ପୁଣି ସୋସିଆଲ ମିଡିଆରେ ନିଆଁ ଲଗାଇଲା Prakruti Mishraଙ୍କ ହଟ ଡ୍ୟାନ୍ସ… ଦେଖନ୍ତୁ Video 

ନମସ୍କାର ବନ୍ଧୁଗଣ, ଆପଣ ମାନେ ନିଶ୍ଚୟ ଜାଣିଥିବେ ଓଡିଶାର କଳାକାର ପ୍ରକୃତି ମିଶ୍ରଙ୍କୁ ଯାହାଙ୍କ ବିବାଦ ଚାଲିଥିଲା କିଛିଦିନ ପୂର୍ବରୁ ଓଡିଆ ଫିଲ୍ମ ଜଗତର ସୁପରଷ୍ଟାର ବାବୁସନଙ୍କ ସହ । କିନ୍ତୁ ସେହିସବୁ ଘଟଣା ଏବେ ପୁଣି ସାମ୍ନାକୁ ଆସିଛି ପ୍ରକୃତି ମିଶ୍ରଙ୍କ ଏକ ହଟ ଡ୍ୟାନ୍ସ ଯେଉଁଥିରେ ସେ ଜଣେ ଯୁବକ ଙ୍କ ସହ ନାଚୁଛନ୍ତି । ତେବେ ଜାଣନ୍ତୁ ସେହି ଯୁବକ ଜଣଙ୍କ କିଏ ଯାହାଙ୍କ ସହ ପ୍ରକୃତି ମିଶ୍ର ହଟ ଡ୍ୟାନ୍ସ କରୁଛନ୍ତି ।

ବନ୍ଧୁଗଣ ପ୍ରକୃତି ମିଶ୍ର ହେଉଛନ୍ତି ଓଡିଶାର ପ୍ରଖ୍ୟାତ ଗାୟକ ମନମଥ ମିଶ୍ର ଙ୍କ ଝିଅ । ସେ ସବୁବେଳେ କିଛି ନା କିଛି ଘଟଣାକୁ ନେଇ ଚର୍ଚା ରେ ରହି ଆସୁଛନ୍ତି । ପ୍ରକୃତି ମିଶ୍ର ଏବେ ଜଣେ ବିବାଦୀୟ ଅଭିନେତ୍ରୀ ଭାବେ ଜଣାଶୁଣା ହୋଇସାରିଲେଣି । ତାଙ୍କର କଥା ଓ କାର୍ଯ୍ୟରେ ସବୁବେଳେ କିଛି ନା କିଛି ବିବାଦନୀୟ ଘଟଣା ରହିଥାଏ ।

ଯେମିତିକି କିଛା ଦିନ ପୂର୍ବରୁ ବାବୁସାନଙ୍କ ସହ ସମ୍ପର୍କ ରଖିଥିବା ଘଟଣାକୁ ନେଇ ବାବୁସାନଙ୍କ ପତ୍ନୀ ତୃପ୍ତି ପ୍ରକୂତି ମିଶ୍ରଙ୍କୁ ରାସ୍ତାରେ ମାଡ ମାରିଥିଲେ । ଯେଉଁଥିପାଇଁ ପ୍ରକୃତି ମିଶ୍ର ହାଇକୋର୍ଟର ଦ୍ଵାରସ୍ଥ ହୋଇ ମାନହାନି କେସ ରୁଜୁ କରିଥିଲେ । ଯେଉଁଥିପାଇଁ ବାବୁସାନଙ୍କ ଘର ଲୋକ ବହୁତ ହଇରାଣ ହୋଇଥିଲେ । ଏବଂ ବାବୁସାନଙ୍କ ପତ୍ନୀଙ୍କ ନାମରେ ଏବେ ମଧ୍ୟ ମାମଲା ରୁଜୁ ହୋଇ ରହିଛି ।

କିନ୍ତୁ ଏସବୁ ମାମଲା ଧୀରେ ଧୀରେ ଶିଥିଳ ହେବାକୁ ଯାଉଥିବା ବେଳେ ପ୍ରକୃତି ମିଶ୍ର ପୁଣି ଥରେ ମୁମ୍ବାଇରୁ ଆସି ହାଇକୋର୍ଟର ଦ୍ଵାରସ୍ତ ହୋଇଥିଲେ । ଏବେ ଲୋକମାନେ ଏହା ଭାବିନେଲେଣି କି ଯେଉଁଠି ବିବାଦ ସେଇଠି ପ୍ରକୃତି । ଏବଂ ହୁଏତ ପ୍ରକୃତି ମିଶ୍ର ବିବାଦକୁ ଛାଡିବାକୁ ଚାହୁଁନାହାନ୍ତି । କିଛି ନା କିଛି କାର୍ଯ୍ୟ କରି ନିଜକୁ ବିବାଦ ଘେରରେ ରଖି ନିଜ ନାମକୁ ଚର୍ଚାକୁ ଅଣୁଛନ୍ତି ।

ଏତେସବୁ ହେବା ପରେ ମଧ୍ୟ ପ୍ରକୃତି ମିଶ୍ର ନିଜ ଭିତରେ କୌଣସି ପରିବର୍ତ୍ତନ ଆଣିନାହାନ୍ତି । ଏବଂ ପୁଣି ସୋସିଆଲ ମିଡିଆରେ ରିଲ୍ସ କରି ହଇଚଇ ସୃଷ୍ଟି କରୁଛନ୍ତି । ଯେଉଁଭଳି ଏବେ ତାଙ୍କ ଭାଇରାଲ ଭିଡିଓଟିରେ ଆପଣ ମାନେ ଦେଖୁଥିବେ କିଭଳି ଜଣେ ଯୁବକଙ୍କ ସହ ହଟ ଡ୍ୟାନ୍ସ କରୁଛନ୍ତି । ଯଦି ଆପଣ ମାନଙ୍କୁ ଏହି ପୋଷ୍ଟ ଟି ଭଲ ଲାଗୁଥାଏ ତେବେ ଲାଇକ ସେୟାର ନିଶ୍ଚୟ କରନ୍ତୁ ।

Leave a Reply

Your email address will not be published. Required fields are marked *