ଏପଟେ ଘର ଭିତରେ ସାନ ପୁଅର ଏନ୍ତୁଡ଼ି ଜଳିଲା, ସେପଟେ ବଡ଼ ପୁଅର ଗାଁ ମସାଣି ରେ ଜୁଇ ଜଳିଲା! ମହିଳା ଜଣଙ୍କ ଯାହା କହୁଛନ୍ତି ଶୁଣି ଆଖିରେ ଲୁହ ରହିବନି… ଦେଖନ୍ତୁ Video

ବନ୍ଧୁଗଣ ସୁଖ ପରେ ଦୁଖ ଆସିଥାଏ ଜୀବନରେ ଏହି ସତ୍ୟକୁ ମନରେ ସାଇତି ରଖିବା ଉଚିତ । ସୁଖ ଦୁଖ ଦୁଇ ଭାଇ ଭଳି । ଜୀବନରେ ଆପଣ ମାନେ ବହୁତ କାହାଣୀ ଶୁଣିଥିବେ ବହୁତ କାହାଣୀ ଦେଖିଥିବେ ମଧ୍ୟ କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ କାହାଣୀ ବିଷୟରେ କହିବାକୁ ଯାଉଛୁ ଯାହା ଆପଣ ମାନେ କେବେ ବି ଶୁଣି ନ ଥିବେ କି ଦେଖି ନ ଥିବେ । ଏହି କାହାଣୀ ଆପଣଙ୍କୁ ବିଭଶ୍ଚ କରି ଦେଇପାରେ । ଏ କାହାଣୀ ଶୁଣିଲେ ଆପଣଙ୍କ ରୋମ ଟାଙ୍କୁରି ଉଠିବ । ଏମିତି କାହାଣୀ ନା ଆଗରୁ କେବେ ଘଟିଛି ନା ଆଗକୁ ଘଟିବ ।

ଭଗବାନ ଆଜି ଗୋଟେ ପରିବାରକୁ ଧର୍ମ ସଙ୍କଟରେ ପକାଇ ଦେଲେ । ଗୋଟେ ମା କୁ ହସିବା ସହ କାନ୍ଦିବାକୁ ବାଧ୍ୟ କରିଦେଲେ ଭଗବାନ । ସେ ଆମ ଏବେ ଏମିତି ଅବସ୍ଥାରେ ରହିଛନ୍ତି କି ହସିବେ କି କାନ୍ଦିବେ ଜାଣିପାରୁ ନାହାନ୍ତି । ତାଙ୍କର ପରିସ୍ଥିତି ଏମିତି ଅଛି ଯେ ମନ ଦୁଖ କରିବେ କି ଖୁସି ହେବେ ସେ କିଛି ବୁଝିପାରୁ ନାହାନ୍ତି । ଗୋଟେ ଦିନରେ ଗୋଟେ ଘରେ ଜଳୁଛି ଦୁଇଟି ନିଆଁ । କଥା ରେ ଅଛି ଏନ୍ତୁଳି ଶାଳ ର ନିଆଁ ଓ ମସାଣି ର ନିଆଁ ତା ପାଟିରେ ରହିଛି ଜୀବନ । ଆଉ ତାର ନାଁ ହେଉଛି ଦୁନିଆ ଅର୍ଥାତ ଦୁଇଟି ନିଆଁ ।

ଗୋଟେ ଘରେ ଆଜି ଏନ୍ତୁଳି ଶାଳ ର ନିଆଁ ଜଳୁଥିବା ବେଳେ ଗାଁ ମଶାଣିରେ ବି ଉଠୁଛି ଧୂଆଁ । ଗୋଟେ ଦିନରେ ମା କୋଳ ଶୂନ୍ୟ ହୋଇ ପୁଣି ଥରେ କୋଳ ପୁରୀ ଯାଇଛି । ଗୋଟେ ସମାୟରେ ଘରର ଉତ୍ତରାଧିକାରୀ ଚାଲିଯାଇଛି ଆଉ ସେହି ସମୟରେ ଅନ୍ୟ ଜଣେ ଆସିଛି । ସୁଖ ଦୁଖ ଦୁଇ ଭାଇ ଯାହା ଏହି ଦୁଇ ଭାଇଙ୍କ ଜନ୍ମ ମୃତ୍ୟୁ ରୁ ପ୍ରମାଣ କରି ଦେଉଛି । ଗୋଟେ ପଟରେ ବଡ ପୁଅର ମରଣର ଦୁଖ ଅନ୍ୟ ପଟେ ସାନ ପୁଅର ଗର୍ଭ ଯନ୍ତ୍ରଣାର ଦୁଖ । ଦୁଇଟି କଷ୍ଟ କୁ ମା କେମିତି ବା ସହିବ ?

ଯେଉଁ ମେଡିକାଲରେ ନିଜର ୩ ବର୍ଷର ପୁଅର ସାବା ବ୍ୟବଛେଦ କରାଗଲା ସେଠାରେ ପ୍ରସାବ ଯନ୍ତ୍ରଣା ପାଇ ମା ଭର୍ତ୍ତି ହେଲେ । ତେବେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଡେରାବୀଜ ସାହି ଫାଣ୍ଡି ଅନ୍ତର୍ଗତ ଇନ୍ଦୋର ପଞ୍ଚାୟତ ବାରଗାଡିଆ ଗାଁରେ ଘଟିଛି । ସେହି ଗାଁର ସଞ୍ଜୟ ମଲ୍ଲିକଙ୍କ ୩ ବର୍ଷର ପୁଅ ଭିକି ମଲ୍ଲିକ ଘର ପାଖ ପୋଖରୀରେ ଖେଳୁଥିବା ସମୟରେ ବୁଡି ଯାଇଥିଲେ । ଅନେକ ସମୟରେ ତାଙ୍କୁ ଭାସୁଥିବାର ଉଧାର କରା ଯାଇଥିଲା ।

ସେପଟେ ମା ସ୍ଵପ୍ନା ମଲ୍ଲିକ ଗର୍ଭବତୀ ଥିବା ବେଳେ ପୁଅର ମୃତ୍ୟୁ ଖବର ପାଇ ପ୍ରସାବ ଯନ୍ତ୍ରଣା ଆରମ୍ଭ ହୋଇ ଯାଇଥିଲା । ତେବେ ଗୋଟେ ମେଡିକାଲରେ ମା ଓ ପୁଅ ଭର୍ତ୍ତି ହେବା ସମସ୍ତଙ୍କ ମନରେ ଆଲୋଡନ ସୃଷ୍ଟି କରିଛି । ବନ୍ଧୁଗଣ ଆପଣଙ୍କର ଏହି ଖବର କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *