ଯଦି ଭାଙ୍ଗିବ Hirakud Damତେବେ କଣ ହେବ ? କାହିଁକି ଭାଙ୍ଗିବ ହୀରାକୁଦ ଡ଼୍ୟାମ ?

ବନ୍ଧୁଗଣ ଆମ ଓଡିଶାରେ ବହୁତ ସାରା ଡ୍ୟାମ ଅଛି । ଆଜି ଆମେ ଆପଣଙ୍କୁ ହୀରାକୁଦ ଡ୍ୟାମ କାହିଁକି ଭଙ୍ଗିବ ଏବଂ ଯଦି ଭାଙ୍ଗିବ ତେବେ କମ ସବୁ ସମସ୍ଯା ହେବ ସେହି ବିଷୟରେ କହିବାକୁ ଯାଉଛୁ । ଏହା ପୂର୍ବରୁ ଉତ୍ତରାଖଣ୍ଡ ର ଯଶିମତ ଡ୍ୟାମ ର ଦ୍ରୁଶ୍ଯ ଆପଣ ମାନେ ଦେଖି ପାରିବେ । ଏହି ଡ୍ୟାମ ଭାଙ୍ଗିବା ଦ୍ଵାରା ଲୋକଙ୍କର ଅବସ୍ଥା କଣ ହୋଇଥିଲା । ୨୦୨୧ ଫେବୃଆରୀ ୭ ରେ ହଠାତ ଗର୍ଜନ କରି ପାଣି ମାଡି ଆସିଥିଲା । କିନ୍ତୁ ଲୋକେ କିଛି ଭାବିବା ବା ଜାଣିବା ଆଗରୁ ସବୁ କିଛି ସଋ ଯାଇଥିଲା ।

କିଛି ସେକେଣ୍ଡ ଭିତରେ ସବୁ ଅଞ୍ଚଳ ପାଣିରେ ଭାସି ଯାଇଥିଲା । ତେବେ ଯଦି ହୀରାକୁଦ ଡ୍ୟାମ ଭାଙ୍ଗିଯିବ ତେବେ ପାଣି ମାଡି ଆସିବା ସହ ସମସ୍ତଙ୍କୁ ନେଇ ବଙ୍ଗୋପସାଗର ରେ ମିଶାଇ ନେବ । ଆପଣ ମାନେ ଜାଣିଛନ୍ତି ଓଡିଶାର ବଡ ନଦୀ ମହାନଦୀ ଉପରେ ଓଡିଶାର ବଡ ଡ୍ୟାମ ହୀରାକୁଦ ଡ୍ୟାମ ତିଆରି କର ଯାଇଛି । କିନ୍ତୁ ଏବେ ପ୍ରଶ୍ନ ଉଠୁଛି କି ହୀରାକୁଦ ଡ୍ୟାମ କେମିତି ଭାଙ୍ଗିବ ଓ କାହିଁକି ଭାଙ୍ଗିବ ? ଏହି ଡ୍ୟାମ ତିଆରି ହେବ ସମୟରେ ଏହାର ଲାଇଟ ୧୦୦ ବର୍ଷ ବୋଲି କୁହା ଯାଇଥିଲା ।

କଥା ରେ ଅଛି ଯେଉଁ ଜିନିଷର ଆରମ୍ଭ ହୋଇଥାଏ ତାର ଶେଷ ମଧ୍ୟ ଥାଏ । ଗତ କିଛି ଦିନ ତଳେ ଜଣା ପଡିଥିଲା କି ହୀରାକୁଦ ଡ୍ୟାମ ରେ କିଛି କ୍ରାକ ସୃଷ୍ଟି ହୋଇଛି । ତେଣୁ ଅନୁମାନ ଲଗା ଯାଉଛି କି ଏହି ଡ୍ୟାମ ଭାଙ୍ଗିବାର ଚାନ୍ସ ରହିଛି । ଯଦି ଡ୍ୟାମ ର ମରାମତି କମ ଠିକ ଭାବେ ନ କରାଯାଏ ତେବେ ଡ୍ୟାମ ନିଶ୍ଚୟ ଭଙ୍ଗିବ । ଏଥିରେ ସବୁଠାରୁ ବଡ ସମସ୍ଯା ହେଉଛି ଏଥିରେ ଥିବା ଜଳ ରାଶି ଯାହା କି ୫୫ କିମି ଜଳ ଉପର ମୁଣ୍ଡକୁ ରହିଅଛି । ତେବେ ଆପଣ ମାନେ ଭାବି ପାରୁଥିବେ କି କେତେ ପାଣି ଡ୍ୟାମ ରେ ସୁରକ୍ଷିତ ଭାବେ ରଖା ଯାଇଛି ।

୨ଟି ପର୍ବତ ଯଥା ଚାନ୍ଦିଳି ଡ଼ୁଙ୍ଗୁରୀ ଓ ଲକ୍ଷ୍ମୀ ଡ଼ୁଙ୍ଗୁରୀ ମାଝି ରେ ହୀରାକୁଦ ଡ୍ୟାମ ତିଆରି କରା ଯାଇଛି । ହୀରାକୁଦ ଡ୍ୟାମ ର ଲମ୍ବ ହେଉଛି ୪.୮ କିମି । ଅନେକ ସମୟରେ ଲଗାଣ ବର୍ଷା କାରଣରୁ ଉପର ମୁଣ୍ଡର ପାଣି ପ୍ରେସର କରିଥାଏ । ଅବଶ୍ୟ ସ୍ଲୁଇସ ଗେଟ ଦ୍ଵାରା ପାଣି ନିଷ୍କାସନ କରାଯାଏ କିନ୍ତୁ ପାଣିର ପ୍ରେସର ପଡିଥାଏ ଡ୍ୟାମ ରେ । ଯଦି ହୀରାକୁଦ ଡ୍ୟାମ ଭଙ୍ଗେ ତେବେ ସମ୍ବଲପୁର, ଅନୁଗୁଳ, କଟକ, କେନ୍ଦ୍ରାପଡା, ପୁରୀ ଓ ଜଗତସିଙ୍ଘପୁର ସଂପୂର୍ଣ୍ଣ ମାତ୍ରା ରେ ଭାସିଯିବ । ଯେଉଁ ମାତ୍ରା ରେ ପାଣି ଆସିବ ଧନ ଜୀବନ ସହ ସମ୍ପତି ସବୁ ଭସାଇ ନେଇଯିବ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *