ବନ୍ଧୁଗଣ ବର୍ତ୍ତମାନ ସମୟରେ ଏକ ବଡ ଖବର ଆସି ପହଞ୍ଚିଛି ଋଷ ଓ ୟୁକ୍ରେନ ଯୁଦ୍ଧ କୁ ନେଇ । ସୂଚନା ଅନୁଯାୟୀ କ୍ରୀମିୟା ଓ ଋଷ କୁ ସଂଯୋଗ କରୁଥିବା ବ୍ରିଜ ରେ ବିସ୍ଫୋରଣ ଘଟିଛି । ଆଜି ସକାଳୁ କେଏଚ ବୃଜରେ ଶକ୍ତିଶାଳୀ ବିସ୍ଫୋରଣ ଘଟିଛି । ଯାହାର ଭିଡିଓ ଆପଣ ଏମାନେ ଦେଖି ପାରିବେ ଏହି ଭିଡିଓ ରେ । ବିସ୍ଫୋରଣ ପରେ ପ୍ରବଳ ମାତ୍ରା ରେ ନିଆଁ ଓ ଧୂଆଁ ବାହାରୁଛି । ତେବେ କେମିତି ଏହି ବ୍ରିଜ ଉପରେ ବିସ୍ଫୋରଣ ହେଲା ତାହା ଏ ଯାଏଁ ସ୍ପଷ୍ଟ ହୋଇ ନାହି ।
ତେବେ ବର୍ତ୍ତମାନ ସମୟରେ ୟୁକ୍ରେନ ଓ ଋଷ ମଧ୍ୟ ରେ ଯୁଦ୍ଧ ଲାଗି ରହିଛି । ଏହି ବିସ୍ଫୋରଣ ପରେ ୟୁକ୍ରେନ ଏ ଯାଏଁ ନିଜର ପ୍ରତିକ୍ରିୟା ଦେଇ ନାହି । ସାଧାରଣତ ଦେଖିବାକୁ ଗଲେ ଯେଉଁ ଦେଶ ଗୁଡିକ ମଧ୍ୟରେ ଯୁଦ୍ଧ ହୁଏ ସେମାନେ କ୍ଳେମ କରିଥାନ୍ତି କଣ ଧ୍ଵଂସ କରିଛନ୍ତି କି ଆମେ ଏଠାରେ ଟାର୍ଗେଟ କରିଛୁ । ଏମିତି ହୋଇପାରେ କି ଏହି ବିସ୍ଫୋରଣ ୟୁକ୍ରେନ କରିଥାଇ ପାରେ । ନିଶ୍ଚିନ୍ତ ଭାବେ ୟୁକ୍ରେନ ର ହାତ ରହିଛି ଏହି ବିସ୍ଫୋରଣ ପଛରେ । କାରଣ କ୍ରୀମିୟା ଦେଶ ବର୍ତ୍ତମାନ ଋଷ ହାତରେ ରହିଛି ଅନେକ ବର୍ଷ ହେବ ।
ବର୍ତ୍ତମାନ ଯୁଦ୍ଧ ର ପରିସ୍ଥିତି ଯାହା ବି ରହିଛି ଆଉ ୟୁକ୍ରେନ ଯାହା ଯାହା ହିସାବ ରେ ଆଗେଇ ଥିଲା ଇଂଷ୍ଟର୍ନ ସେକ୍ଟର କିନ୍ତୁ ଏବେ ରୁଷୀଆ ଆଡକୁ ତାହା ପୁଷ କରିପାରେ । ୟୁକ୍ରେନ ଆଉ ଥରେ ଋ-ଆକ୍ୟୁପାୟ କରି ସାରିଲାଣି । ତେବେ ୟୁକ୍ରେନ ର ଅନେକ ସହର ହସ୍ତାନ୍ତର କରି ସାରିଲାଣି ଋଷ ତଥାପି ୟୁକ୍ରେନ ହାର ମାନି ନାହି । ଆଉ ଯୁଦ୍ଧ ଲଗାତାର ଜାରି ରଖିଛି । ତେବେ ଋଷ କୁ ମାତ ଦେବା ପାଇଁ ୟୁକ୍ରେନ ହୁଏ ତ ଏମିତି କରି ଥାଇପାରେ ବୋଲି ଅନୁମାନ କରା ଯାଉଛି ।
ଦୀର୍ଘ ଦିନ ହେବ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଲାଗି ରହି ଥିବାରୁ ଅନ୍ୟ ସବୁ ଦେଶ ଗୁଡିକ ପ୍ରଭାବିତ ହେଉଛନ୍ତି । ଯାହା ଫଳରେ ଦେଶର ଆର୍ଥିକ ସ୍ଥିତି ଶୋଚନୀୟ ହେବାରେ ଲାଗିଛି । କିନ୍ତୁ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ବନ୍ଦ ହେଉ ନାହି କି ଏହାର କୌଣସି ସମାଧାନ ବାହାରୁ ନାହି । ସେ ଯାହା ବି ହେଉ କ୍ରୀମିୟା ଓ ରୁଷୀୟ କୁ ସଂଯୋଗ କରୁଥିବା ଏହି ବ୍ରିଜ ରେ ଏଭଳି ହଠାତ ବିସ୍ଫୋରଣ ଘଟିବା କିଛି ଛୋଟ କଥା ନୁହେଁ ।
ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।