ବନ୍ଧୁଗଣ ସୋସିଆଲ ମିଡିଆରେ ଯୁବତୀ ମାନଙ୍କୁ କିପରି ଶୋଷଣ କରାଯାଉଛି ଆଉ ତାଙ୍କ ସହ ଅଶ୍ଳୀଳ ବ୍ୟବହାର କରାଯାଉଛି ତାହାକୁ ଅନେକ ଭିଡିଓ ପ୍ରତିଦିନ ଭାଇରାଲ ହେଉଛି । ବର୍ତ୍ତମାନ ସେଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଯୁବତୀ ଜଣକ କହୁଛନ୍ତି, ମୁଁ ଟାଟା ମେଡିକା ହସ୍ପିଟାଲ ରେ କାମ କରୁଛି ଦୀର୍ଘ ୫ ବର୍ଷ ହେଲାଣି ବିଟେକ୍ସ କମ୍ପାନୀରେ ମୁଁ କାମ କରୁଛି । ମୁଁ ଜେନେରାଲ ୱାର୍ଡ ରେ କାମ କରେ ସେଠାରେ କେହି ଭିଡିଓ ଭାଇରାଲ କରି ଦେଇଛି ମୋର ସେ ବିଷୟରେ କିଛି ମୁଁ ଜାଣି ନାହି ।
ବିଶ୍ଵଜିତ ସାର କହିଲେ କି ତୁମେ ଭିଡିଓ ଭାଇରାଲ କରିଛ ? କିନ୍ତୁ ମୁଁ କହିଲି ସାର ମୁଁ ସେ ବିଷୟରେ କିଛି ଜାଣି ନାହି । ତା ପରେ ବିଶ୍ଵଜିତ ସାର କହିଲେ ତୋର ଔକାତ କଣ ତୁ ଏଠି ସାମାନ୍ଯ ଚାକିରି କରୁଛୁ ମୋ ଜାତିକୁ ନେଇ ଗାଳି କରିଲେ । ଲୋକାଲ ଦାଦାଗିରି ଦେଖାଇ ହେଉଛି ତୋତେ ମୁଁ ଚକ୍ରି ରୁ ବିଦା କରିଦେବୀ କାଲି ଠାରୁ ମୁଁ ତୋତେ ଗେଟ ରୁ ଏଣ୍ଟ୍ରି କରାଈ ଦେବୀ ନାହି ବୋଲି ବିଶ୍ଵଜିତ ସାର କହିଲେ ।
ଏଭଳି ଧମକ ମୋତେ ଦେବେ ସାର । ସୁପର ଭାଇଜରକୁ ଏସବୁ କଥା କହିଲି ସେମାନେ କିନ୍ତୁ କିଛି କହିଲେ ନାହି । ଗତ ୨୫ ତାରିଖ ଦିନ ମୁଁ ଡିୟୁଟି କରି ଘରକୁ ଗଲି । ତା ପର ଦିନ ଡାକ୍ତର ମୃଦୁଲି କହିଲେ ତୁମେ ଭିଡିଓ ଭାଇରାଲ କରିଛ ଆଉ ମୁଁ କହିଲି ଏ ବିଷୟରେ ମୁଁ କିଛି ଜାଣି ନାହି । ସେ କହିଲେ କି ତମେ ନିଜେ ଭାଇରାଲ କରିଛ ନିଜେ ମନା କାହିଁକି କରୁଛ ?
ତା ପରେ ମୁଁ କହିଲି ଆପଣ ଦେଖିଥିଲେ କି ଭିଡିଓ ଭାଇରାଲ କରିବା ସମୟରେ । ଏହା ପରେ ଡାକ୍ତର କହିଲେ ପର୍ଶନାଲ ମୋ ରୁମ କୁ ଆସେ ତୋ ସହ କଥା ଅଛି ତା ପରେ ମୋତେ କହିଲେ ମୋ ସହ ସେକ୍ସ କର । ସେକ୍ସ ଯଦି ନ କରିବୁ ତେବେ ଚାକିରି ରହିବ ନାହି ବୋଲି ଡାକ୍ତର ମୋତେ କହିଲେ ।
ଯେଉଁ ଭଳି ଭାବେ ମୋତେ ଧରିଲେ ଆଉ ସେକ୍ସ କରିଲେ ଏସବୁ କଥା ମୁଁ ସୁପର ଭାଇଜର ଙ୍କୁ ଆଉ ଥରେ କହିଲି କିନ୍ତୁ ସେମାନେ ମୋତେ କହିଲେ ତୋର ଔକାତ କଣ ଏଠି ଦାଦାଗିରି ଦେଖାଇ ହେଉଛୁ । ସୁପର ଭାଇରାଜ ମୋତେ କହିଲେ ୫ ତାରିଖ ଯାଏଁ ଘରେ ରୁହ ଆମେ ତୁମକୁ ଡାକିବୁ କିନ୍ତୁ ଡାକିଲେ ନାହି ।
ମୋ ନମ୍ବର କୁ ବ୍ଲକ ଲିଷ୍ଟ ରେ ପକାଇ ଦେଲେ ଆଉ ଚାକିରି ରୁ ମୋତେ ବାହାର କରି ଦେଲେ । ତେଣୁ ମୋତେ ନ୍ୟାୟ ଦରାକର । ଯେଉଁ ମାନେ ଚାକିରିରୁ ମୋତେ ବାହାର କରିଛନ୍ତି ସେମାନେ ହେଉଛନ୍ତି ବିଶ୍ଵଜିତ ଦହିରି ଆଉ ଡାକ୍ତର ମୃଦୁଲି ଏମାନଙ୍କୁ ସସପେଣ୍ଡ ନ କରାଗଲେ ମୁଁ ଆତ୍ମହତ୍ୟା କରିବାକୁ ବାଧ୍ୟ ହେବି । ବନ୍ଧୁଗଣ ଆପଣଙ୍କର ଏହି ଘଟଣା କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।