ବନ୍ଧୁଗଣ ଭଗବାନ ବିଶୁଣୁ ଙ୍କୁ ପ୍ରସନ୍ନ କରିବା ପାଇଁ ପୂଜା ଓ ବ୍ରତ କରାଯାଏ । ଭଗବାନ ବିଶୁଣୁଙ୍କର ଅତି ପ୍ରିୟ ତୁଳସୀ ପତ୍ର ହୋଇଥାଏ । ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ବ୍ୟକ୍ତି ଜୀବନରେ ଯାହା ବି ସମସ୍ଯାମନ ହୋଇଥାଏ ତାହା ଗ୍ରହ ନକ୍ଷତ୍ର ମାନଙ୍କର ଦିଶା ପରିବର୍ତ୍ତନ କାରଣରୁ ହୋଇଥାଏ । ଯାହାର ସିଧା ସଳଖ ପ୍ରଭାବ ରାଶି ମାନଙ୍କ ଉପରେ ପଡିଥାଏ । ଏଥିପାଇଁ ବ୍ୟକ୍ତି ଜୀବନରେ ସୁଖ ଦୁଖ ଲାଗି ରହିଥାଏ । ନଭେମ୍ବର ୩୦ ସକାଳୁ କିଛି ରାଶି ମାନଙ୍କର ଭାଗ୍ୟ ଅଚାନକ ଚମକିବାକୁ ଯାଉଛି । ଆସନ୍ତୁ ଜାଣିବା ବିସ୍ତାର ଭାବେ ।
ସିଂହ ରାଶି : ଆମ ଲିଷ୍ଟର ପ୍ରଥମରେ ଅଛନ୍ତି ସିଂହ ରାଶି । ଆଗାମୀ ସମୟ ବେହତର ହେବ । ଆପଣଙ୍କୁ ଲାଭ ମିଳିବ । ଭଗବାନ ବିଶୁଣୁ ଓ ମା ଲକ୍ଷ୍ମୀଙ୍କ କୃପା ରହିବ । ପ୍ରତେକ କାମରେ ସଫଳତା ମିଳିବ ଓ ବ୍ୟପରରେ ଖୁବ ଲାଭ ହେବ । ବିଦ୍ୟାର୍ଥୀଙ୍କୁ ଶିକ୍ଷା ରେ ଉନ୍ନତି ହେବ ।
କନ୍ୟା ରାଶି : ଆଗାମୀ ସମୟରେ ଆପଣଙ୍କ ଜୀବନରେ ଅନେକ ପରିବର୍ତ୍ତନ ହେବ । ଅନ୍ୟ ପକ୍ଷରେ ଆର୍ଥିକ ସ୍ଥିତି ମଜବୁତ ହେବ । ଜୀବନର ସବୁ ଦୁଖ ଦୂର ହୋଇ ଖୁସି ଆସିବାକୁ ଯାଉଛି । ଭଗବାନ ବିଶୁଣୁଙ୍କ ପୂଜା କରିଲେ ଆପଣଙ୍କର ସବୁ ଦୁଖ ଦୂର ହେବ ।
ତୁଳା ରାଶି : ଆପଣଙ୍କୁ କହି ରଖୁଛୁ କି ଆପଣଙ୍କ ଜୀବନରେ ଆର୍ଥିକ ରୂପରେ ଅନେକ ପରିବର୍ତ୍ତନ ହେବ । ବ୍ୟାପାରରେ ଖୁବ ଲାଭ ହେବ । ସମାଜରେ ଅଲଗା ପରିଚୟ ସୃଷ୍ଟି କରିବେ । ଅନ୍ୟ ପକ୍ଷରେ ଧନ ଲାଭ କରିବାର ଯୋଗ ରହିଛି । ବଡ ରୋଜଗାର ମିଳିବ । ଘର ପରିବାରରେ ମାତା ପିତାଙ୍କ ସହଯୋଗ ପାଇବେ ।
ମେଷ ରାଶି : ମେଷ ରାଶିର ବିଷୟରେ କହିବାକୁ ଗଲେ ଆଗାମୀ ସମ ଅୟ ଶୁଭ ରହିବ । ଆପଣଙ୍କ ରାଶି ଅନୁଯାୟୀ ଆପଣଙ୍କୁ ଲାଭ ମିଳିବା ସହ ଧାନ ପ୍ରାପ୍ତି ହେବ । ଯେଉଁ ମାନେ ଚାକିରି କରୁଛନ୍ତି ସେମାନଙ୍କର ଉନତି ହେବ । ଜୀବନର ସମସ୍ଯା ଦୂର ହେବା ସହ ଆର୍ଥିକ ପକ୍ଷ ମଜବୁତ ହେବ । କଠିନ ପରିଶ୍ରମ କରି ବଡ ସଫଳତା ପାଇବେ ।
ମୀନ ରାଶି : ଆଗାମୀ ସମୟ ଅଭୁତ ଭଲ ରହିବ । ମାତା ପିତା ଙ୍କ ସହଯୋଗ ମିଳିବ । ପ୍ରତେକ କାମରେ ସଫଳତା ମିଳିବ ତାହା ନୁହେଁ ବରଂ ଆର୍ଥିକ ସ୍ଥିତି ବଦଳିଯିବ । ଗ୍ରହର ଦିଶା ଠିକ ରହିବ । ବନ୍ଧୁତାର କାହା ସହ ଝଗଡା କରିବା ଉଚିତ ନୁହେଁ । ପ୍ରେମ ମାମଲାରେ ଉନ୍ନତି କରି ଆଗକୁ ବଢିବେ । ଆପଣଙ୍କୁ ଅଚାନକ ଧନ ଲାଭ ହେବ ।
କୁମ୍ଭ ରାଶି : ମା ଲକ୍ଷ୍ମୀ ଙ୍କ ଦୟା ଦୃଷ୍ଟିରୁ ଘରେ ଧନର ଭଣ୍ଡାର ଭରପୁର ରହିବ । ଆପଣଙ୍କ ଧନ ମାମଲାରେ ଲକି ସାବ୍ଯସ୍ତ ହେବ । ଆପଣଙ୍କୁ ଶାସନ ସତ୍ତା ଓ ସରକାରୀ ଅଧିକାରୀଙ୍କ ଭରପୁର ସହଯୋଗ ମିଳିବାକୁ ଯାଉଛି । ଆପଣଙ୍କର ଭେଟ ଏମିତି ଅଧିକାରୀଙ୍କ ସହ ହେବାକୁ ଯାଉଛି ଯାହା ଦ୍ଵାରା ସରକାରୀ କାର୍ଯ୍ୟ ହୋଇଯିବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।