ବନ୍ଧୁଗଣ ପ୍ରତେକ ବ୍ୟକ୍ତି ନିଜ ଜୀବନରେ କେବେ ନା କେବେ କାହାକୁ ନା କାହାକୁ ନିଶ୍ଚୟ ଭଲ ପାଉଥିବା ଏଥିରେ କିଛି ବି ସନ୍ଦେହ ନାହି । ଅନେକ ସମୟରେ ସେହି ବ୍ଯକ୍ତିର ମନରେ ପ୍ରଶ୍ନ ଆସିଥିବ ତାକୁ ପ୍ରେମ କରୁଥିବା ମଣିଷ ଟି ସଚ୍ଚା ପ୍ରେମ କରୁଛି ନା ମିଛ ପ୍ରେମ କରୁଛି । ଏମିତି ବି ମନରେ ବିଚାର ଆସିଥାଏ କି ପ୍ରେମ କରୁଥିବା ମଣିଷ ଟି ପ୍ରେମ କରିବାର କେବଳ ଦେଖାଇ ହେଉଛି ବାସ୍ତବରେ କିନ୍ତୁ ସେମିତି କିଛି ନ ଥିବା । ଆଜି ଆମେ ଆପଣ ମାନଙ୍କୁ ଏମିତି ୫ଟି ଲକ୍ଷଣ ବିଷୟରେ କହିବାକୁ ଯାଉଛୁ ଯେଉଁଥି ପାଇଁ ଆପଣ ଜାଣି ପାରିବେ ଆପଣଙ୍କ ସାଥି ସଚ୍ଚା ପ୍ରେମ ନା ମିଛ ପ୍ରେମ କରୁଛନ୍ତି ।
୧- ମିଛ ପ୍ରେମ କରୁଥିବା ଲୋକଙ୍କର ପ୍ରଥମ ନିଶାନି ଯେବେ ଆପଣ ତାଙ୍କୁ ଦୁହିଙ୍କର ସମ୍ପର୍କ ବିଷୟରେ ପଚାରିବେ ସେ କହିବେ ମୁଁ ତୁମକୁ ବହୁତ ଭଲ ପାଉଛି କିନ୍ତୁ ବାହା ହୋଇପାରିବି ନାହି । ମୁଁ ତୁମକୁ ବହୁତ ଭଲ ପାଉଛି କିନ୍ତୁ ଘର ଲୋକେ ମାନିବେ ନାହି କିମ୍ବା ଆମର ଜାତି ଅଲଗା ଅଟେ ।
୨- ମିଛ ପ୍ରେମ କରୁଥିବା ମଣିଷର ଦ୍ଵିତୀୟ ନିଶାନି ହେଉଛି ଯେଉଁ ବ୍ୟକ୍ତି ଆପଣଙ୍କୁ ସଚ୍ଚା ପ୍ରେମ କରୁଥିବ ସେ ଆପଣଙ୍କ ସହ ପରିବାର ବିଷୟରେ କଥା ହେବ । ଆପଣଙ୍କ ଭବିଷ୍ୟତକୁ ନେଇ କଥା ହେବେ । କିନ୍ତୁ ମିଛ ପ୍ରେମୀ କେବେ ବି ଏହି କଥା ଉପରେ ଧ୍ୟାନ ଦେବେ ନାହି । ସେ ଆପଣଙ୍କ ଠାରୁ କେବଳ ଗୋଟିଏ କଥା ଇଚ୍ଛା ରଖିବେ କେମିତି ନିଜର ଜରୁରତ ପୁରା ହେବ ।
୩- ମିଛ ପ୍ରେମ କରୁଥିବ ମଣିଷର ତୃତୀୟ ନିଶାନି ହେଉଛି କେବେ ତାଙ୍କ ଠାରେ ବୁଝାମଣା ନ ଥିବ । ପ୍ରେମ କରୁଥିବା ମଣିଷ ଦିନ ସାରା ତୁମର ଭୁଲ ଖୋଜିବାରେ ବିତାଇ ଦେବେ । ତାଙ୍କୁ ଆପଣଙ୍କର ସମସ୍ୟା ବା ଦୁଖ ସହ କିଛି ମତଲବ ନ ଥାଏ । ତାଙ୍କୁ କେବଳ ଆପଣଙ୍କର ଅଭାବ ଦେଖା ଯାଇଥାଏ ।
୪- ମିଛ ପ୍ରେମ କରୁଥିବା ମଣିଷର ଚତୁର୍ଥୀ ନିଶାନି ହେଉଛି ସର୍ତ୍ତା ରଖିବା । କିନ୍ତୁ ସତ କଥା ହେଉଛି ବାପା ମାଙ୍କ ଛଡା ବିନା ସର୍ତ୍ତରେ କେହି ବି ଭଲ ପାଇପାରିବେ ନାହି । ପ୍ରତେକ ସମ୍ପର୍କରେ କିଛି ନା କିଛି ସର୍ତ୍ତ ରହିଥାଏ କିନ୍ତୁ ଅଧିକ ହେବା ଅନୁଚିତ । ଯେମିତି ସେଠାକୁ ଜୀବ ନାହି ଏମିତି କର ନାହି ଇତ୍ୟାଦି ।
୫- ମିଛ ପ୍ରେମ କରୁଥିବା ମଣିଷର ପଞ୍ଚମ ନିଶାନି ଜଣେ ମିଛ ପ୍ରେମୀ ଆପଣଙ୍କୁ ବଦଳାଇବାକୁ ଚାହିଁବ କିମ୍ବା ନିଜ ଅଧୀନରେ ରଖିବାକୁ ଚାହିଁବ । ଆପଣଙ୍କୁ ନିଜ ହିସାବରେ ରଖିବାକୁ ଚେଷ୍ଟା କରିବା । ଯଦି କୌଣସି ବ୍ୟକ୍ତି ଆପଣଙ୍କର ଖରାପ ଅଭ୍ୟାସକୁ ବଦଳାଇବା କହୁଛି ଠିକ କଥା କିନ୍ତୁ ଆପଣଙ୍କ ଠାରେ କିଛି ଭୁଲ ନ ଥାଇ ବି କେହି ଆପଣଙ୍କୁ ବଦଳାଇବାକୁ ଚେଷ୍ଟା କରୁଛି ଆଉ ଆପଣଙ୍କୁ କଣ୍ଟ୍ରୋଲ କରିବାକୁ ଚାହୁଁଛି ଯାହା ସଂପୂର୍ଣ୍ଣ ଭୁଲ ଅଟେ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।