେ । ମାଙ୍କଡ ସବୁବେଳେ ଗଛ ଡାଳ ରେ ବସି ଏ ଡାଳ ରୁ ସେ ଡାଳ କୁ ଡେଇଁଥାଏ । କିନ୍ତୁ ମାଙ୍କଡ କେବେ ଚାଲିପାରେ ତାହା ପୁଣି ରାସ୍ତା ରେ କଣ ଆପଣ ମାନେ କେବେ ଦେଖିଛନ୍ତି କି ଶୁଣିଛନ୍ତି କି ? ଆଜ୍ଞା ହଁ ଏହି କଥା ଟି ଶୁଣିବାକୁ ଯେତେ ଅଜବ ଲାଗଥିଲେ ମଧ୍ୟ କଥା ଟି ସତ୍ୟ ଅଟେ । ଏଭଳି ଏକ ଭିଡିଓ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । କିନ୍ତୁ ମଣିଷ ପରି ସିଧା ହୋଇ ଚାଲିବା ବା ଦୌଡିବା କଣ ଆପଣ ମାନେ ମାଙ୍କଡ କୁ ଦେଖିଛନ୍ତି କି ?
ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ ମାଙ୍କଡ ଟି କେମିତି ଚଳି ଚାଲି ଯାଉଛି । ଯାହାକୁ ଦେଖିବା ପରେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ଏହି ଭିଡିଓ ଟି ଦେଖିଲା ପରେ ସମସ୍ତେ ଆଶ୍ଚର୍ଯ୍ୟ ଚଳିତ ହୋଇ ଯାଇଛନ୍ତି । ମାଙ୍କଡର ଏଭଳି ଏକ ହରକତ ସମସ୍ତଙ୍କ ହୋସ ଉଡାଇ ଦେଇଛି ।
ଏହି ଭିଡିଓ ରେ ଆପଣ ମାନେ ଦେଖି ପାରିବେ କିପରି ମାଙ୍କଡ ଟି ଆଥଲେଟ ପରି ଦୌଡିବାର ନଜର ଆସୁଛି । ଭିଡିଓ କୁ ଯିଏ ଦେଖୁଛି ସେ ଏହାକୁ ଖୁବ ପସନ୍ଦ କରୁଛି । ଏହି ଦୃଶ୍ୟ ରେ ସ୍ପଷ୍ଟ ଭାବେ ଦେଖି ପାରିବେ କି କିଭଳି ମାଙ୍କଡ ଟି ରାସ୍ତା ଉପରେ ପୁଣି ଦୌଡିବାରେ ଲାଗିଛି ।
ଏତେ ଜୋର ରେ ମାଙ୍କଡ ଟି ଦୌଡୁଛି ତାହା ପୁଣି ତାର ଚାରି ଗୋଡ ରେ ନୁହେଁ ବରଂ ଦୁଇ ଗୋଡ ରେ । ଏହା ସତରେ ସବୁଠାରୁ ସ୍ତବ୍ଧ କରି ଦେଲା ଭଳି କଥା । ମାଙ୍କଡ ଟି ଏକମିଟି ପୁଣି ଚାରି ଗୋଡ ରେ ନୁହେ ବରଂ ଦୁଇ ଗୋଡ ରେ ଦୌଡିବାକୁ ଲାଗିଛି । ଏଠାରେ ମାଙ୍କଡ ଟି ଖାଲି ଦୌଡୁ ନାହି ବରଂ ଏକେ କ୍ରିଡା କରି ଚାଲୁ ଥିବାର ନଜର ଆସୁଛି ।
ସାଧାରଣର ଲୋକଙ୍କ ପରି ମାଙ୍କଡ ଟି ରାସ୍ତା ରେ ଦୌଡି ଦୌଡି ଯାଉଛି ଯାହା ଏହି ଭିଡିଓ ରେ ନଜର ଆସୁଛି । ଦୌଡୁଥିବା ସମୟରେ ମାଙ୍କଡ ଟି ରାସ୍ତା କଡ ରେ ଥିବା ରେଲିଙ୍ଗ ଉପରେ ଚଢି ଆଗକୁ ଡେଇଁ ପଡୁଛି । ମାଙ୍କଡ ଟି ଏପରି ଚାଲୁ ଥିବାର ଦେଖି କେହି ଜଣେ ଏହାର ଭିଡିଓ ସୁଟ କରିଥିଲେ ।
ଇଂଷ୍ଟାଗ୍ରାମ ଆକାଉଣ୍ଟ ରେ ଏହି ଭିଡିଓ ଟି ସେୟାର ହେବା ପରେ ଖୁବ ଭାଇରାଲ ହୋଇଥିଲା । ଅନେକ ଲୋକ ଏହାକୁ ଖୁବ ପସନ୍ଦ ମଧ୍ୟ କରୁଛନ୍ତି । ସତରେ ଏ ଦୃଶ୍ୟ ଟି ଖୁବ ବିଚିତ୍ର ଆଉ ନିଆରା ହୋଇଛି ଯାହା ହୁଏ ତ ଆଗରୁ କେବେ ବି କେଉଁଠି ଦେଖାଯାଇ ନାହି । ବନ୍ଧୁଗଣ ଆପଣ ମାନଙ୍କୁ ମାଙ୍କଡର ଏଭଳି ହରକତ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।