ଆଜିଠୁ ଆଉ ବସିବନି ହଣ୍ଡା, କି ଫୁଟିବନି 200 କେଜି ଖାସି ମାଂସ, ଆଉ ଜମିବନୀ.. ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ବହୁତ ଜଣକୁ ମଟନ ଖାଇବାକୁ ଖୁବ ପସନ୍ଦ ହୋଇଥାଏ । ଏବଂ ସୁଆଦିଆ ମଟନ ତରକାରୀ ଖାଇବା ପାଇଁ ନିଶ୍ଚୟ ଆପଣ ପ୍ରଖ୍ୟାତ କିଶୋର ମଟନ ଦୋକାନକୁ ଯାଇଥିବେ ଏବଂ ଖାଇଥିବେ । କିନ୍ତୁ ଅସ୍ଵାସ୍ତକର ପରିବେଶରେ ମଟନ ତିଆରି କରୁଥିବା ହେତୁ ବିଏମସି କିଶୋର ମଟନ ଦୋକାନୀକୁ ନିଜ କାରବାର ବନ୍ଦ ରଖିବା ପାଇଁ ନିର୍ଦେଶ ଦେଇଥିଲେ ହେଲେ ଆଜି କିଶୋର ବାବୁ ବିଏମସି ର କଥାକୁ ତିଳେ ମାତ୍ର ଖାତିର କରି କରିଛନ୍ତି ଏଭଳି କାର୍ଯ୍ୟ ଜାଣନ୍ତୁ ଏହା ବିଷୟରେ ସମ୍ପୂର୍ଣରେ ।

ବନ୍ଧୁଗଣ ଆଉ ବସିବନି ହଣ୍ଡା କି ଫୁଟିବନି ୨୦୦କେଜିର ଖାସି ମାଂସ ଆଉ ଜମି ବନି ଗ୍ରାହକଙ୍କ ଭିଡ କି ଗରମ ହେବନି କିଶୋର ବାବୁଙ୍କ ପକେଟ । କାହିଁକି ନା ଆଜି ପୁରା ସିଲ ହେବାକୁ ଯାଉଛି କିଶୋର ମଟନ ଦୋକାନ । ଆଜି ବିଏମସିର ଟିମ ପହଞ୍ଚିବା କିଶୋର ବାବୁଙ୍କ ମଟନ ଦୋକାନରେ ଆଉ ବାବୁ କିଶୋର ମାଡି ବସି କରିଥିବା ହୋଟେଲ ଜମିକୁ ଆଜି ଜବର ଦାଖଲ କରିବ BMC କୁହାଯାଉଛି ।

ବିଏମସି ର କଥାକୁ ତିଳେ ମାତ୍ର ଖାତିର କଲାନି କିଶୋରବାବୁ ପୁଣିଥରେ ହଣ୍ଡା ବସାଇଥିଲା ଓ ମଟନ ଫୁଟାଇଥିଲା । ଆଉ ଗୋଟିଏ ପରେ ଗୋଟିଏ ପ୍ଳେଟ ବାଢିଚାଲିଥିଲା ଖାସୀ ମାଂସ । କିନ୍ତୁ ଏହା ପୂର୍ବରୁ ଏକ ଅସ୍ଵାସ୍ତକର ପରିବେଶ ଓ ୧୦୦ ଟଙ୍କିଆ ଠେଲା ଦୋକାନ ଲାଇସେନ୍ସ ରେ ଚାଲିଥିଲା ଦୋକାନ ।

ଯେଉଁଥିପାଇଁ କିଶୋର ମଟନ ଦୋକାନକୁ ବିଏମସି ସିଲ କଲା ବୋଲି ଟୁଇଟ ମଧ୍ୟ କରିଥିଲା । ଏବଂ ସିଲ ହେବାର ୨୪ ଘଣ୍ଟା ପୁରି ନଥିଲା ରାତା ରାତି ସବୁକିଛି ପରିବର୍ତ୍ତନ ହୋଇଗଲା । ଆଉ ସକାଳୁ ଚିରା ଚରିତ ଢଙ୍ଗରେ ପସରା ମେଲାଇ ବସିପଡିଲେ । ସେହି ଅସ୍ଵାସ୍ତକର ପରିବେଶରେ ରନ୍ଧା ବଢା ସବୁ ଚାଲିଥିଲା ।

ବିଜୟ କୁଲଙ୍ଗୀ ଜଣେ ଦାଇତ୍ଵବାନ ଜିଲାପାଳ ଥିଲେ ଆଉ ଏବେ ବିଏମସିର କମିଶନର ଅଛନ୍ତି ତେଣୁ ବିଏମସି ଉପରେ ପ୍ରଶ୍ନ ଉଠିବାରୁ ପଠାଇଛନ୍ତି ଏକ ସ୍ୱତନ୍ତ୍ର ଇନଫୋରସମେଣ୍ଟ ଟିମକୁ କିଶୋର ମଟନ ଦୋକାନକୁ । ଏବଂ ଜବରଦଖଲ ହଟା ଯିବାର ପ୍ରତିସୁତି ମଧ୍ୟ ଦେଇଛନ୍ତି । ତେବେ ଏହି ଘଟଣାକୁ ନେଇ ଆପଣଙ୍କ ମତ କମେଣ୍ଟ ଜରିଆରେ ନିଶ୍ଚୟ ଜଣେଇବେ । ଆଗକୁ ଆମ ସହ ରହିବା ପାଇଁ ପେଜକୁ ଲାଇକ ଶେୟର ନିଶ୍ଚୟ କରନ୍ତୁ ।

Leave a Reply

Your email address will not be published. Required fields are marked *